-+91-9937148622 |

prerana_bgr@rediffmail.com |

  Wednesday 24th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||      ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   (24-Jun-2026)       ||      ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||      ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   (23-Jun-2026)       ||     

HOME   ଜୀବନଶୈଳୀ

ଆଜି ମନେ ପଡନ୍ତି ଲୋକନାୟକ ଜୟପ୍ରକାଶ

11-Oct-2020



 

୧୯୭୦ର ମଧ୍ୟ ଭାଗରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ବିରୋଧ କରି ‘ସ˚ପୂର୍ଣ୍ଣ କ୍ରାନ୍ତି’ ବା ପୂର୍ଣ୍ଣ ବିପ୍ଳବର ଆହ୍ବାନ ଦେଇ ଜରୁରିକାଳୀନ ଆଇନ ବିରୋଧରେ ଭାରତୀୟଙ୍କୁ ଏକଜୁଟ କରାଇଥିବା ‘ଭାରତ ରତ୍ନ’ ଲୋକନାୟକ ଜୟପ୍ରକାଶ ନାରାୟଣ(ଜନ୍ମ: ୧୧ ଅକ୍‌ଟୋବର୍‌ ୧୯୦୨; ମୃତ୍ୟୁ: ୮ ଅକ୍‌ଟୋବର୍‌ ୧୯୭୯) ବିହାରର ସୀତାବ ଦିୟାରା ଗ୍ରାମରେ ଜନ୍ମ ହୋଇଥିଲେ। ସ୍ବାଧୀନତୋତ୍ତର ଭାରତବର୍ଷର ସର୍ବଶ୍ରେଷ୍ଠ ଲୋକନେତା ଭାବେ ତାଙ୍କୁ ଗ୍ରହଣ କରାଯାଇଛି। ଜୟପ୍ରକାଶ ଯୌବନରେ ଗାନ୍ଧୀବାଦ ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ ହେଁ ସାରା ଜୀବନ ନିଜକୁ କ˚ଗ୍ରେସ୍‌ ମଧ୍ୟରେ ସୀମିତ ରଖିପାରି ନ ଥିଲେ। ତାଙ୍କର ପତ୍ନୀ ପ୍ରଭାବତୀ ମଧ୍ୟ ଥିଲେ ଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗରେ ଚାଲୁଥିବା ମହିଳା। ସେ କସ୍ତୂରବା ଗାନ୍ଧୀଙ୍କର ଅତି ନିକଟତର ଥିଲେ। କ˚ଗ୍ରେସ୍‌ର ବିଭିନ୍ନ କାର୍ଯ୍ୟ-କଳାପ ପ୍ରସଙ୍ଗରେ ଜୟପ୍ରକାଶ ପତ୍ନୀଙ୍କ ସହ ସହମତ ହେଉ ନ ଥିଲେ ମଧ୍ୟ ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁ ନ ଥିଲେ। ଜୟପ୍ରକାଶ ଗାନ୍ଧୀବାଦ ସହ ମାର୍କ‌୍‌ସବାଦକୁ ଏକତ୍ର ଗ୍ରହଣ କରିଥିବା ଜନନାୟକଙ୍କ ମଧୢରେ ଅନ୍ୟତମ। ସ୍ବାଧୀନତା ପୂର୍ବରୁ କ˚ଗ୍ରେସ୍‌ ଭିତରେ ରହି ସେ ‘କ˚ଗ୍ରେସ୍‌ ସୋସାଲିଷ୍ଟ୍‌ ପାର୍ଟି’ ଗଠନ କରିଥିଲେ। ଦେଶ ସ୍ବାଧୀନ ହେବା ପରେ ନେହରୁଙ୍କ ତଥାକଥିତ ସ୍ବପ୍ନର ଭାରତ ତାଙ୍କୁ ବ୍ୟଥିତ କରିଥିଲା ଏବ˚ କ˚ଗ୍ରେସ ରାଜନୀତିରୁ ନିଜକୁ ଦୂରେଇ ସେ ପ୍ରକୃତ ଗାନ୍ଧୀବାଦୀ ଭାବେ ବିନୋବା ଭାବେଙ୍କ ସର୍ବୋଦୟ ଅନ୍ଦୋଳନରେ ଯୋଗଦେଇଥିଲେ। ସମଗ୍ର ବିହାରରେ ଭୂଦାନ ସପକ୍ଷରେ ପ୍ରଚାର କରିଥିଲେ। ‘ପ୍ରଜା ସୋସାଲିଷ୍ଟ୍‌ ପାର୍ଟି’ ସହ ମଧ୍ୟ ତାଙ୍କର ସ˚ପର୍କ ଚିରସ୍ଥାୟୀ ହୋଇପାରି ନ ଥିଲା। କାରଣ ସେ ‘ରାଜନୀତି’ରେ ନୁହେଁ ‘ଲୋକନୀତି’ରେ ବିଶ୍ବାସ କରୁଥିଲେ। ଗାନ୍ଧୀ ମହାତ୍ମାଙ୍କ ପରି ବର୍ଣ୍ଣବୈଷମ୍ୟବିହୀନ, ସତ୍ୟ ଓ ଅହି˚ସା ଉପରେ ଆଧାରିତ ସମାଜ ସେ ଚାହୁଁଥିଲେ।  ଜରୁରିକାଳୀନ ପରିସ୍ଥିତିରେ ସେ ଇନ୍ଦିରାଙ୍କ ବିରୋଧରେ ‘ସି˚ହାସନ ଖାଲି କରୋ କେ ଜନତା ଆତୀ ହୈ’ ଧ୍ବନି ମାଧ୍ୟମରେ ସ˚ପୂର୍ଣ୍ଣ ବିପ୍ଳବର ଆହ୍ବାନ ଦେଇଥିଲେ। ତାଙ୍କ ଉଦ୍ୟମରେ ୧୯୭୭ରେ ପ୍ରଥମ ଅଣ-କ˚ଗ୍ରେସ୍‌ ଦଳ ଭାବେ ଜନତା ପାର୍ଟି, କେନ୍ଦ୍ରରେ ସରକାର ଗଢ଼ିଥିଲା। ତେବେ, ସେ ମଧ୍ୟ ଗାନ୍ଧୀଙ୍କ ପରି କ୍ଷମତା-ରାଜନୀତିଠାରୁ ଦୂରେଇ ରହିବାକୁ ଚାହୁଁଥିଲେ; ନ ହେଲେ ଭାରତବର୍ଷର ପ୍ରଧାନ ମନ୍ତ୍ରୀ ଅବଶ୍ୟ ହେଇପାରିଥାଆନ୍ତେ।


News Comment




Photo in News

Advertisment
Lastest News
  ରାଜ୍ୟ  
ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ    24-Jun-2026
  ଜିଲ୍ଲା  
ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   24-Jun-2026
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026
  ଜିଲ୍ଲା  
ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   23-Jun-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ