-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||     

HOME   ଜିଲ୍ଲା

ସାହିତ୍ୟପରିଷଦ ପକ୍ଷରୁ “ଆତ୍ମବୋଧରେ ବିଶ୍ୱବୋଧ” ଶୀର୍ଷକ ଆଲୋଚନାଚକ୍ର

29-Nov-2025




ନିଜ ଅନ୍ତର୍ନିହିତଶକ୍ତିକୁ ବିଶ୍ୱକଲ୍ୟାଣ ପାଇଁ ଉପଯୋଗ ହେଉ

ବଲାଙ୍ଗୀର(ପ୍ରେରଣା ଖବର): ଆଜି ସ୍ଥାନୀୟ କଦମପଡା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ସଭାକକ୍ଷରେ ନିଖିଳଓଡିଶା ସାହିତ୍ୟପରିଷଦର ବଲାଙ୍ଗୀର ଶାଖା ପକ୍ଷରୁ “ଆତ୍ମବୋଧରେ ବିଶ୍ୱବୋଧ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଦାତ୍ରୀ ଦେବୀସରସ୍ୱତୀ ଓ ଭାରତମାତାଙ୍କ ପୂଜାର୍ଚ୍ଚନା ପରେ ସାହିତ୍ୟପରିଷଦର ବଲାଙ୍ଗୀର ଶାଖାର ସଭାପତି ଡ.ଭବାନୀଶଙ୍କର ପଟେଲଙ୍କ ସଭାପତିତ୍ୱ ଓ ବିଦ୍ୟାମନ୍ଦିରର

ଗୁରୁମା ଭାରତୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବରେଣ୍ୟ ଅତିଥି ଭାବରେ ସାହିତ୍ୟ ପରିଷଦର ରାଜ୍ୟକାର୍ଯ୍ୟକାରିଣୀ ସଭ୍ୟ ତଥା ଶିକ୍ଷାବିଦ ଗିରିଜାଶଙ୍କର ରଥ, ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି ଭାବରେ ଶିଶୁବିଦ୍ୟାମନ୍ଦିର ପରିଚାଳନା କମିଟି ସଂପାଦକ ତରଣୀସେନ ପଟେଲ ଯୋଗ ଦେଇଥିଲେ । ସାହିତ୍ୟ ପରିଷଦର ଜିଲ୍ଲାସଂପାଦକ ରାମଚନ୍ଦ୍ର ପଟେଲ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ତାଙ୍କ ଆଲୋଚନାକାଳରେ କହିଲେ ଯେ, ବୈଦିକ ଯୁଗରୁ ଆମର ମୁନୀଋଷି,ମହାମନୀଷି ଓ ଶାସ୍ତ୍ରଗୁଡିକ ମଣିଷକୁ ନିଜର ଆନ୍ତରାତ୍ମାକୁ ଚିହ୍ନ ମାନବୀୟ ଗୁଣ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଆସିଛନ୍ତି । ଆଜି ମଣିଷ ସମାଜ ଯେତେ ନିଜକୁ ଉନ୍ନତ ଭାବୁଛି ସେତେ ନିଜଉପରେ ଆତ୍ମବିଶ୍ୱାସ ମଧ୍ୟ ହରାଉଛି । ମଣିଷଠାରୁ ମଣିଷ ଦୂରେଇ ଯାଉଛି ଓ ଶିଶୁମାନଙ୍କଠାରେ ଆତ୍ମବଳ କମିଯାଇ ଆତ୍ମହତ୍ୟା ପ୍ରବଣତା ବଢିଯାଉଛି । ଗର୍ବ ଓ ଅହଙ୍କାର ଓ ଅସୁୟାଭାବରେ ମଣିଷ ମଦମତ୍ତ ହୋଇ ଆତ୍ମବୋଧକୁ ଭୁଲିଯାଉଛି । ନିର ଶକ୍ତିସାମର୍ଥ୍ୟ ଉପରେ ଭରସା ରଖୁନାହିଁ । ତେଣୁ ଆଜି ସମୟ ଆସିଛି ନିଜର ଜ୍ଞାନର ସୀମାବଢାଇବା ସହିତ ଆନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରି ବିଶ୍ୱକଲ୍ୟାଣ ନିମିତ୍ତ ତାହାର ଉପ ଯୋଗ କରାଯିବା ଆବଶ୍ୟକ ବୋଲି କହିଥିଲେ । ନିଜେ ନିଜକୁ ଚିହ୍ନିଲେ ଓ ବିଶ୍ୱର ଆବଶ୍ୟକତାକୁ ଉପଲବ୍ଧିକରି ନିଜର କର୍ତ୍ତବ୍ୟ ସ୍ଥିର କଲେ ସମାଜର ମଙ୍ଗଳସାଧିତ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା । ବରେଣ୍ୟ ଅତିଥି ଶିକ୍ଷାବିଦ ରଥ ତାଙ୍କ ବକ୍ତବ୍ୟରେ ଭାରତରେ ଭାଷା,ସାହିତ୍ୟ ଓ ସଂସ୍କୃତିକୁ

ସୁରକ୍ଷା କରିବାରେ ନିଖିଳ ଭାରତୀୟ ସାହିତ୍ୟ ପରିଷଦ କାର୍ଯ୍ୟକରୁଛି । ଦେଶର ସବୁ ଅଞ୍ଚଳରୁ କବି, ଲେଖକ, ସାହିତ୍ୟିକଙ୍କୁ ତାଙ୍କର ଲେଖାକୁ ପ୍ରକାଶ କରିବାକୁ ସୁଯୋଗ ଦେଉଥିବା କହିଥିଲେ । ଏହି କାର୍ଯ୍ୟକ୍ରମରେ ସାହିତ୍ୟ ପରିଷଦ ର ସଭ୍ୟ/ସଭ୍ୟା ତଥା ଶିଶୁବିଦ୍ୟାମନ୍ଦିରର ଗୁରୁଜୀ/ଗୁରୁମା ମାନେ ଯୋଗଦେଇଥିଲେ । ଶେଷରେ ଶିଶୁବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ସନାତନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026

You Might Also Like