-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||     

HOME   ଜିଲ୍ଲା

*ଉର୍ସ ଉତ୍ସବ ପାଳନ ପାଇଁ ଶାନ୍ତି କମିଟି ବୈଠକ*- *ଯୋଗ ଦେଲେ ଜିଲ୍ଲାପାଳ ଓ ଏସପି*-

28-Nov-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୟଦ ଶାହ ଅବଦୁଲ ଶକୁର ଶାହ ଓରଫ ଫକୀର ବାବା ଙ୍କ 43ତମ ପ୍ରସିଦ୍ଧ ଉର୍ସ ଉତ୍ସବ ପାଳନ ପାଇଁ ଆଜି ତରଭା ବ୍ଲକ ସଭା ଗୃହ ରେ ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଓ ଏସ ପି ନାରାୟଣ ନାଏକ ଙ୍କ ଅଧ୍ୟକ୍ଷତା ରେ ଶାନ୍ତି କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଛି I ଶାନ୍ତି କମିଟି ବୈଠକ ରେ ଉପସ୍ଥିତ ଥିବା ଉଭୟ ସମ୍ପ୍ରଦାୟ ର ବ୍ୟକ୍ତି, ସମୂହ ଅଧିକାରୀ ଙ୍କୁ ବିଡ଼ିଓ ଗଙ୍ଗାରାମ ବୁଡ଼େକ ସ୍ୱାଗତ କରିବା ସହ ଶାନ୍ତି ବୈଠକ ର ଉଦେଶ୍ୟ ନେଇ ମତ ରଖିଥିଲେ I ମସଜିଦ ଓ ବଜାର କମିଟି ର ସଭ୍ୟ ମାନଙ୍କ ପକ୍ଷରୁ ଉର୍ସ ଉତ୍ସବ ପାଳନ ସମୟରେ ହେଉଥିବା ସମସ୍ୟା ସମାଧାନ ଉପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ I ବିଶେଷ କରି ଟ୍ରାଫିକ ସମସ୍ୟା ଉପରେ  ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ  ସମ୍ପୂର୍ଣ୍ଣ ସହ ଯୋଗ କାମନା କରି ଥିଲେ I ଏହାର ସମାଧାନ ପାଇଁ ୱାନ ୱେ ରାସ୍ତା ଦେଇ ଜାନ ବାହନ ଯାତାୟାତ ପାଇଁ ଗୁରୁତ୍ୱ ଦିଆଯାଇ ଥିଲା I ସହର ମଧ୍ୟ୍ୟ ଦେଇ ସ୍ଥାନୀୟ ବ୍ୟକ୍ତି ଙ୍କ ଯାନବାହାନ ଓ ସ୍କୁଲ ଗାଡି ଯାତାୟାତ ପାଇଁ ଅନୁମତି ପାଇଁ ବିଶିଷ୍ଟ ବ୍ୟକ୍ତି ପ୍ରସ୍ତାବ ଦେଇଥିଲେ I ଗାଡି ପାର୍କିଙ୍ଗ, ଶୋଭାଯାତ୍ରା ସମୟରେ ଟ୍ରାଫିକ ସୁବିଧା, ସହ ନିର୍ବିଛିନ ବିଦ୍ୟୁତ ଯୋଗାଣ, ଶାନ୍ତି ଶୃଙ୍ଖଳା ପାଇଁ ଅଧିକ ପୋଲିସ ମୃତୟନ,  ସ୍ୱାସ୍ଥ୍ୟ ସେବା, ଫେୟାର ସର୍ଭିସ, ଆବଶ୍ୟକ ମୁତାବକ ପରିମଳ ସେବା, ପାନୀୟ ଜଳ ଯୋଗାଣ, ଏବଂ ଯାତ୍ରା ସମୟରେ ମଦ ଦୋକାନ ବନ୍ଦ ନେଇ ଆଲୋଚନା ଓ ପ୍ରସ୍ତାବ ନିଆଯାଇଥିଲା ଇ

ଏହି ବୈଠକ ରେସୁବର୍ଣ୍ଣପୁର ଉପଜିଲ୍ଲାପାଳ ପାଳ ଡ଼ ସୋମ୍ୟ ରୁପା ରଥ,  ଏସ ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ତରଭା ତହସିଲଦାର ଶ୍ଵେତା ଲିନା ମହାଣା, ଏନ ଏ ସି ଇଓ ଲକ୍ଷ୍ମୀ କାନ୍ତ ମଲ୍ଲିକ, ବିଦ୍ୟୁତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗୀୟ ଅଧିକାରୀ, ଶିକ୍ଷା ବିଭାଗ ର ଏବିଓ,  ବାଳକ, ବାଳିକା ହାଇସ୍କୁଲ ର ପ୍ରଧାନ ଶିକ୍ଷକ, ତରଭା ମହାବିଦ୍ୟାଳୟ ର ଅଧକ୍ଷ,ଲକ୍ଷ୍ମୀ ପୂଜା କମିଟି ର କର୍ମ କର୍ତ୍ତା, ତରଭା ସହର ର ବରିଷ୍ଠ ନାଗରିକ, ସଚେତନ ନାଗରିକ, ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ, ବିଭିନ୍ନ ଅନୁଷ୍ଠାନ ର କର୍ମ କର୍ତ୍ତା ଙ୍କ ସହ ବ୍ଲକ ଅଧ୍ୟକ୍ଷ  ସରୋଜ କମ୍ପ, ଶୈଳେନ୍ଦ୍ର ସାହୁ, ମାନସ ସାହୁ,  ସତ୍ୟ ପୁଝାରୀ, ଆକାଶ ସାହୁ, ଜନାର୍ଦ୍ଦନ ଥାନାପତି,  ଓ ମସଜିଦ ଓ ମସଜାର କମିଟି ପକ୍ଷରୁ ଆକବର ଅଲ୍ଲୀ, ଅଜନବି ଖାନ, ବିଭିନ୍ନ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଉର୍ସ ଉତ୍ସବ ଶାନ୍ତି ଶୃଙ୍ଖଳା ରେ ପାଳନପାଇଁ ଆଲୋଚନା ଓ ପ୍ରସ୍ତାବ ନିଆଯାଇଥିଲା I ଆସନ୍ତା ଡିସେମ୍ବର ୩ ଓ 4ତାରିଖ ୨ ଦିନ ଧରି ଉର୍ସ ଉତ୍ସବ ପାଳନ ହେବ I ଏହି ୨ ଦିନ ରେ ପ୍ରାୟ ପଚାଶ ହଜାର ରୁ ଅଧିକ ଭକ୍ତ ଙ୍କ ସମାଗମ ହୋଇ ଥାଏ I ଶେଷରେ ଉପ ଜିଲ୍ଲାପାଳ ଡ଼. ରଥ ଧନ୍ୟବାଦ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026

You Might Also Like