-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||     

HOME   ବାଣିଜ୍ୟ

ରହିବନି ପ୍ରାଇଭେସୀ ଡର, ଫୋନ୍ ନମ୍ବର ବିନା ଏମିତି ଚଲାଇ ପାରିବେ ହ୍ୱାଟ୍ସଆପ୍

04-Feb-2021



ନୂଆଦିଲ୍ଲୀ (ପ୍ରେରଣା ଖବର): ନୂତନ ପ୍ରାଇଭେସି ପଲିସୀ ର ସୂଚନା ସାମ୍ନା କୁ ଆସି ସାରିଲାପରେ ହ୍ୱାଟ୍ସଅପ୍ କୁ ଅନେକ ୟୁଜର୍ସ ମାନେ ବ୍ୟବହାର କରିବା ବନ୍ଦ କରୁଛନ୍ତି । ହ୍ୱାଟ୍ସଅପ୍ ସହିତ ନିଜର ପ୍ରାଇଭେଟ୍ ଡାଟା ର ସେୟାରିଙ୍ଗକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଆଜି ଆମେ ଆପଣଙ୍କୁ ଏକ ଏମିତି ଟ୍ରିକ କହିବୁ ଯାହା ଦ୍ୱାରା ଆପଣ ନିଜର ପର୍ଶନାଲ ନମ୍ବର ସେୟାର ନକରି ହ୍ୱାଟ୍ସଅପ୍ ର ବ୍ୟବହାର କରିପାରିବେ। ଏହା ପାଇଁ ଆପଣଙ୍କୁ ଏକ ଭରଚୁଆଲ ନମ୍ବର ର ଆବଶ୍ୟକ ପଡିବ । ଭରଚୁଆଲ ଫୋନ ନମ୍ବର ପାଇଁ ଟେକ୍ସଟ ନାଓ ଆପ୍ଲିକେସନ୍ ସବୁଠାରୁ ଭଲ ଅପସନ୍ ହେବ । ଏଠାରୁ ନମ୍ବର ନେବା ପାଇଁ ଆପଣଙ୍କୁ ଏହି ଆପ୍ଲିକେସନ୍ ଡାଉନଲୋଡ଼ କରିବାକୁ ପଡିବ ।

ଏହା ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ଟେକ୍ସଟ ନାଓରେ ଏକ ଫ୍ରି ଆକାଉଣ୍ଟ କରିବାକୁ ପଡିବ । ଲଗ-ଇନ କରିବା ପରେ ଆପଣଙ୍କୁ ୟୁଏସ୍ ଏବଂ କନ୍ନାଡା ସ୍ତିତ ୫ଟି ଫ୍ରି ଫୋନ୍ ନମ୍ବର ର ଏକ ଲିଷ୍ଟ ମିଳିବ । ଏଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟିଏ ନମ୍ବର ଚୟନ କରିପାରିବେ । ଏହି ଭରଚୁଆଲ ନମ୍ବର ମାଧ୍ୟମରେ ଆପଣ କଲ କରିପାରିବେ ଏବଂ ଇଣ୍ଟରନେଟେ ରେ ମେସେଜ ମଧ୍ୟ ପଠାଇ ପାରିବେ ।

ଏବେ ହ୍ୱାଟ୍ସଅପ୍ କୁ ଆପଣ ଡାଉନଲୋଡ଼ କରିବେ ଏବଂ ଧ୍ୟାନ ରଖିବେ ଯଦି ପୂର୍ବରୁ ଆପଣଙ୍କ ଫୋନରେ ହ୍ୱାଟ୍ସଅପ୍ ଡାଉନଲୋଡ଼ ଥିବ ତେବେ ତାହାକୁ ଅନଇନଷ୍ଟଲ କରିଦେବେ । ହ୍ୱାଟ୍ସଅପ୍ ରେ ରେଜିଷ୍ଟ୍ରେସନ କରିବା ସମୟରେ ଆପଣ ଚୟନ କରିଥିବା ଭରଚୁଆଲ ନମ୍ବର ଆଧାରରେ, ଇଣ୍ଡିଆର STD କୋଡ଼ କୁ ଇଣ୍ଡିଆରୁ US କିମ୍ବା କନ୍ନାଡ଼ା ରେ ବଦଳାଇଦେବେ । ଏହା ପରେ ଆପଣଙ୍କର ଭରଚୁଆଲ ନମ୍ବର ଦେବେ । ଟେକ୍ସଟ ନାଓ ଆପ୍ କୁ ବ୍ୟାକଗ୍ରାଉଣ୍ଡ ରେ ଖୋଲା ରଖିବେ ।

ଏହି ଭରଚୁଆଲ ଫୋନ ନମ୍ବର ରେ ଆପଣଙ୍କୁ ଓଟିପି ମିଳିବ ନାହିଁ । ଓଟିପି ର ସମୟସୀମା ଏକ୍ସପାୟର ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ ଏବଂ ପୁଣି ଓଟପି ପାଇଁ ‘କଲ୍ ମି’ ଅପସନ୍ ସିଲେକ୍ଟ କରିବେ । ଆପଣଙ୍କୁ ଟେକ୍ସଟ ନାଓ ଆପ୍ ରେ ଏକ ‘ମିସ୍ଡ କଲ୍’ ମିଳିବ ଏବଂ ଟେକ୍ସଟ ନାଓ ଆପ୍ ଭିତରେ ଆପଣଙ୍କୁ ଏକ ନୂଆ ମେସେଜ ଆସିବ । ଏହା ଏକ ଅଡିଓ ମେସେଜ ହେବ, ଯେଉଁଥିରେ ଆପଣଙ୍କୁ କୋଡ଼ କୁହାଯିବ । ଓଟିପି ଦେବା ପରେ ପ୍ରୋସେସ୍ କରିବେ ଏବଂ ହ୍ୱାଟ୍ସଅପ୍ ବ୍ୟବହାର କରିପାରିବେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   10-Aug-2026
  ଜିଲ୍ଲା  
ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   10-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ   10-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   09-Aug-2026
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026

You Might Also Like