-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ    (25-Jun-2026)       ||      ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||      ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (24-Jun-2026)       ||      ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ    (24-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ    (24-Jun-2026)       ||      ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   (24-Jun-2026)       ||      ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   (24-Jun-2026)       ||      ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   (24-Jun-2026)       ||      ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   (24-Jun-2026)       ||      ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   (24-Jun-2026)       ||      ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      କଣ୍ଟାମାଳ ଶ୍ରୀଲକ୍ଷ୍ମୀ ମୋବାଇଲ ଦୋକାନ କାନ୍ଥ ଭାଙ୍ଗି କଳାକନା ବୁଲାଇଦେଲେ ଦୁର୍ବୃତ୍ତ ♦️ସିସିଟିଭି ଆଧାରରେ ପୋଲିସର ତନାଘନା ଜାରି    (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର   (24-Jun-2026)       ||      ୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   (24-Jun-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   (24-Jun-2026)       ||      ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||     

HOME   ରାଜ୍ୟ

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ସିଂହାସନୀ- ବଣ ପର୍ବତ ଘେରରେ ମା ବିରାଜମାନ:  ପର୍ବ ପର୍ବାଣୀରେ ମାଁଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡରେ ବେଶ ଚଳଚଞ୍ଚଳ ଏ ପୀଠ

04-Feb-2021



କୋଦଳା (ଉମା ମହାରଣା): ଗଞ୍ଜାମ ଜିଲ୍ଲାର ଭୌଗୋଳିକ ପରିସୀମା ଓ ଅବସ୍ଥାକୁ ଅବଲୋକନ କଲେ ଏହା ଏକ ସଂସ୍କୃତି ଭରା ପ୍ରାକୃତିକ ପରିବେଶବୃତ୍ତ ଜିଲ୍ଲା ଅଟେ l ଏଠାରେ ଅନେକ ପାରମ୍ପରିକ ପୀଠ ଯାହାକି ଏହି ଜିଲ୍ଲାର ଅଧିବାସୀ ମାନଙ୍କ ଦ୍ୱାରା ଆରାଧ୍ୟ ଶୌବ, ଶାକ୍ତ ଓ ବୌଷ୍ଟବ ପୀଠ ଅଟେ l ଏହି ଜିଲ୍ଲାର ଶକ୍ତିପୀଠ ମଧ୍ୟରେ ତାରାତାରିଣୀ, ଭୌରବି, ନାରାୟଣୀ ଭଳି ସିଂହାସନୀ ପୀଠ ମଧ୍ୟ ଅନ୍ୟତମ ଅଟେ l

         ସବୁଜବନାନୀଘେରା ଭତୁଙ୍ଗ ପର୍ବତମାଳା ମଧ୍ୟରେ ଜନଜାତି ଦ୍ୱାରା ପୂଜିତ ଏହି ସିଂହାସନୀ ପୀଠ ହୋଇଥିଲେ ମଧ୍ୟ ଏହି ଦେବୀପୀଠଟି ପୋଲସରା, କୋଦଳା, ବାଣପୁର ଆଦି ଅଞ୍ଚଳର ଶକ୍ତିପୀଠ ଅଟେ l କେଉଁ ଅନାଦି କାଳରୁ ଅନେକ ଲୋକକଥାକୁ ଧାରଣ କରି କିମ୍ବଦନ୍ତୀ ପୂର୍ଣ୍ଣ ଏହି ଶକ୍ତିପୀଠ l ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ପାଣ୍ଡିରିପଡ଼ା ପଞ୍ଚାୟତ କସିପଡ଼ା ଗ୍ରାମରେ ମା ସିଂହାସନୀଙ୍କ ଆରାଧ୍ୟ ପୀଠ l କଳାପାହାଡ଼ ଯେତେବେଳେ ଶ୍ରୀ ଜଗନ୍ନାଥଙ୍କୁ ଆକ୍ରମଣ କରିଥିଲେ ଜଗନ୍ନାଥଙ୍କୁ ଆଣି ପୋଲସରା ମଥୁରା ନିକଟ ମାରଦା ବଣରେ କୋଦଳା ଆଠଗଡ଼ ରାଜା ଶ୍ରୀ ରଘୁନାଥ ହରିଚନ୍ଦନ ଜଗଦେବ ଏଠାରେ ରଖିଥିଲେ l କିନ୍ତୁ ଲୋକକଥା ଅନୁଯାୟୀ କଳାପାହାଡକୁ ମା ସିଂହାସନୀ ଅଟକାଇ ଥିବା ଜଣାଯାଏ l ସେହିଭଳି ଜଣାଯାଏ ଯେ, ପୂଜକଙ୍କ ଏକ ବଳଦକୁ ବାଘ ଖାଇଦେବା ପରେ ମଁl ଙ୍କୁ ପୂଜକ ଗୁହାରି ଜଣାଇବା ପରେ ସ୍ବପ୍ନରେ ମା ପୂଜକଙ୍କୁ କହିଥିଲେ ଯେ ସକାଳୁ ତୋର ଜମି ଚାଷ ହେବ l ବାଘ ଆସି ସକାଳୁ ଜମିରେ ଥିଲା ଓ ପୂଜକ ଗୋଟିଏ ବଳଦକୁ ନେଇ ବାଘକୁ ଅନ୍ୟ ପଟେ ବାନ୍ଧି ପୂଜକ ଚାଷ କରିଥିଲେ l ଏପରି ଅନେକ କିମ୍ବଦନ୍ତୀ ଭରା ଏହି ଶକ୍ତିପୀଠ l
           ମା ସିଂହାସନୀ ଏକ ଜଙ୍ଗଲ ପରିବେଶ ମଧ୍ୟରେ ରହିଥିଲା l ପ୍ରଶାସନ ଓ କିଛି ପରିବେଶବିତ ତଥା ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ଏହାର ଉନ୍ନତିକରଣ ହୋଇଛି l ଏହାର ଉନ୍ନୟନ କମିଟି ସଭାପତି ଓ ଯୋଜନା ବୋର୍ଡ ଅଧକ୍ଷ ତଥା ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ  ଶ୍ରୀକାନ୍ତ ସାହୁଙ୍କ ଅଦମ୍ୟ ଚେଷ୍ଟା ତଥା ଓଡିଶା ସରକାରଙ୍କ ଉଦ୍ୟମରେ ଏହି ସ୍ଥାନ ଅଗମ୍ୟରୁ ସୁଗମ ହୋଇପାରିଛି l ଏଠାରେ ଥିବା କଲ୍ୟାଣ ମଣ୍ଡପ, ସୁଲଭ ଶୌଚାଳୟ, ଗେଷ୍ଟ ହାଉସ, ଆଦର୍ଶ ପୁଷ୍ପରିଣୀ ଓ ବ୍ରିଟିଶ ଅମଳର ପୋଲହଟି ନୂତନ ପୋଲ ନିର୍ମାଣ ଆଦି ବିଧାୟକଙ୍କ ପ୍ରଚେଷ୍ଟାର ଏକ ନମୁନା l କୋଦଳା ଠାରୁ ମା ସିଂହାସନୀ ଅତି ନିକଟତମ ରାସ୍ତା ଯାହାକି ଦିନେ ପାଦଚଲା ଥିଲା l ତାହା ଆଜି ଏକ ସୁଗମ ରାସ୍ତାରେ ପରିଣତ ହୋଇଛି l ବିଧାୟକ ଶ୍ରୀକାନ୍ତ ସାହୁ ଓ ପୂର୍ବତନ କବିସୂର୍ଯ୍ୟନଗର ବିଧାୟିକା ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ସୁ ପ୍ରଚେଷ୍ଟାରେ କାର୍ଯ୍ୟ ହୋଇଛି l      

 ଏହାର ଆହୁରି ଉନ୍ନତି ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଗୋଚର କରିବା ନିମନ୍ତେ ଆମ ପ୍ରତିନିଧି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ ଯୋଗାଯୋଗ କରିଥିଲେ l ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ଆଗାମୀ ଦିନରେ ଏଠାରେ ଏକ ଆଦର୍ଶ ପୋଖରୀ, ଗାଡ଼ି ପାର୍କିଂ ସ୍ଥଳ ଓ ଶିଶୁ ଆମୋଦ ଉଦ୍ୟାନ ଓ ଏହାର ପରିବେଶ ସୌନ୍ଦର୍ଯ୍ୟକରଣ କରାଯିବ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   24-Jun-2026
  ଜିଲ୍ଲା  
ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   24-Jun-2026
  ଜିଲ୍ଲା  
ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ   24-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   24-Jun-2026
  ରାଜ୍ୟ  
ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   24-Jun-2026
  ଜିଲ୍ଲା  
ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   24-Jun-2026
  ଜିଲ୍ଲା  
ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   24-Jun-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   24-Jun-2026
  ରାଜ୍ୟ  
ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   24-Jun-2026
  ଜିଲ୍ଲା  
ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   24-Jun-2026
  ଜିଲ୍ଲା  
ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   24-Jun-2026

You Might Also Like