-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
31-Jan-2021
କଳାହାଣ୍ଡି (ସଂଜୀବ କୁମାର ଦାସ) : ପାଠ ପଢା ପାଇଁ ଗାଳି ହେଲା କାଳ। ବନ୍ଦ କୋଠରୀରୁ ନାବାଳିକାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଥାନା ରାମନଗରପଡ଼ାର ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନାନୁଯାୟୀ, ପାଠ ପଢା ପାଇଁ ନାବାଳିକାଙ୍କୁ ଘରେ ଗାଳି କରାଯାଇଥିଲେ । ଏଣୁ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣାସଂପର୍କରେ ଖବର ପାଇ ଭବାନୀପାଟଣା ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଛାନ୍ଭିନ୍ ଜାରି ରଖିଛି ପୋଲିସ ।