-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||     

HOME   ଜିଲ୍ଲା

ପରମ୍ପରା ବିକାଶ ଯାତ୍ରା ଜରିଆରେ "ଆସ ଆମେ ଶୁଣିବା" ଅଭିଯାନ ପ୍ରେସ ମିଟ କାର୍ଯ୍ୟକ୍ରମ

28-Nov-2025



କୋକସରା(ତ୍ରିନାଥ ବେଶ୍ରା)
ଆତ୍ମଶକ୍ତି ଟ୍ରଷ୍ଟ୍ ପକ୍ଷରୁ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ଓ ଓଡ଼ିଶା ଶ୍ରମଜୀବୀ ମଞ୍ଚ ତରଫରୁ ନଭେମ୍ବର୧୫  ୨୦୨୫ ବିର୍ସା ମୁଣ୍ଡା ଜୟନ୍ତୀ ପରିପେକ୍ଷିରେ ଜିଲ୍ଲା ସ୍ତରୀୟ ନାଗରିକ ବିକାଶ ସଙ୍ଗଠନ ଦ୍ବାରା କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ପରମ୍ପରା ବିକାଶ ଯାତ୍ରା", ଯାହାକି ଆଦିବାସୀ ସମ୍ପ୍ରଦାୟର
ସମୁଦାୟକୁ ଶୁଣିବା ଏବଂ ଶିଖିବା ନେଇ ଏକ ସ୍ଵତନ୍ତ୍ର ପ୍ରସଙ୍ଗ ରହିଛି।  ଶିଖିବା ନେଇ ଏକ ସ୍ଵତନ୍ତ୍ର ପ୍ରସଙ୍ଗ ରହିଛି। ଆଦିବାସୀ ସମ୍ପ୍ରଦାୟରେ ରହିଥିବା ଲୁକାୟିତ ଜ୍ଞାନକୌଶଳ ଗୁଡିକୁ ସଂଗ୍ରହ ଏବଂ ପରିପ୍ରକାଶ କରିବା ପାଇଁ ପ୍ରସ୍ତୁତି ଜାରି ରହିଛି।
ରାଜ୍ୟର ଆଦିମ ଅଧିବାସୀମାନଙ୍କର ଜଙ୍ଗଲ, ଭୂମି, ଖାଦ୍ୟ, ସ୍ୱାସ୍ଥ୍ୟ, ସଂସ୍କୃତି ଏବଂ ଜୀବିକା ସମ୍ବନ୍ଧରେ ଥିବା ଜ୍ଞାନ ଏବଂ ପ୍ରୟୋଗକୁ ଜାଣିବା ଓ ଏହାର ଏକ ପ୍ରାମାଣିକ ପ୍ରସ୍ତୁତି ସହିତ ବର୍ତ୍ତମାନ ପିଢିର ଜୀବନଶୈଳୀ ସହ ସଂଯୋଗ କରିବା ହେଉଛି ଏହି ଯାତ୍ରାର ମୂଳ ଲକ୍ଷ ଯାହାକି, ନଭେମ୍ବର ୧୫, ୨୦୨୫ ଠାରୁ ମାର୍ଚ୍ଚ ୧୫, ୨୦୨୬ ପର୍ଯ୍ୟନ୍ତ ଜାରିରହିବ। 
ଏଥିସହିତ, ସେମାନଙ୍କର ଜ୍ଞାନକୌଶଳ ଏବଂ ଆଶା/ଆକାଂକ୍ଷାକୁ ସମ୍ମାନ ଦେଇ ଏହି ଶୁଣିବା ଅଭିଯାନକୁ ପାଳନ କରାଯିବ।
"ଆସ ଆମେ ଶୁଣିବା" ଅଭିଯାନର କାର୍ଯ୍ୟକ୍ରମ ଯଥା-:
ଗାଁ ବୈଠକ, ଜଙ୍ଗଲ ଚାଲ, ପାରମ୍ପରିକ କ୍ରୀଡ଼ା ଓ କସରତକୁ ପୁନର୍ଜୀବିତ କରିବା,ବିକଶିତ ଭାରତ ୨୦୪୭ ର ସ୍ୱପ୍ନକୁ ସାକାର କରିବା ପାଇଁ କାର୍ଯ୍ୟ ପନ୍ଥା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା,ଜୈବ ବିବିଧତା ଓ ପରିବେଶ ବଞ୍ଚାଅ ନେଇ ଯୁବ ପିଢ଼ିକୁ ଗୁରୁଜନଙ୍କ ଚିଠି ଦ୍ଵାରା ପତ୍ର ଲେଖନ,ପାରମ୍ପରିକ ସଙ୍ଗୀତ- ନୃତ୍ୟ, କଳା ଏବଂ ସାଂସ୍କୃତିକ ଅଭ୍ୟାସ ଗୁଡିକର ଅଭିବ୍ୟକ୍ତି ନିମନ୍ତେ ପରିବର୍ତ୍ତନ ପାଇଁ ରିଲସ୍, ଛଅ' ତିଅଣ ନଅ' ଭଜା: ପୃଷ୍ଟିହୀନତାର ମୁକାବିଲା କରିବା ପାଇଁ ବିଭିନ୍ନ ପାରମ୍ପରିକ ଖାଦ୍ୟ ଏବଂ ତାର ପ୍ରସ୍ତୁତି।    ଏହି ଯାତ୍ରା ମାଧ୍ଯମରେ ଓଡ଼ିଶା ରାଜ୍ୟର ଆଦିବାସୀ ସମୁଦାୟଙ୍କ ସ‌ହିତ ମିଶିକରି ସେମାନଙ୍କର ପାରମ୍ପରିକ ଚାଷ, ଖାଦ୍ୟବ୍ୟବସ୍ଥା ଏବଂ ଔଷଧୀୟ ଜ୍ଞାନଗୁଡିକୁ ଚିହ୍ନଟ କରି ଡିଜିଟାଲ୍ ପ୍ରକ୍ରିୟାରେ ଲିପିବଦ୍ଧ କରାଯିବ ଏଥିସହିତ, ଓଡ଼ିଶାର ପରମ୍ପରା ଜ୍ଞାନ, ଜଳବାୟୁ ସହନଶୀଳତା ଏବଂ ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ନେଇ ଏକ ପ୍ରାମାଣିକ ପ୍ରସ୍ତୁତ କରିବା ଏବଂ ସର୍ବଶେଷରେ, ଯୁବଗୋଷ୍ଠୀ, ମହିଳା ଓ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଏହି ପାରମ୍ପରିକ ଜ୍ଞାନର ରକ୍ଷକ ଭାବେ ସାମିଲ କରି ଏହି ଯାତ୍ରାକୁ ସମ୍ପୂର୍ଣ ରୂପେ ଆଦିବାସୀ ସମୁଦାୟ ଦ୍ବାରା ପରିଚାଳିତ କରାଇବାର ଯୋଜନା ରହିଛି। ଏଥିପାଇଁ ନାଗରିକ ବିକାଶ ସଂଗଠନ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କାଉଡୋଳା ଗ୍ରାମରେ ଏକ ପ୍ରେସ୍ ମିଟ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବ୍ଲକ ସଂଯୋଜକ ଉପେନ୍ଦ୍ର ସୁନାନୀ ଜନସାଥୀ ତ୍ରିନାଥ ବେଶ୍ରା ଉର୍ମି ଲିଡର ପ୍ରେମଶିଳା ପାଣିଗ୍ରାହୀ ତଥା ମେଡିଆ ଭାଇ ମାନେ ଉପସ୍ଥିତ ରହି ଉକ୍ତ ପ୍ରେସ୍ ମିଟ୍ କାର୍ଯ୍ୟକ୍ରମ କୁ ସାଫଲ୍ଯ ମଣ୍ଡିତ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026

You Might Also Like