-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ପାଠକ ମଂଚର ଦ୍ବିତୀୟ ବାର୍ଷିକ ମହୋତ୍ସବ, ସମାଜର ସ୍ବର ଭାବେ ନିଜର ଦାୟିତ୍ୱ ତୁଳାଇବା ସହ ଏକ ସକରାତ୍ମକ ପରିବେଶ ଆଣିବାରେ ‘ସମାଜ’ର ଭୂମିକା ଗୁରୁତ୍ବପୁର୍ଣ– ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ

22-Dec-2025



ଚୁଙ୍ଗୁରିପାଲିରୁ ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ‘ସମାଜ’ ପାଠକ ମଂଚ ପକ୍ଷରୁ ଆଜି ଦ୍ବିତୀୟ ବାର୍ଷିକ ମହୋତ୍ସବ ସ୍ଥାନୀୟ ଆରଏମସି ପରିସରରେ ଅନୁଷ୍ଠିତ ହୋଇଯାଇଛି । “ସମାଜ' ପାଠକ ମଂଚର ସଭାପତି ମଧୁସୂଦନ ସାହୁ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇ ସମାଜର ସ୍ବର ଭାବେ ନିଜର ଦାୟିତ୍ୱ ବଢାଇବା ସହ ଏକ ସକରାତ୍ମକ ପରିବେଶ ଆଣିବାରେ ସମାଜର ଭୂମିକା ଗୁରୁତ୍ବପୂର୍ଣ ବୋଲି କହିଥିଲେ। ଗୋପବନ୍ଧୁଙ୍କ ସେବା ଏବଂ ଶିକ୍ଷା କ୍ଷେତ୍ରରେ ଓଡିଶା ପ୍ରତି  ଥିବା ସ୍ଵପ୍ନକୁ ସାକାର କରିବା ଦିଗରେ ‘ସମାଜ ପାଠକ ମଂଚ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଓଷ୍ଠାର ପୂର୍ବତନ ସଭାପତି ପୁରନ୍ଦର ଦାଶ, ବଲାଙ୍ଗିର ‘ସମାଜ ’ସଂସ୍କରଣ ବିଜ୍ଞାପନ ବିଭାଗର ମୁଖ୍ୟ 

ରଶ୍ମିରଞ୍ଜନ ପଟ୍ଟନାୟକ, ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସ୍ଵାଧୀନ ମେହେର ଏବଂ ବକ୍ତା ଭାବେ ବଲାଙ୍ଗିର ସଂସ୍କରଣ ଶାଖା ପରିଚାଳକ ପାର୍ଥବନ୍ଧୁ ମହାପାତ୍ର ଯୋଗ ଦେଇ ଡୁଙ୍ଗୁରିପାଲି ପାଠକ ମଂଚର ସଦସ୍ୟ ଏବଂ ସ୍ଥାନୀୟ ପ୍ରତିନିଧଙ୍କ ଉଦ୍ୟମକୁ ପ୍ରଶଂସା କରି ଥିଲେ । “ସମାଜ ସାଠକ ମଂତର ସବସ୍ୟ ପ୍ରାଣବନ୍ଧୁ ହୋତା ଅତିଥିମାନଙ୍କୁ ସ୍ବାଗର କରିଥିବା ବେଳେ ସ୍ଥାନୀୟ ପ୍ରତିନିଧ‌ି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅମୁଲ୍ୟ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ବିବରଣା ପାଠ କରିଥିଲେ ଡୁଙ୍ଗୁରିପାଲି ଡାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀକୁ ପ୍ରଦାନ କରାଯାଇଥିବା ଅନୁରୋଧପତ୍ରକୁ ଗୋପାଳ ବାରିକ  ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମନ୍ତ୍ରୀ ବିଭିନ୍ନ ସମସ୍ୟାର ବିଷୟରେ ଅବଗତ ଥିବା ଏବଂ ଏହାର ସମାଧାନ ସହିତ ଡୁଙ୍ଗୁରିପାଲି ଅଂଚଳବାସୀଙ୍କ ବହୁ ଦିନର ଦାଦୀ ଏଠାରେ ଏକ ଶବ ବ୍ୟବଚ୍ଛେବ କେନ୍ଦ୍ର ହେବାକୁ ଦାବୀ କରିଆସୁଥିବା ଉପରେ ନିଜର ପ୍ରତିକ୍ରିୟାରେ କହିଥିଲେ ସେ ୭ ଦିନ ମଧ୍ୟରେ ଏହାର ପ୍ରକ୍ରୀୟା ଆରମ୍ଭ ହେବାକୁ ପଦକ୍ଷେବ ଗ୍ରହଣ କରାଯିବ ବୋଲି କହିଥିଲେ । ମନ୍ତ୍ରୀଙ୍କୁ ବିଭିନ୍ନ ସଂଗଠନ ମଧ୍ୟରେ ବଣିକ ସଂଘ ପକ୍ଷରୁ ସଭାପତି ପ୍ରଦୀପ ମିଶ୍ର, ସଂପାଦକ ମଣିଲାଲ ଶର୍ମା, ସହ ସଂପାଦକ ସୁନାଲ ଶର୍ମୀ, ସହସଂପାଦକ ସୁନୀଳ ମେହେର,. ଏସସି କଲ୍ୟାଣ ସଂଘ ପକ୍ଷରୁ ସୁରୁବାହୁ ନନ୍ଦ, ଲକ୍ଷ୍ମଣ ଭରାସାଗ, ଆମ୍ବେଦକର ସଂଘ, ଓଡ଼ିଶା ରାଜ୍ୟ

ସାହିତ୍ୟ ଓ ସାସ୍କୃତିକ ସଂସଦ, କେମିଷ୍ଟ  ଏଣ୍ଡ ଡ୍ରଗିଷ୍ଟ ସଂଘ, ଡୁଙ୍ଗୁରିପାଲି ଡାକ୍ତରଖାନା ପକ୍ଷରୁ ଡା, ସରୋଜ ସେଠ ଏବଂ କର୍ମଚାରୀ, ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଅରବିନ୍ଦ ମିଶ୍ର, ତୁଳସୀ ପ୍ରସାଦ ଦାଶ, ଗ୍ରାମଦାସୀଙ୍କ ପକ୍ଷରୁ ନିର୍ଦନ ସାହୁ , କୃଷକ  ସଂଘ ପକ୍ଷରୁ ବିପ୍ରଚରଣ ସାହୁ, ଆରଏମସି ପକ୍ଷରୁ ସୁଶାନ୍ତ ମେହେର, ବିଜେପ ପକ୍ଷରୁ ନିତେଇ ପାଳ, ତୁଳସୀ ରାମ ବାରିକ, ସୁଦାମ ସାହ, ସରଗତୀ ଶିଶୁ ବିଦ୍ୟାମନ୍ଦିର, ମାରୱାଡି ଯୁବ ମଞ୍ଚ ପକ୍ଷର ଯୋଗେଶ ଅଗ୍ରୱାଲ, ସତେଶ ଅଗୱାଳ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like