-+91-9937148622 |

prerana_bgr@rediffmail.com |

  Friday 10th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ    (10-Apr-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ   (10-Apr-2026)       ||      *ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ*-   (10-Apr-2026)       ||      *ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ*-   (10-Apr-2026)       ||      ତୁଳସୀ ରାମାୟଣ ନବାହ୍ନ ପାରାୟଣର ୫ମ ଦିବସ, ରାମଚନ୍ଦ୍ରଙ୍କ ବନବାସରେ ଅଯୋଧ୍ୟ୍ୟlବାସୀ ମର୍ମାହତ    (09-Apr-2026)       ||      ଦୁର୍ଘଟଣାକୁ ଅପେକ୍ଷା କରିଛି କି ବିଦ୍ୟୁତ ବିଭାଗ ? ଲାଦରପାଲିରେ ମରଣଯନ୍ତା ସାଜିଛି ବଙ୍କା ବିଜୁଳି ଖୁଣ୍ଟ   (09-Apr-2026)       ||      ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଅବସରରେ ସମଗ୍ର ଶିକ୍ଷା ସଚେତନତା ରଥକୁ ସେମଳା ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା   (09-Apr-2026)       ||      କୁଆପଥର ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ    (09-Apr-2026)       ||      *ରକ୍ତ ଦାନ କରି ୧୬ ମାସ ର ଶିଶୁ ର ଜୀବନ ବଞ୍ଚାଇଲେ କଲେକ୍ଟର ପି ଏସ୍ ଓ ଆକାଶ ସାହୁ*   (09-Apr-2026)       ||      ହିଆଁଲ କ୍ଳଷ୍ଟରରେ ଶିକ୍ଷା ସଚେତନତା ଳଥ   (09-Apr-2026)       ||      ଲକ୍ଷ୍ମୀ ବସରେ ନିଆଁ, ଯାତ୍ରୀ ସୁରକ୍ଷିତ   (09-Apr-2026)       ||      ବୁର୍ଡ଼l ରେ କ୍ଷେତ୍ର ଦିବସ ଧାନ ପରବର୍ତୀ ପତିତ ଜମିର ପରିଚାଳନା ଆର୍ଥିକ ବର୍ଷ 2025-26 କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Apr-2026)       ||      ବର୍ଦ୍ଧିତ ବେଞ୍ଚମାର୍କ ଭାଲୁଏସନ୍‌ ନେଇ ବିଧାୟକଙ୍କ ଉଦବେଗ♦️ ନୀତି ଓ ବାସ୍ତବତା ରେ ଭିନ୍ନତା ରହିଛି   (09-Apr-2026)       ||      ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଶିବିର   (09-Apr-2026)       ||      ବୌଦ୍ଧ ତୀରନ୍ଦାଜ ସଂଘର ନୂତନ କାର୍ଯ୍ୟକାରୀ କମିଟି ନିର୍ବାଚିତ   (09-Apr-2026)       ||      ବିଭିନ୍ନ କ୍ଲଷ୍ଟର ରେ ଗଡିଲା ଶିକ୍ଷା ସଚେତନତା ରଥ କୀର୍ତ୍ତନ ଓ ନାଚଗୀତ ସହ ସାମିଲ ହେଲେ ଛାତ୍ରଛାତ୍ରୀ ଓ ଅବିଭାବକ   (09-Apr-2026)       ||      ବାଲି_ଚାଲାଣକୁ_ଗ୍ରାମବାସୀଙ୍କ_ବିରୋଧ   (09-Apr-2026)       ||      ରାହସ ବିହାରୀ ଦାସ ଙ୍କ ପରଲୋକ   (09-Apr-2026)       ||      ରୋତ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର   (08-Apr-2026)       ||      ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା କସ୍ମିକ ସିମ୍ଫୋନୀ ପୁସ୍ତକର ଲୋକାର୍ପଣ   (08-Apr-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ସହରରେ ଘଣାପେରା ତେଲ କେନ୍ଦ୍ର ର ଶୁଭାରମ୍ଭ

08-Apr-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ସହରରେ  ପ୍ରଥମଥର ପାଇଁ ଏକ “ଘଣାପେରା ତେଲ ପ୍ରସ୍ତୁତି କେନ୍ଦ୍ର” ର ଶୁଭାରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସଦର ବ୍ଲକ କଳାପଥର ଏମ୍ ପିଏମ୍ ତଥା ବ୍ଲକଛକ ଦୁର୍ଗାପୂଜା କମିଟି ର ସଭାପତି ଅରବିନ୍ଦ ବାରିକ, ସଂପାଦକ ନିଶାନ୍ତ ମହାନ୍ତି ଯୋଗଦେଇ ଏହାଦ୍ବାରା ଲୋକ ମାନେ ବିନା କେମିକାଲ ଯୁକ୍ତ ସ୍ଵଚ୍ଛତେଲ ନିଜ ବ୍ୟବହାର ପାଇଁ ପାଇବା ସହ ଜିଲ୍ଲା ରେ ତୈଳବୀଜ ଉତ୍ପାଦନ କରୁଥିବା ଚାଷୀମାନଙ୍କୁ ତାଙ୍କର ଉପଯୁକ୍ତ ବଜାର ମୂଲ୍ୟ ମିଳିପାରିବା ସହଜ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।ପ୍ରାକୃତିକ ଏବଂ ସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତି ହେଉଥିବା ଘଣାପେରା ତେଲ ସ୍ଥାନୀୟ ଲୋକମାନଙ୍କୁ ଉପଯୁକ୍ତ ମୂଲ୍ୟରେ ଉପଲବ୍ଧ କରାଇବା ହିଁ ଆମର ଏକମାତ୍ର ଲକ୍ଷ୍ୟ  ବୋଲି ଘଣାପେରା ତେଲ  ଉତ୍ପାଦନ କରୁଥିବା ମମତା ଗୋଲ୍ଡ କୋଲ୍ଡ ପ୍ରେସ୍ଡ ଅଏଲ୍ ର ପରିଚାଳନା ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି। ସହର ର ପ୍ରମୁଖ ବ୍ଲକଛକ ଦୁର୍ଗାପୂଜା ପେଣ୍ଡାଲ ପାଖ ଷ୍ଟଲ ନମ୍ବର ୩ ରେ ଏହା ଥିବା ହେତୁ ଦୈନିକ ଅନେକ ଲୋକ ଏହି ୟୁନିଟ୍ କୁ ପରିଦର୍ଶନ କରୁଥିବା ବେଳେ ସୁଲଭ ମୂଲ୍ୟରେ ରାଶି, ଷୋରିଷ, ଚିନାବାଦାମ ଓ ନଡ଼ିଆ ତେଲ ନିଜପାଇଁ କ୍ରୟ କରୁଥିବା ଦେଖାଯାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ   10-Apr-2026
  ଜିଲ୍ଲା  
ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ   10-Apr-2026
  ଜିଲ୍ଲା  
*ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ*-   10-Apr-2026
  ଜିଲ୍ଲା  
*ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ*-   10-Apr-2026
  ଜିଲ୍ଲା  
ତୁଳସୀ ରାମାୟଣ ନବାହ୍ନ ପାରାୟଣର ୫ମ ଦିବସ, ରାମଚନ୍ଦ୍ରଙ୍କ ବନବାସରେ ଅଯୋଧ୍ୟ୍ୟlବାସୀ ମର୍ମାହତ   09-Apr-2026
  ଜିଲ୍ଲା  
ଦୁର୍ଘଟଣାକୁ ଅପେକ୍ଷା କରିଛି କି ବିଦ୍ୟୁତ ବିଭାଗ ? ଲାଦରପାଲିରେ ମରଣଯନ୍ତା ସାଜିଛି ବଙ୍କା ବିଜୁଳି ଖୁଣ୍ଟ   09-Apr-2026
  ଜିଲ୍ଲା  
ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଅବସରରେ ସମଗ୍ର ଶିକ୍ଷା ସଚେତନତା ରଥକୁ ସେମଳା ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା   09-Apr-2026
  ଜିଲ୍ଲା  
କୁଆପଥର ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ    09-Apr-2026
  ଜିଲ୍ଲା  
*ରକ୍ତ ଦାନ କରି ୧୬ ମାସ ର ଶିଶୁ ର ଜୀବନ ବଞ୍ଚାଇଲେ କଲେକ୍ଟର ପି ଏସ୍ ଓ ଆକାଶ ସାହୁ*   09-Apr-2026
  ଜିଲ୍ଲା  
ହିଆଁଲ କ୍ଳଷ୍ଟରରେ ଶିକ୍ଷା ସଚେତନତା ଳଥ   09-Apr-2026
  ଜିଲ୍ଲା  
ଲକ୍ଷ୍ମୀ ବସରେ ନିଆଁ, ଯାତ୍ରୀ ସୁରକ୍ଷିତ   09-Apr-2026
  ଜିଲ୍ଲା  
ବୁର୍ଡ଼l ରେ କ୍ଷେତ୍ର ଦିବସ ଧାନ ପରବର୍ତୀ ପତିତ ଜମିର ପରିଚାଳନା ଆର୍ଥିକ ବର୍ଷ 2025-26 କାର୍ଯ୍ୟକ୍ରମ ଅନୁଷ୍ଠିତ   09-Apr-2026

You Might Also Like