-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
07-Sep-2025
ବରପାଲି (ସୁଦାମ ଦୀପ)
ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ରେଟାମୁଣ୍ଡା କଲ୍ୟାଣ ମଣ୍ଡପ ଠାରେ ଯୁବ ଆମ୍ବେଦକର ସଂଗଠନ ତରଫରୁ ଘରର ମଇଲା ଆବର୍ଜନା ପକାଇବା ପାଇଁ 50 ଟି ପରିବାରକୂ ଡଷ୍ଟ ବିନ ବଣ୍ଟନ କରାଯାଇଥିଲା l ପରିବେଶ ପରିଷ୍କାର ପରିଚ୍ଛନ୍ନତା, ମଶାକୁ ରୋକିବା, ବିଭିନ୍ନ ଉପରେ ଆଲୋଚନା ହୋଇଥିଲା l ଏହି ଅବସରରେ ପଡାର ସମସ୍ତ ପୁରୁଷ ଓ ମହିଳା ଯୋଗ ଦେଇ ଥିଲେ l