-+91-9937148622 |

prerana_bgr@rediffmail.com |

  Saturday 2nd May 2026 |

| | | |

R.N.I. Regd No. ODIODI/2010/46693

Breaking News

*ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ*   (02-May-2026)       ||      ପାତଲଗଙ୍ଗା ଠାରେ ପବିତ୍ର ବୈଶାଖ ମେଳା ଅନୁଷ୍ଠିତ ପାଇଁ ବ୍ୟାପକ ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଧୋବସ୍ତ ବ୍ୟବସ୍ଥା   (02-May-2026)       ||      ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ : ପ୍ରମୋଦ ମିଶ୍ର    (02-May-2026)       ||      ଶ୍ରମିକ ଦିବସ ପାଳିତ, ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ- ପ୍ରମୋଦ ମିଶ୍ର   (02-May-2026)       ||      ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   (01-May-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   (01-May-2026)       ||      କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   (01-May-2026)       ||      ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି    (01-May-2026)       ||      ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ    (01-May-2026)       ||      ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ    (01-May-2026)       ||      ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ    (01-May-2026)       ||      ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   (01-May-2026)       ||      *ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   (01-May-2026)       ||      ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   (01-May-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   (01-May-2026)       ||      କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   (01-May-2026)       ||      ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    (01-May-2026)       ||      ଲ୍ୟାପଟପ୍ ଧରି ଗାଁ କୁ ଯାଅ - ବିଡ଼ିଓ ସିନାପାଲି   (30-Apr-2026)       ||      ଜଳଛତ୍ର ଓ ବିଶ୍ରାମାଗାର ପାଇଁ ବିଡ଼ିଓଙ୍କୁ ଦାବିପତ୍ର   (30-Apr-2026)       ||      ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ   (30-Apr-2026)       ||     

HOME   ଜିଲ୍ଲା

ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘରୁ ବାଳକୃଷ୍ଣ ଶବରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର

11-Nov-2025



ନୁଆଁପଡ଼ା(ପରମେଶ୍ଵର ମେହେର): “ଆଦିବାସୀ ମାନେ ମେଣ୍ଢା ପଳ ନୁହଁନ୍ତି, ଏହି ମାଟିର ସେନାନୀ, ସ୍ୱାଭିମାନୀ, କ୍ରାନ୍ତି ବୀର ଏବଂ ନେତା।”

  ଯୁଗେଯୁଗେ  ଆଦିବାସୀ ଭାରତ ମାଟିରପ୍ରଥମ ରକ୍ଷକ, ପ୍ରକୃତିର ସଂରକ୍ଷକ, ସଂସ୍କୃତିର ରକ୍ଷକ। ଆମ ପୂର୍ବଜ ମାନେ କେବଳ ଇତିହାସ ରଚିଥିଲେ। ବୀର ସୁରେନ୍ଦ୍ର ସାଏଁ, ବିର୍ସା ମୁଣ୍ଡା, ତାନ୍ତ୍ୟା ଭିଲ୍, ବୀର ରେଣ୍ଡୋ ମାଝି, ଲକ୍ଷ୍ମଣ ନାଏକ, ଚକରl ବିଶୋଇ, ଭୀଲ ବିଦ୍ରୋହ, ସାନ୍ତାଳ ବିଦ୍ରୋହ, କନ୍ଧ ବିଦ୍ରୋହ ଚିତିଆ ବାସା, ଓ ଗଣ ସଂଘର୍ଷର ଅଗଣିତ ବୀର ମାନେ ଆଦିବାସୀ ସମ୍ପ୍ରଦାୟ ର ଗର୍ବ ଗୌରବ। ଆମ ଆଦିବାସୀ ଭାଷା, ସଂସ୍କୃତି, ପରମ୍ପରା, ଦେବl-ଦେବୀ, ଉତ୍ସବ,ଯାନୀ ଯାତ୍ରା ନୀତି-ନୀୟମ, ଜୀବନଦର୍ଶନ, ପଛୁଆ ନୁହେଁ, ବରଂ ସଭ୍ୟତାର ମୂଳ l ବିଜେପି ର ଚାପରେ  ବାଳକୃଷ୍ଣ ଶବର ସମଗ୍ର ଆଦିବାସୀ ସମାଜ କୁ ଅପମାନିତ କରିବା ସର୍ବସାଧାରଣ ରେ ଲଜ୍ଜିତ, ଘୃଣିତ କରିବା ବିଜେପି ର ହୀନ ରାଜନୀତିର ଜ୍ୱଳନ୍ତ ଉଦାହରଣ l କାରଣ ବିଜେପି ଚାହୁଁଛି ଆଦିବାସୀ ସମାଜ ସମ୍ପ୍ରଦାୟ ରେ ବିଭ୍ରାଟ ସୃଷ୍ଟି କରି ଆଦିବାସୀ ଏକତା ଏବଂ ଅସ୍ମିତା ଧ୍ବଂସ କରିବା l ବିଜେପି ର ଷଡଯନ୍ତ୍ର ହେଲା ସମାନ ନାଗରିକ ସଂହିତା( UCC) ଲାଗୁ କରିବା, କ୍ରିମି ଲେୟର ଲାଗୁ କରିବା, କୋଟାକାଟିବା,  ଶିକ୍ଷା, ଚାକିରୀ ପଦୋନ୍ନତିରେ ସଂରକ୍ଷଣ ଆରକ୍ଷଣ ଉଛେଦ କରିବା, ଖଣି ଖାଦାନ ନାଁ ରେ ଆଦିବାସୀଙ୍କୁ ବିସ୍ଥାପିତ କରିବା, ଏଟ୍ରୋସିଟି ଉଠାଇବା ବିଜେପି ର ଗୁପ୍ତ ଏଜେଣ୍ଡା l ବିଜେପି ଚକ୍ରାନ୍ତ ରେ ଆଦିବାସୀଙ୍କୁ “ମେଣ୍ଢା ପଳ ସହିତ ତୁଳନା କରି ମିଡ଼ିଆରେ କହିବା  ଘୋର  ଅପମାନ,ଅସମ୍ମାନ, ଜାତି ଦ୍ରୋହି, ସମାଜ ଦ୍ରୋହି, ଆଦିବାସୀ ଦ୍ରୋହି, ହୀନ ମାନସିକତା ଏବଂ ପାଗଳ ପ୍ରଳାପ ଅଟେ । ଏପରି ମନୋଭାବ ଓ ଖରାପ ଚିନ୍ତାଧାରା ମହାସଂଘର ଆଦର୍ଶ ଓ ଉଦ୍ଦେଶ୍ୟ ର ସମ୍ପୂର୍ଣ୍ଣ ବିରୋଧୀ,ତେଣୁ ସମସ୍ତ ନେତୃ ମଣ୍ଡଳୀ ସହିତ ଆଲୋଚନା ଓ ସମ୍ମତି ଅନୁଯାୟୀ ବlଳକୃଷ୍ଣ ଶବରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଗଲା ବୋଲି ମହାସଂଘର ରାଜ୍ୟ ଉପସଭାପତି ପରମାନନ୍ଦ ମାଝୀ, ଭାନୁ ପ୍ରତାପ ସିଂମାଝୀ, ରାମ ଶବର, ଯୋଗେନ୍ଦ୍ର ଭୋଇ, ଲମ୍ବୋଦର ସିଂ,ବିହାରୀଲାଲ ବିଶ୍ୱାଳ, ତେଜରାଜ ଶବର ପ୍ରେସ ବିବୃତ୍ତି ରେ ସୂଚନା ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ*   02-May-2026
  ଜିଲ୍ଲା  
ପାତଲଗଙ୍ଗା ଠାରେ ପବିତ୍ର ବୈଶାଖ ମେଳା ଅନୁଷ୍ଠିତ ପାଇଁ ବ୍ୟାପକ ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଧୋବସ୍ତ ବ୍ୟବସ୍ଥା   02-May-2026
  ଜିଲ୍ଲା  
ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ : ପ୍ରମୋଦ ମିଶ୍ର   02-May-2026
  ଜିଲ୍ଲା  
ଶ୍ରମିକ ଦିବସ ପାଳିତ, ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ- ପ୍ରମୋଦ ମିଶ୍ର   02-May-2026
  ଜିଲ୍ଲା  
ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   01-May-2026
  ଜିଲ୍ଲା  
ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି   01-May-2026
  ଜିଲ୍ଲା  
ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ   01-May-2026
  ଜିଲ୍ଲା  
ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ   01-May-2026
  ଜିଲ୍ଲା  
ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   01-May-2026

You Might Also Like