-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଲଡ଼ୁଗାଁ ଧାନ ମଣ୍ଡିଠାରେ ଡ଼ମ୍ବ ସମାଜ ର ୨୨ଟି ପଞ୍ଚାୟତ ର ନୂତନ ସଭାପତି ଓ କର୍ମ କର୍ତ୍ତା ମାନଙ୍କୁ ନେଇ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l

22-Sep-2025



କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଗ୍ରାମ ପଞ୍ଚାୟତ ଧାନ ମଣ୍ଡି ଠାରେ ବିଭିନ୍ନ ପଞ୍ଚାୟତ ର ସଭାପତି ଓ କର୍ମ କର୍ତ୍ତା ମାନଙ୍କୁ ନେଇ  ସ୍ୱାଗତ ସମ୍ବରଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା  lଏହି କାଯ୍ୟକ୍ରମ ରେକୋକସରା ବ୍ଲକ ଆଞ୍ଚଳିକ ଡ଼ମ୍ବ ସମାଜ ସଭାପତି ଶ୍ରୀଯୁକ୍ତ ବନମାଳୀ ବାଗ  ସଭାପତିତ୍ୱ କରି ଥିଲେ l
ଏଠାରେ ଲଡ଼ୁଗାଁ ବାବାସାହେବ  ପଡା ଠାରୁ ଆମ୍ବେଦକର ପଡ଼ାକୁ ଯାଇ ବାବାସାହେବ ଆମ୍ବେଦକର ପ୍ରତି ମୂର୍ତ୍ତି  ରେ ପୁଷ୍ପ ମାଲ୍ୟ ଅର୍ପଣ କରି ବଡ଼ ସମାରୋହ ସହ ବାଜା ବଜେଇ ଲଡ଼ୁଗାଁ ଗ୍ରାମ କୁ ପରିକ୍ରମା କରି  ଧାନମଣ୍ଡି ଠାରେ ପହଞ୍ଚି ଥିଲେ , 22ଟି ପଞ୍ଚାୟତ ରୁ ଆସିଥିବା ସଭାପତି ମାନଙ୍କୁ ଆଞ୍ଚଳିକ ଡମ୍ବ ସମାଜ ସଭାପତି ବନମାଳୀ ବାଗ,ଉତ୍ତରୀୟ ଓ  ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ l ଲଡ଼ୁଗାଁ ଗ୍ରାମ ପଞ୍ଚାୟତ ର ନୂତନ ଭାବରେ ମନୋନୀତ ହୋଇ ଥିବା ସଭାପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ଠାକୁର, ଉପ ସଭାପତି ଅକ୍ରୁର ବାଗ, ସମ୍ପାଦକ ଧ୍ୱଜ ମହା ନନ୍ଦ,ସହ ସମ୍ପାଦକ ମୋହନ ବାଗ, କୋଷାଧକ୍ଷ ଧନିଷ୍ଟ ଦୁର୍ଗା ଙ୍କୁ ସମ୍ବରଧନା କରାଯାଇଥିଲା  l ଉପ ସଭାପତି ପୁରୁଷୋତ୍ତମ ନାୟକ,ସମ୍ପାଦକ ଧବଳେଶ୍ୱର ନାଗ, ରମେଶଚନ୍ଦ୍ର ଦୁର୍ଗା,ଅଜୟ ଦୀପ, ଖଗେଶ୍ବର ପାଣିଗ୍ରାହୀ, ଗୁଣ ନିଧି ବାଗ,
 ,ପରମେଶ୍ୱର ପାଣିଗ୍ରାହୀ,ଗରୁଡ଼ ବାଗ, ରଘୁନାଥ ଖମାରୀ, ପାରେଶ୍ୱର ପାଣିଗ୍ରାହୀ, ଖେତୁ ରାମ ପାତ୍ର, ପିଙ୍କି ମହାନନ୍ଦ, ଚୂଡ଼ାମଣି ଠାକୁର, ରାମଚନ୍ଦ୍ର ପାଣିଗ୍ରାହୀ,
ଯୁଗେଶ୍ଵର ବେଶ୍ରା, ଦିଗାମ୍ବର ବେମାଲ, ରୁଦ୍ର ପ୍ରସାଦ ନାୟକ ଭୁବନେଶ୍ୱର ନାୟକ, ଡମ୍ବରୁ ଧର ଦୁର୍ଗା, ଜୟରାମ ନାଗ, ଧନୁ ଜ୍ୟ ବାଗ, ଭିକାରି ଦୁର୍ଗା, ଧନବଳ  ନିୟାଲ, ଧନବଳ ନାୟକ, ତ୍ରିନାଥ ବାଗ,ପିତାମ୍ବର ବିହାରୀ ପୁର୍ଣଚନ୍ଦ୍ର ବାଗ, ରବୀନ୍ଦ୍ର ବିହାରୀ, ଲକ୍ଷ୍ମଣ ମଙ୍ଗରାଜ, ତ୍ରିନାଥ ଠାକୁର, କଳାକାଂନୁ ବାଗ, ପଙ୍କଜ ଠାକୁର, ଗୁପ୍ତେଶ୍ୱର ଠାକୁର ଙ୍କ ସମେତ ମଞ୍ଚାସିନ ହୋଇ ସମାଜ ର  ପ୍ରତେକକାର୍ଯ୍ୟ କିପରି ଆଗକୁ ଯିବଏବଂ ମନ ମାଳିନ ନ ହୋଇ ସମସ୍ତେ ଏକତ୍ରିତ ହୋଇ ସମାଜ କୁ  ଆଗକୁ ନେବା ପାଇଁ ନିଜ ନିଜ ବକ୍ତବ୍ୟ ରେ ପରି ପ୍ରକାଶ କରିଥିଲେ l

ସମାଜର ଅନେକ ପୁରୁଷ ଓ ମହିଳା ସମାଜ ପ୍ରେମୀ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଥିଲେ । ଏଠାରେ ସମସ୍ତ ଲୋକ ଙ୍କ ପାଇଁ ଭୋଜନ ବ୍ୟବସ୍ଥା ହୋଇଥିଲା, ଶାନ୍ତି ଶୃଙ୍ଖଳା ସହିତ ସଭା କାଯ୍ୟ ହୋଇ ଥିଲା, କୋକସରା ପୋଲିସ  ମଧ୍ୟ୍ୟ ଶାନ୍ତି ଶୃଙ୍ଖଳା ରକ୍ଷ୍ୟା କରିବାରେ ସାହାଯ୍ୟ  କରିଥିଲେ l
ଉକ୍ତ ସଭାକୁ ବୈକୁଣ୍ଠ ଜାଲ ଓ ଗୋବର୍ଦ୍ଧନ ବେମାଲ 
ପରିଚାଳନା କରିଥିବାବେଳେ, 
କୈlଷିକ ଦୁରିଆ  ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like