-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
13-Oct-2025
ଲୋଇସିଂହା, (ବିନୋଦ ଦୀପ) ଆଜି ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀଯୁକ୍ତ ଗୌରବ ଶିବାଜୀ ଇଶଲୱାର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇ ଲୋଇସିଂହା ପଂଚାୟତ ସମିତି ବୁଢ଼ୀପଦର ଗ୍ରାମ ପଂଚାୟତ କୁ ପରିଦର୍ଶନ କରିବା ସହ ଖୁସିବ୍ୟକ୍ତ କରିଥିଲେ l ଏହି ସମୟ ରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀଯୁକ୍ତ ସରୋଜ ମେହେର, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଯତୀନ୍ଦ୍ର ପଟେଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟପାଣି ଉଡ୍ଡୁ, ଏବିଡ଼ିଓ କିଶୋର ମାନସିଂହ, ଏଇଇ ସିଦ୍ଧାର୍ଥ ପାଢ଼ୀ, ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ, ପିଇଓ ପ୍ରହଲ୍ଲାଦ ବେହେରା ଙ୍କ ସହିତ ପ.ସ. ଲୋଇସିଂହା ର ସମସ୍ତ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ଥିଲେ l