-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
05-Mar-2026
(ରଂଜିତ ମହାନ୍ତି )
ବରୀ ବ୍ଲକ ଭଅଁରା ଗ୍ରାମର ଶିକ୍ଷାବିତ ଓ ଶିଶୁସାହିତ୍ୟକ ଦୁଃଶାସନ ଜେନା ଙ୍କୁ ତାଙ୍କର ଭଅଁରା ସ୍ଥିତ ବାସଭଵନ ରେ ପୁରାତନ ଛାତ୍ରମାନେ ହୋଲି ଅବସରରେ ଭେଟି ଗୁରୁଙ୍କ ଠାରୁ ଆଶ୍ରିବାଦ ନେବା ସହିତ ତାଙ୍କର ସୁସ୍ଥ, ଦୀର୍ଘ ନିରାମୟ କାମନା କରିଥିଲେ l ଏହି ଅବସରରେ ଗୁରୁ ଶ୍ରୀ ଜେନାଙ୍କୁ ଉପଢୌକନ, ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ବିଷ୍ଣୁ ପ୍ରସାଦ ଷଡଙ୍ଗୀ, ପୂର୍ଣ୍ଣଚନ୍ଦ୍ର ଷଡଙ୍ଗୀ, ଅକ୍ଷୟ କୁମାର ଷଡ଼ଙ୍ଗୀ, ମହେଶ୍ୱର ପଲାଇ, ନରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l