-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
21-Sep-2025
ଭୁବନେଶ୍ବର(ପ୍ରେରଣା ଖବର): ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ ହେଇ ଥିବା ୱାଲ୍ଡ ୱାଇଡ ଓର୍ଗନାଇସ ଟ୍ରଷ୍ଟ ଏବଂ ନେସନାଲ ସାକ୍ଷରତା ମିଶନ୍ ତରଫରୁ ନାଗରିକ ସୁରକ୍ଷା କାନୁନ ସେବା ଟ୍ରଷ୍ଟ ର ଅନୁସନ୍ଧାନ ଅଧିକାରୀ ଭାବରେ କାମ କରୁଥିବା ବଲାଙ୍ଗିର ଝିଅ ସୁଶ୍ରୀ ବିନ୍ଦିଆରାଣୀ ମିଶ୍ର ଙ୍କୁ ଡକ୍ଟରେଟ ଉପାଧି ରେ ସମ୍ମାନିତ କରାଯାଇଥିଲା l ସେ ଜଣେ
ପରୋଉପୋକାରୀ ସମାଜସେବୀ ଭାବରେ ଦୀର୍ଘ ଦିନ ହେଲା ବଲାଙ୍ଗିର ଜିଲ୍ଲା ରେ ନିଜକୁ ସାମିଲ କରି ଆସୁଛନ୍ତି । ବୃତ୍ତିରେ ଜଣେ ମିଡିଆ ପର୍ସନ ଭାବରେ ସେ ପରିଚିତ l କାମ କରୁଥିବା ବଲାଙ୍ଗିର ଝିଅ ସୁଶ୍ରୀ ବିନ୍ଦିଆରାଣୀ ଏହି ଉପାଧି ଲାଭ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l