-+91-9937148622 |

prerana_bgr@rediffmail.com |

  Tuesday 23rd June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||      ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ଗାଁ ସ୍କୁଲରେ ପହଞ୍ଚି କାର୍ଯ୍ୟରତ ଶିକ୍ଷକଙ୍କ ସହ ଆଲୋଚନା କଲେ ଡି.ଇ.ଓ ♦️ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଜୋର୍   (22-Jun-2026)       ||     

HOME   ଜିଲ୍ଲା

*ଡାବୁଗାଁ ବ୍ଲକରେ ଗ୍ୟାସ ସିଲିଣ୍ଡର ଟଙ୍କା ହଡ଼ପ, ପୂର୍ବତନ ସିଡିପିଓ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଅଙ୍ଗନବାଡି କର୍ମି*

08-Apr-2026



ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ଅଂଚଳରେ ଗ୍ୟାସ୍ ସଙ୍କଟ ଯୋଗୁଁ ଅଙ୍ଗନବାଡିର ଏକପିଜିଗ୍ୟାସ କେଳେଙ୍କାରୀ ଘଟଣା ପଦାରେ ପଡିଛି। ଅଙ୍ଗନବାଡିକୁ ଏଲପିଜି ଗ୍ୟାସ ସଂଯୋଗ ପାଇଁ ସରକାର ୩ବର୍ଷ ତଳେ ୭ ହଜାର ୫୦୦ ଟଙ୍କା ଲେଖାଏଁ ଦେଇଥିଲେ। ଡାବୁଗାଁ ବ୍ଳକର ୩୦ରୁ ଅଧିକ କେନ୍ଦ୍ରରୁ ଏହି ଟଙ୍କା ନିଜେ ସିଡିପିଓ ଆଦାୟ କରିଥିବା ଅଭିଯୋଗ ଆଣି ପ୍ରେସ ମିଟ ମାଧ୍ୟମରେ ଜଣାଇଛନ୍ତି ଅଙ୍ଗନବାଡି କର୍ମୀମାନେ । ୭ଟି କେନ୍ଦ୍ରକୁ ମୂଳରୁ ଗ୍ୟାସ ସିଲିଣ୍ଡର କି ଚୂଲା ଦିଆଯାଇ ନଥିବା ବେଳେ ଅନ୍ୟ କେନ୍ଦ୍ରଗୁଡିକୁ ବିନା ଖାତାରେ ଏଲପିଜି ଗ୍ୟାସ ଓ ଚୂଲା ଦିଆଯାଇଛି। ଏହାଶହ କିଛି କେନ୍ଦ୍ରରେ ଇଣ୍ଡିଆନ ଗ୍ୟାସ ସଂଯଗ କରାଯାଇଥିଲା ଯାହାକି ଏହି ଏଜେନ୍ସି ଡାବୁଗାଁ ଅଂଚଳରେ ନାହିଁ।ଏଭଳି ଅଭିଯୋଗ କରିଛତି ସମ୍ପୃକ୍ତ କେନ୍ଦ୍ରର କର୍ମୀମାନେ। ଏଥି ପାଇଁ ତତ୍କାଳୀନ ସିଡିପିଓ ଗୀତାଞ୍ଜଳି ମହାରଣାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଡାବୁଗାଁ ବ୍ଲକର 30ରୁ ଉର୍ଦ୍ଧ ଅଙ୍ଗନବାଡିକେନ୍ଦ୍ରର କର୍ମୀ ମାନେ।
 ତତ୍କାଳୀନ ସିଡିପିଓ ଶ୍ରୀମତୀ ମହାରଣା ୩୦ରୁ ଅଧିକ କର୍ମୀଙ୍କ ଠାରୁ ୭ ହଜାର, ଟଙ୍କା ଲେଖାଏଁ ଆଦାୟ କରିଥିଲେ। ସେଥିମଧ୍ୟରୁ ୭ଟି କେନ୍ଦ୍ର ଭୀମାଗୁଡା, ଚାରଚାଟିଆଗୁଡା, ଡୁମୁରିଗୁଡା-୨ ଓ ଡୁମୁରୀଗୁଡା-୩ ଏବଂ ଉମରାହାଣ୍ଡି-୨ର କେନ୍ଦ୍ରକୁ ମୂଳରୁ ଗ୍ୟାସ ସଂଯୋଗ ଦିଆଯାଇ ନାହିଁ । ଚୁଲା କି ସିଲିଣ୍ଡର ମଧ୍ଯ ମିଳିନାହିଁ । ବଳକା ୨୩ଟି କେନ୍ଦ୍ରର କର୍ମୀଙ୍କୁ ଏଲପିଜି ଗ୍ୟାସ ଓ ଚୁଲା ଦିଆଯାଇଛି କିନ୍ତୁ ଉପଭୋକ୍ତା ଖାତା ମିଳିନାହିଁ। ଏବେ ଗ୍ୟାସ ସଙ୍କଟ ବେଳେ ବିନା ଖାତାରେ ଆଉ ସିଲିଣ୍ଡର ମିଳୁ ନଥିବା ବେଳେ ବିଭିନ୍ନ ସ୍ଥାନରେ କର୍ମୀମାନେ ନିଜ ଘରୋଇ ସିଲିଣ୍ଡର ଆଣି ରୋଷେଇ କରୁଛନ୍ତି। ତ’ ଆଉ କେଉଁଠି କାଠ ଚୁଲିରେ ରୋଷେଇ କରି ପିଲାଙ୍କୁ ଖାଦ୍ୟ ଦେଉଛନ୍ତି । ତତ୍କାଳନା ସିଡିପିଓ  ବର୍ତ୍ତମାନ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ କାର୍ଯ୍ୟରତ ଥିବାରୁ ଗ୍ୟାସ ସଙ୍କଟ ପରେ ଉପଭୋକ୍ତା ଖାତା ପାଇଁ କର୍ମୀମାନେ ବନ୍ଧୁଗାଁ ଗସ୍ତ କରି ତାଙ୍କୁ ଭେଟି ଗୁହାରି କରିଥିଲେ। ଏଲପିଜି ସଂଯୋଗ ପାଇଁ ନେଇଥିବା ଟଙ୍କା କିମ୍ବା ଖାତା ମାଗିଥିଲେ। କିନ୍ତୁ ସିଡିପିଓ ସେମାନଙ୍କୁ ଓଲଟା ଧମକ ଦେଇ ବିଦା କରିଦେଇଥିବା କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳି ନଥିବା କହିଛନ୍ତି।
ଏନେଇ ବନ୍ଧୁଗାଁ ସିଡିପିଓ ଶ୍ରୀମତୀ ମହାରଣାଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କୁ ଏଲପିଜି ଗ୍ୟାସ ସଂଯୋଗ ପାଇଁ ଟଙ୍କା ଦିଆଯାଇଥିଲା। *ସେମାନଙ୍କ ସେକ୍ଟର ନେତ୍ରୀମାନେ ହିଁ ଏହି କାମ କରିଛନ୍ତି ବୋଲି ପାଲଟା ଅଭିଯୋଗ କରି ଏନେଇ କିଛି ଜାଣି ନଥିବା କହିଛନ୍ତି*ଏହି ଘଟଣାର ତଦନ୍ତ କରିବା ପରେ ବର୍ତ୍ତମାନ ଦାଇତ୍ୱ ରେ ଥିବା ସିଡିପିଓ ଏବଂ ବିଭାଗ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026
  ଜିଲ୍ଲା  
ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   23-Jun-2026
  ଜିଲ୍ଲା  
ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ   23-Jun-2026
  ଜିଲ୍ଲା  
ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   23-Jun-2026

You Might Also Like