-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
18-Oct-2025
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
କୋଷାଗୁମୁଡା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭହୋଇଛି | ସନ୍ତୋଷପୂର ପଂଚାୟତ ଭନସୁଲି ରୁ ସରାଲଧନୁଆ ପର୍ଯ୍ୟନ୍ତ ଏହି ପଦଯାତ୍ରା ହୋଇଥିଲା | ଶତାଧିକ ଲୋକ ପଦଯାତ୍ରାରେ ସାମିଲ ହୋଇଥିଲେ | ପଦଯାତ୍ରାର ମୁଖ୍ୟ ଆକର୍ଷ ଥିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି | ଏତଦ ବ୍ୟାତିତ ବ୍ଲକ ଉପାଧକ୍ଷ ଯୋଗେନ୍ଦ୍ର ସ୍ବାଇଁ, ଗୁପ୍ତ ପଟନାୟକ, ବଦ୍ରି ନାରାୟଣ ସିଂ, ସଞ୍ଜୟ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ | ସରାଲଧନୁଆରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ତିନି ହଜାରରୁ ଉଦ୍ଧ ଲୋକଙ୍କ ସମାଗମ ହୋଇଥି