-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
06-May-2026
କଟକ (ପ୍ରେରଣା ଖବର )କଟକ ଚୌଦ୍ୱାର ବାଣୀପଦା ପଞ୍ଚାୟତ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଏକାଧିକ ସ"ମିଲରେ ବେଆଇନ ଭାବେ ୨-୨ଟି ମେସିନରେ କାଠ ଚିରିବା,ଚୋରାକାଠ ବିକ୍ରୀ କରିବା ଅଭିଯୋଗ ସହ ରାସ୍ତାକଡରେ ବଡବଡ କାଠଗଣ୍ଡି ଗଛିତ ରଖିବା ଯୋଗୁଁ
ନାନାପ୍ରକାର ସମସ୍ୟା ସୃଷ୍ଟି ହେଉଥିବା ବେଳେ ବନବିଭାଗ ଅଧିକାରୀ ନୀରବତା ନେଇ ସନ୍ଦେହ ସୃଷ୍ଟି ହେଉଛି !! ବିଭାଗୀୟ ଅଧିକାରୀ ମୋଟାଅଙ୍କର ହାତଗୁଞ୍ଜା ନେଇ ବ୍ୟାପକ ଅନିୟମିତତା ଓ ଦୁର୍ନୀତି କାର୍ଯ୍ୟକୁ ପ୍ରଶୟ ଦେଉଥିବା ଅଭିଯୋଗ ହେଉଛି।