-+91-9937148622 |

prerana_bgr@rediffmail.com |

  Saturday 22nd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||      ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   (21-Aug-2026)       ||      ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||     

HOME   ଜିଲ୍ଲା

ଲୋକଙ୍କ ହୃଦୟରେ ଜିଣୁଛନ୍ତି ଏଏସ୍‌ଆଇ ସୁଜିତ

19-Feb-2026



ନୂଆପଡ଼ା(ପରମେଶ୍ୱର ମେହେର): ପୋଲିସ ବିଭାଗରେ କାମ କରିବା ମାନେ କେବଳ ଆଇନ ରକ୍ଷା କରିବା ନୁହେଁ, ଲୋକଙ୍କ ହୃଦୟରେ ଆସ୍ଥା ଓ ଭରସା ଗଢ଼ି ତୋଳିବା ମଧ୍ୟ ଏକ ବଡ଼ ଦାୟିତ୍ଵ । ଏହି ଦାୟିତ୍ଵକୁ ନିଷ୍ଠା, ସତ୍ୟନିଷ୍ଠା ଓ ମାନବିକତା ସହ ନିର୍ବାହ କରି ଯିଏ ଆଜି ସିନାପାଲି ଅଞ୍ଚଳବାସୀଙ୍କ ହୃଦୟରେ ଅଲଗା ସ୍ଥାନ ହାସଲ କରିପାରିଛନ୍ତି ସେ ହେଉଛନ୍ତି ଏଏସଆଇ ସୁଜିତ ସାମନ୍ତରାୟ । ୨୨ ଫେବୃଆରୀ ୧୯୮୩ରେ ଜନ୍ମଗ୍ରହଣ କରିଥିବା ସୁ ଜି ତ ସାମନ୍ତରାୟ ୨୦୦୮ ମସିହାରେ ପୋଲିସ ବିଭାଗରେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। ନୂଆପଡ଼ା ରିଜର୍ଭ ? ଅଫିସରୁ ରୁ ତାଙ୍କ ସେବା ଯାତ୍ରା ଆରମ୍ଭ ହୋଇ ପ୍ରଥମ ପୋଷ୍ଟିଙ୍ଗ ହୋଇଥୁଲା ସିନାପାଲି ଥାନାରେ। ସେଠାରୁ ଆରମ୍ଭ ହୋଇଥିବା ସମ୍ପର୍କ ? ପର୍ଯ୍ୟନ୍ତ ଅତୁଟ ରହିଛି । ମଧ୍ୟବର୍ତ୍ତୀ ସମୟରେ ସେ ନୂଆପଡ଼ା ଜିଲ୍ଲାର ବେଲଟୁକୁରି ଥାନା ଓ ବୋଡେନ ଥାନାରେ ମଧ୍ଯ କାର୍ଯ୍ୟନିଷ୍ଠ ନିଷ୍ଠା ସହ କାମ କରିଥିଲେ । ପ୍ରତ୍ୟେକ ସ୍ଥାନରେ ସେ ଆଇନକୁ ସମ୍ମାନ ଦେଇ ଏବଂ ଲୋକଙ୍କ ସହିତ ମିଳନ ମିଳନସାର ଆଜିବ୍ୟବହାର କରି ଅପାର ଭଲପାଇବା ହାସଲ କରିଛନ୍ତି । ଗରିବ ଓ ଅସହାୟ ଲୋକଙ୍କ ସମସ୍ୟା ଶୁଣିବା, ଆଇନ ଅନୁଯାୟୀ ନ୍ଯାଯ ୟ ଦେବା ଓ ମାନବିକ ଭାବନା ସହ କାମ କାମ କରିବା ଏହି ସବୁ ଗୁଣ ଗୁଣ ସୁଜି ସୁଜିତଙ୍କୁ ଅନ୍ୟ ଠାରୁ ଅଲଗା କରେ । ସିନାପାଲି ଥାନାରେ କାମ କରିବା ସମୟରେ ସୁଜିତ ସାମନ୍ତରାୟ ଯେଉଁ ନିବିଡ଼ ସମ୍ପର୍କ ଅଞ୍ଚ ଅଞ୍ଚଳବାସୀଙ୍କ ସହିତ ଗଢ଼ିଥିଲେ, ସେଥିରେ କେବଳ ଡ୍ୟୁଟି ดู, ହୃଦୟର ଆତ୍ମୀୟତା । ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିବା, ଅପରାଧ ରୋକିବାରେ ସଚେତନ‌ତା ସୃଷ୍ଟି କରିବା ଏବଂ ଏବଂ ଆଇନକୁ ସଠିକ ଭାବରେ

ପ୍ରୟୋଗ ୟାଗ କରିବା ସେ ଏସବୁ କାମ ହୃଦୟରୁ କରନ୍ତି । ତେଣୁ ସେ କେବଳ ଜଣେ ପୋଲିସ କର୍ମଚାରୀ ନୁହେଁ, ଲୋକଙ୍କ ଆତ୍ମୀୟ “ମିଳାପି ପୋଲିସ ବାଲା” ଭାବେ ପରିଚିତ । ଅଗଷ୍ଟ १० ୦୨୫ରେ ରିଜର୍ଭ ପୋଲିସରୁ ଏ ଏସ ଉନ୍ନତି ପାଇବା ସୁଜିତଙ୍କ ପରିଶ୍ରମ, ନିଷ୍ଠା ଓ ସେବାଭାବର ସଠିକଆଇପଦବୀକୁ ପରିଣାମ। ଉଚ୍ଚ ପଦ ପଦବୀରେ ଯୋଗ ଦେଇ ପୁନର୍ବାର ସିନାପାଲି ଥାନାକୁ ଫେରିବାରେ ଅଞ୍ଚଳ ଳବାସୀଙ୍କ ମଧ୍ୟରେ ଅପାର ଆନନ୍ଦ ଦେଖାଯାଇଛି। ଏହା ລ କବଳ ଜ ଜଣେ କର୍ମ ଚାରୀଙ୍କ ପଦୋନ୍ନତି ନୁହେଁ, ନୁହେଁ, ଏହା ଲୋକ ସେବାର ଜୟଗାଥା। ସତରେ, ପୋଲିସ ହେବ ତ ଏମିତି ଯିଏ ଆଇନକୁ ରକ୍ଷା କରିବା ସହ ଲୋକଙ୍କ ହୃଦୟକୁ ମମଧ୍ୟଜିତିପାରିବ। ସୁଜିତ ସାମନ୍ତରାୟଙ୍କ ଯାତ୍ରା ପ୍ରମାଣ କରେ ଯେ ସତ୍ୟନିଷ୍ଠା ଓ ସେବାଭାବ ଥିଲେ ସମ୍ମାନ ଓ ସଫଳତା ସ୍ଵତଃସ୍ଫୁର ଆସିଥାଏ। ଆଗାମୀ ଦିନରେ ମଧ୍ୟ ସେ ଏହିପରି ନିଷ୍ଠା ଓ ସମର୍ପଣ ସହ କାମ କରି ଅଞ୍ଚଳବାସୀଙ୍କ ଆଶାକୁ ପୂରଣ କରିବେ ଏହା ହେଉଛି ସମସ୍ତଙ୍କ ଆଶା ଓ ଆଶୀର୍ବାଦ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ   21-Aug-2026
  ଜିଲ୍ଲା  
ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   21-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ   21-Aug-2026
  ଜିଲ୍ଲା  
ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ   21-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   21-Aug-2026
  ଜିଲ୍ଲା  
ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   21-Aug-2026
  ଜିଲ୍ଲା  
କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   21-Aug-2026
  ଜିଲ୍ଲା  
ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   21-Aug-2026
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026
  ଜିଲ୍ଲା  
ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   20-Aug-2026

You Might Also Like