-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
20-Apr-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଡଭଲା ଗ୍ରାମ ଠାରେ ଚତୁର୍ଥ ତମ ମା ମାହେଶ୍ୱରୀ ଦୁଇ ଦିନିଆ ରାତ୍ରିକାଳୀନ କ୍ରିକେଟ ମ୍ୟାଚ ଇତି ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ ଯୋଗଦେଇ ଉଦଘାଟନ କରିଥିଲେ l ଏଥିରେ ସମ୍ମାନିତ ଅତିଥି ଭାବରେ ଓଡିଶା କ୍ରିକେଟ ଏସୋସିଏସନ ଅମ୍ପ୍ୟାୟର ଜିତେନ୍ଦ୍ର ଥନାପତି,ଏନଏସି ଉପାଧକ୍ଷ୍ୟା ତପସ୍ୱିନୀ ମେହେର,୧ନଂ ୱାର୍ଡ କାଉନସିଳର ପ୍ରତିନିଧି କଳାକାହ୍ନୁ ଦୀପ,ଯୁବ ଉଦ୍ୟୋଗୀ ବୈରାଗୀ ପଧାନ,ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଶୁଭମ ଆଚାର୍ଯ୍ୟ ଯୋଗଦେଇ ଖେଳକୁ ଉପଭୋଗ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କ୍ରିକେଟ ମ୍ୟାଚରେ ୧୬ ଟି ଦଲ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଦିନରେ ୮ଟି ଦଲ ଖେଲ ପ୍ରଦର୍ଶନ କରିଥିଲେ ।ସେଥିରୁ ଦୀପପାଳି ଦଲ ଫାଇନାଲରେ ପ୍ରବେଶ କରିଛି l ରାତ୍ରି କାଳୀନ କ୍ରିକେଟ ମ୍ୟାଚ ଦେଖିବା ପାଈଁ ପଡ଼ିଆ ଚାରିପଟେ ଦର୍ଶକଙ୍କ ଭିଡ଼ ଜମିଥିଲା