-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
17-Dec-2025
କଟକ(ପ୍ରେରଣା ଖବର)::ଵସ୍କିବଜାରର ନାୟକ ସାହି ସ୍ଥିତ ଶ୍ରୀ ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଦ୍ବାଦଶ ତମ ବାର୍ଷିକ କ୍ରୀଡା ଦିବସ ଓ ପୂରସ୍କାର ବିତରଣ ଉତ୍ସବ ସ୍ଥାନୀୟ ମୋହନ ମଣ୍ଡପ ଠାରେ ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ନାଗେନ୍ଦ୍ର କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଉଦଘାଟକ ଭାବେ ସନ୍ୟାସୀନି ସୁଶ୍ରୀ ବିଦ୍ୟୁତ୍ କୁମାରୀଲାଲା .ପଦ୍ମଶ୍ରୀସୁଶ୍ରୀ ଦୀପା ସାହୁ ମୁଖ୍ୟବକ୍ତା ରୂପେ,ସମାଜସେବା ସୁଶ୍ରୀ ପୂଷିତା ମହାପାତ୍ର ମୁଖ୍ୟ ଅତିଥି ଭାବେ,ଶିକ୍ଷାବିତ୍ ଶ୍ରୀଯୁକ୍ତ ମିହିର କୁମାର ମହାନା ସମ୍ମାନନୀୟ ଅତିଥି ଭାବେ ଶିକ୍ଷାବିତ୍ ଶ୍ରୀଯୁକ୍ତ ନୀରୋଜ
କୁମାର ପରିଡା ସମ୍ମାନନୀୟବକ୍ତାଭାବେ ଯୋଗଦେଇ ଶିକ୍ଷାରେ କ୍ରୀଡାର ଭୂମିକା ବିଷୟରେ ଅବଗତ କରାଇଥିଲେ'ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ପଙ୍କଜନୀ ପରିଡା ସ୍ୱାଗତ ଭାଷଣ ଦେଇଥିଲେ, ସମ୍ପାଦକ ଶ୍ରୀଯୁକ୍ତ ଚିତ୍ତରଂଜନ ପରିଡାଧନ୍ୟବାଦପ୍ରଦାନ କରିଥିଲେ।ଏଥିରେ ୫୨ଟି ଖେଳକୁଦହୋଇଥିଲା। ଅପରାହ୍ନରେ ପୁରସ୍କାରପ୍ରଦାନ କରାଯାଇଥିଲାଏଥିରେ ଉଦ୍ଘାଟକ ଭାବେ କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକତାଃ ସତ୍ୟବ୍ରତ ମହାପାତ୍ର. ମୂଖ୍ୟ ଅତିଥି ଭାବେ ଅଧ୍ୟାପକ ଶ୍ରୀଯୁକ୍ତ କିଶୋରଦାସ.ବରେଣ୍ୟଅତିଥି ଭାବେ ସମ୍ଭକାର କବୟତ୍ରୀ ଶ୍ରୀମତୀ ମୀରା ବେଉରା,ମୁଖ୍ୟ ବକ୍ତା ଭାବେ ସମାଜସେବୀ ଶ୍ରୀମତୀ ଜୟଶ୍ରୀସାହୁ, ସମ୍ମାନନୀୟ
ଅତିଥିଭାବେ ସୁଶ୍ରୀ ବ୍ରହ୍ମ କୁମାରୀ ମମତା ମଞ୍ଜରୀ ଦାସ ଯୋଗ ଦେଇପୁରସ୍କାର ବିତରଣ କରିଥିଲେ. ଶେଷରେ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱାଗତିକା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁସର୍ବଶ୍ରୀ ସଚୀନ କୁମାର ସାହୁ, ବିଶ୍ଵଜିତ ମହାପାତ୍ର, ଦୀପୁ ପ୍ରଧାନ, ସୁଚ଼ିସ୍ମିତା ପଣ୍ଡା, ରଶ୍ଚିତା ରଣା. ଶ୍ରୀମତୀବିଷ୍ଣୁପ୍ରିୟା ସାହୁ, ଶ୍ରୀମତୀ । କୁନି ବେହେରା, ଫତିମା ବିବି .ସବନମ୍ ବେଗମ.ସୁପ୍ରିୟାସାହୁ,ଆରି ୟନ ସ୍ନିହା, ଶୁଭମ୍ ସୌରଭ ନାୟକ ଆଦି ସହଯୋଗ କରିଥିଲେ