-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ

11-Nov-2025



ବିନିକା(ହିମାଂଶୁ ଶେଖର ପୁଟେଲ): ବିନିକା କଂସାରିପଡ଼ା ବ୍ରଜବିହାରୀ ନୃତ୍ୟ କଳା ପରିଷଦ ପକ୍ଷରୁ ଚାଲିଥିବା ୨୪୨ତମ ଗୋକୁଲାଷ୍ଟମୀ ଯାତ୍ରାର ସୋମବାର ଦ୍ଵିତୀୟ ସନ୍ଧ୍ୟାରେ କଂସର ଅତ୍ୟାଚାରରେ ଚିନ୍ତିତ ଦେବଗଣ ଓ ପ୍ରୁଥି ଦେବୀ ବ୍ରହ୍ମାଙ୍କ ପାଖକୁ ଯାଇ କହିଥିଲେ ।ହେଲେ ବ୍ରହ୍ମା ସମସ୍ତଙ୍କୁ ଧରି ବିଷ୍ଣୁଙ୍କୁ ଗୁହାରି କରିବା ପରେ ସ୍ଵୟଂ ଭଗବାନ ତମେ ମାନେ ମର୍ତ୍ୟପୁର ଯାଇ ଗୋପୀ,ଗୋପାଳ ଅବତାରରେ ରୁହ । ମୁଁ ମଥୁରାରେ ଜନ୍ମ ନେଇ ଗୋପପୁରେ ବାଲ୍ୟଲୀଳା କରିବି ଏବଂ ଦୁଷ୍ଟ ରାକ୍ଷସ ମାନଙ୍କୁ ନିଧନ କରିବା ସହ  କଂସକୁ ମାରିବି ବୋଲି କହିଥିଲେ ।ଅନ୍ୟ ପଟେ ମଥୁରା ଯୁବରାଜ କଂସ ତ୍ରିଭୁବନ ବିଜୟୀ କରି ରାଜଦରବାରକୁ ଫେରି ଆସିବା ପରେ ରାଜା ଉଗ୍ରସେନ ଦେବକୀଙ୍କୁ  ବସୁଦେବ ସହିତ ବିବାହ କରିଥିଲେ ।ଉଭୟଙ୍କୁ କଂସ ରଥରେ ବସାଇ ଛାଡ଼ି ଯାଉଥିବା ବେଳେ ବାଟରେ ଦୈବବାଣୀ " ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ହେବ ତୋର ମୃତ୍ୟର କାରଣ" ଶୁଣିବା ପରେ ରାଗରେ କଂସ ମଥୁରା ଫେରି କାରାଗୃହରେ ଭଉଣୀ -ଭେନେଇଙ୍କୁ ରଖି ନିଜେ ସିଂହାସନ ଆହୋରଣ କରିଥିଲା ।ଦିନ ପରେ ଦିନ ବିତିଲା ଦେବକୀର ଗର୍ଭରୁ ଗୋଟିଏ ପରେ ଗୋଟିଏ ସନ୍ତାନ ଜନ୍ମ ନେଲେ ହେଲେ କଂସ ସବୁ ସନ୍ତାନଙ୍କୁ ଦର୍ପଣ ସିଲାରେ କଚାଡି ମାରିଲା। ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେବା ପରେ କାରଗୃହର ଶିକୁଳି ଖୋଲି ଯାଇଥିଲା ବସୁଦେବ ସନ୍ତାନକୁ ଧରି ଗୋପପୁର ଅଭିମୁଖେ ଯାତ୍ରା କରିବା ବେଳେ ବାଟରେ ଉଗ୍ରସେନ ସହ ଭେଟ ପରେ ଯମୁନା ନଦୀ ପାରି ହୋଇ ଗୋପପୁରେ ପହଞ୍ଚି ସେଠାରେ ଜନ୍ମିତ ଶିଶୁ କନ୍ୟାକୁ ଧରି ମଥୁରା ଫେରିବା । କଂସ ଜାଣିବା ପରେ ଉକ୍ତ ଶିଶୁକୁ ଦେବକୀ ଠାରୁ ଛଡାଇ ଆଣି ଦର୍ପଣ ଶିଲାରେ କଚାଡ଼ିବା ବେଳେ କନ୍ୟାଟି ଯୋଗମାୟା

ରୂପରେ ଆକାଶକୁ ଯାଇ "ରେ ରେ କଂସ ତତେ ଯିଏ ମାରିବ ସିଏ ଗୋପପୁର ବଡୁଛି କହି ଅନ୍ତର୍ଦ୍ଧାନ ହୋଇଯିବା ଆଦି ଅନେକ ଦୃଶ୍ୟ ମୁକ୍ତାକାଶ ମଞ୍ଚରେ କଳାକାର ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା।ଅନୁଷ୍ଟିତ ଏହି ଯାତ୍ରାରେ ଉଗ୍ରସେନ ଭୂମିକାରେ ସୀତାରାମ ମାହାଣା,ନାରାୟଣ- ସୁହାନ ଦାସ, ଦେବକୀ-ବିଶ୍ଵଜିତ ମାହାଣା,ବସୁଦେବ- ବିଶ୍ଵନାଥ ମାହାଣା, କଂସ-ରାମଚନ୍ଦ୍ର ଦାସ,ମନ୍ତ୍ରୀ-ସଞ୍ଜୟ ସାହୁ,ପୃଥି ଦେବୀ- ଅଂଶୁମାନ ମାହାଣା,ବ୍ରହ୍ମା- ମୁକୁନ୍ଦ ସାହୁ,ଇନ୍ଦ୍ର- ଅଶ୍ଵିନୀ ସାହୁ, ବରୁଣ- ପରେଶ ମାହାଣା,ନାରଦ- ସ୍ବାଗତ ମାହାଣା,କୃଷ୍ଣ- ଶ୍ରୀମାନ ସାହୁ,ଯୋଗମାୟା- ଶ୍ରୀତମ ସାହୁ, ପ୍ରହରୀ- ବିବେକ ସାହୁ,ବଜରଙ୍ଗ କୁଷ୍ଟା ପ୍ରମୁଖଙ୍କ ଅଭିନୟ ବେଶ ଚିତାକର୍ଷକ ଥିଲା ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like