-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||     

HOME   ଜିଲ୍ଲା

ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ

05-Mar-2026



ବରପାଲି -(ସୁଦାମ ଦୀପ ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଆଗଲପୁର ମଣ୍ଡଳ ଯାଦବ ସମାଜ ଦ୍ୱାରା ଦୀର୍ଘ ତିନି ଦିନ ତା ୦୧/୦୩/୨୬ ରୁ ୦୩/୦୩/୨୬ ପର୍ଯ୍ୟନ୍ତ  ଆଗଲପୁର ଠାରେ ମହା ସମାରୋହରେ ଦୋଳ ମହୋତ୍ସବ ଶେଷ ହୋଇଛି। ମଣ୍ଡଳ ର ସଭାପତି ଶ୍ରୀ ଭାଗବତ କାଣ୍ଡ, ଦୋଳ ମହୋତ୍ସବ ର ସଭାପତି ଶ୍ରୀ ଟିକେଲାଲ ବିଶି ,  କର୍ତ୍ତା ଭାବରେ ଶ୍ରୀମତୀ ସତ୍ୟଭାମା ଯୁଆଡି ଓ ଶ୍ରୀ ସମ୍ପତି ଯୁଆଡି କାର୍ଯ୍ୟ ତୁଲାଇଥିଲେ।ପୂଜକ ଭାବରେ ଶ୍ରୀ ଗଣେଶ୍ୱର ଭୋଇ ଓ ଉପଦେଷ୍ଠା ଶ୍ରୀଯୁକ୍ତ ଫଗୁନୁ ଚାଉଁର ଙ୍କ ପରାମର୍ଶ ଅନୁସାରେ ତିନିଦିନ ବ୍ୟାପି ମହୋତ୍ସବ ଅନୁଷ୍ଠିତ ହୋଇଥିଲା।ମଣ୍ଡଳର ସ୍ଥାୟୀ କମିଟି ସଦସ୍ୟ ଶ୍ରୀ କେଶବ ରାଉତ ତେଜଙ୍ଗ,ଗୋପାଳ ଭୋଇ , କେବାଡ ଦୁର୍ଯୋଧନ ଭୋଇ ରାବନଗୁଡ଼ା,ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଭୋଇ,ନେହେରୁନଗର, ଶ୍ରୀ ବ୍ରହ୍ମାନନ୍ଦ ହାତୀ, ଶ୍ରୀ ରାମ କୁମାର ବିଶି ଶ୍ରୀ ଭୋଜରାଜ ମଟାରି,ପୁରନ୍ଦର ଭୋଇ,ଶ୍ରୀ ଗୋପାଳ ବିଶି ଶ୍ରୀ ମୁରଲୀ ବଗର୍ତ୍ତି ,ଆଗଲପୁର ଗ୍ରାମ ର ସମସ୍ତ ଯାଦବ ପାରିବାର ତଥା ଆଗଲପୁର  ମଣ୍ଡଳ ସମସ୍ତ ଗ୍ରାମ ଓ ଗ୍ରାମ ପଞ୍ଚାୟତ ର ସଭାପତି,ସମ୍ପାଦକ ଓ କାର୍ଯ୍ୟକର୍ତ୍ତା ସହଯୋଗରେ ଓ ଶ୍ରୀ ଗୋବିନ୍ଦ ଯୁଆଡି ଙ୍କ ପ୍ରତ୍ୟକ୍ଷ ତତ୍ୱାବାଧାନ ରେ  ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇଛି।

ତିନିଦିନ ର କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ଅତିଥି ଗଣ ଯୋଗଦେଇଥିଲେ ଅତିଥି ମାନଙ୍କ ମଧ୍ୟରୁ ଶ୍ରୀଯୁକ୍ତ ରାଜୁ ଘିବେଲା ସଭାପତି ବରଗଡ ଜିଲ୍ଲା ଯାଦବ ମହାସଭା, ଶ୍ରୀଯୁକ୍ତ ବଳରାମ ବଗର୍ତ୍ତି, ପରିଚାଳନା ନିର୍ଦ୍ଦେଶକ   କୋରେନୋଭା କମ୍ପାନୀ ଭୁବନେଶ୍ୱର, ଶ୍ରୀଯୁକ୍ତ ତପନ ଯୁଆଡି ସଭାପତି  ସୋନପୁର ଜିଲ୍ଲା ଯାଦବ ମହାସଭା ଶ୍ରୀଯୁକ୍ତ ବନମାଳୀ ପୋଡ଼,ସାମ୍ବାଦିକ , ,ଶ୍ରୀଯୁକ୍ତ କିଶୋର ଦଫାଦାର, ବରପାଲି ବ୍ଲକ ପୂର୍ବତନ ଅଧ୍ୟକ୍ଷ,। ଶ୍ରୀଯୁକ୍ତ ରାମନାରାୟଣ ଭୋଇ ସାଧାରଣ ସମ୍ପାଦକ ,ବରଗଡ ଜିଲ୍ଲା ଯାଦବ ମହାସଭା, ।  ବରପାଲି ବ୍ଲକ ଯାଦବ ସମାଜ, ର ସଭାପତି ଶ୍ରୀ ମନଫୁଲ ଭୋଇ, ଯୁବ ସଭାପତି ଶ୍ରୀ ସୁଦାମ ପୋଡ଼,ଉପଡେଷ୍ଠା ଶ୍ରୀ ରସାନନ୍ଦ ଥପା, ଶ୍ରୀ କୁଞ୍ଜବିହାରୀ ରାଉତ,ଜୋନ ସଭାପତି ଶ୍ରୀ ପ୍ରତାପ ନାଗ,ଦୋରା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ଜଗଦୀଶ ଭୋଇ,ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ,ଓ  ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି  ମାନେ ଯୋଗଦେଇଥିଲେ।
ସସ୍କୃତି କାର୍ଯ୍ୟକ୍ରମରେ ବ୍ୟାସ ଶ୍ରୀଯୁକ୍ତ ପର୍ଶୁରାମ ନାୟକ, ଗାୟିକା ସୁଶ୍ରୀ ମିନୁ ପ୍ରଧାନ, ବ୍ୟାସ ଶ୍ରୀଯୁକ୍ତ ପଞ୍ଚା ଘିବେଲା,ଧାପ ପାଇଁରି,ଢୋଲ ମୁହୁରି,ଚୁମକୁଚୁମା,ବ୍ରଜେଶ୍ୱରି କଲାପରିସଦ,ଲୁସୁକୁ ଲୁସା, ଇତ୍ୟାଦି ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026

You Might Also Like