-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ନାରୀ ସଶକ୍ତି କରଣ ପାଇଁ ମହିଳା କଲେଜ ରେ ସୁରକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ*- - - *ବିନା ଔପଚାରିକ ଶିକ୍ଷାରେ ବି ଜଣେ ସମାଜ ସୁଧାରକ ହେଇ ପାରନ୍ତି*- ଜିଲ୍ଲାପାଳ -

19-Aug-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ସୋନପୁର ଠାରେ ନାରୀ ସଶକ୍ତି କରଣ ପାଇଁ ମହିଳା ମାନଙ୍କ ର ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଓ ଭାରତ ବିକାଶ ପରିଷଦ ସୋନପୁର ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ର ସଫଳ  ହୋଇପାରିଛି l.ଫକୀର ମୋହନ କଲେଜ ବାଲେଶ୍ୱର ର ଛାତ୍ରୀ ଆତ୍ମlହୁତି ପରେ ସମଗ୍ର ଓଡିଶା ମର୍ମାହତ ,ଏଣୁ ବର୍ତମାନ ର ଛାତ୍ରୀ ଓ ନାରୀ ସମାଜ ସଚେତନ ହେବା ଅନିର୍ଵାର୍ଯ୍ୟ ମନେକରି ଏହି କାର୍ଯ୍ୟକ୍ରମ ଟି ଜିଲ୍ଲା ପୋଲିସ ସହ ଏ ସଂଗଠନ ଆୟୋଜନ କରିଛି l ଏଥିରେ ଜିଲ୍ଲାପାଳ ଡ଼ଃ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଔପଚାରିକ ଶିକ୍ଷା ଓ ସମାଜ ପାଇଁ ଲଢ଼ିବା ଦୁଇଟା ଭିନ୍ନ ଭିନ୍ନ କଥା, କାରଣ  ଅଶିକ୍ଷିତ ହେଲେ ବି  ଜଣେ ନାରୀ ସମଗ୍ର ସମାଜ କୁ ସୁରକ୍ଷା ଦେବାରେ ବଳିଷ୍ଠ ଭୂମିକା ନିଭାଇ ପାରେ  ବୋଲି  ଜିଲ୍ଲାପାଳ କୋଡ଼ିଏ ବର୍ଷ ତଳେ ଏକ ମନ୍ଦିର ରେ ଘଟିଥିବା ନିଜ ମା ଙ୍କ ଏକ ସୁନ୍ଦର ଉଦାହରଣ ଦେଇ ଝିଅ ମାନଙ୍କ   ଆତ୍ମ ବିଶ୍ୱାସ ବଢାଇ ଥିଲେ l ତାଙ୍କ ମା ମନ୍ଦିର ଦର୍ଶନ ଓ ଧ୍ୟାନ କରୁଥିବା ବେଳେ ଜଣେ ବିଧବା ମହିଳା ଙ୍କୁ ମନ୍ଦିର ପ୍ରବେଶ ପାଇଁ ପୂଜକ ବାରଣ କରିଥିବା ବେଳେ ମା ଙ୍କୁ ଏ କଥା ଖୁବ୍ ଆଘାତ କରିଥିଲା, ଶେଷରେ ସେ ମନ୍ଦିର ରେ କିଛି ଦିନ ଅଧିଆ ପଡ଼ି ବିଧବା ମହିଳା ପାଇଁ ଜିଦ୍ କରି ସମାଜ ଆଗରେ ଗ୍ରହଣୀୟ କରାଇଥିଲେ ବୋଲି ଜିଲ୍ଲାପାଳ ନିଜ ମା ଙ୍କ ଉଦାହରଣ ଦେଇ ଥିଲେ l ଓ ପୁଅ ନ ଥିଲେ ଗୋଟେ ଝିଅ ବି ବାପା ମା ଙ୍କ କାନ୍ଧ ଦେଇ ପାରେ ମୁଖାଗ୍ନି ଦେଇପାରେ ବୋଲି କହି ନାରୀ  କୌଣସି ଗୁଣରେ ରେ କମ୍ ନୁହନ୍ତି ଜଣେ ଅଶିକ୍ଷିତ ପୁରୁଷ ବା ନାରୀ ସମାଜ ପରିବର୍ତ୍ତନ କ୍ଷେତ୍ରରେ ବହୁତ୍ କିଛି କରିପାରେ ବୋଲି ଡଃ ସାହୁ ମତ ରଖି ଥିଲେ l  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ କୁ ସୁରକ୍ଷା ଦେବା ନାରୀ  ପ୍ରଥମେ ସାହସ ଯୋଟାଇବା, ଆତ୍ମ ବିଶ୍ୱାସ ରଖିବା ଜରୁରୀ ବୋଲି କହି ପ୍ରତ୍ୟେକ କ୍ଷେତ୍ରରେ ପୋଲିସ ବା ଆଇନ୍ ର ଆଶ୍ରୟ ନେବା କୁ ଓ ତାଙ୍କୁ ସୁରକ୍ଷା ଦେବା ଆମ ସମସ୍ତ ଙ୍କ ଦାୟିତ୍ବ କର୍ତ୍ତବ୍ୟ ବୋଲି ଏସପି ଶ୍ରୀ ନାୟକ କହି ଥିଲେ l  ଦୁର୍ଯୋଧନ ସାହୁ ସଭାପତି ଭାରତ ବିକାଶ ପରିଷଦ ଓ ଶ୍ରୀମତୀ ରିତାରାଣୀ ପୂଜହାରୀ ଅଧ୍ୟକ୍ଷା ବିଜୁପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ମଞ୍ଚlସିନ  ରହି  ନାରୀ ସମାଜ ପାଇଁ ବନ୍ଦନୀୟ ବୋଲି ମତ ରଖି ଥିଲେ l ସଭାପତି ଭାରତ ବିକାଶ ପରିଷଦ
 ଶ୍ରୀ ଦୁର୍ୟୋଧନ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ମଦନ ସୁନ୍ଦର ଖେତି ସଭା ପରିଚାଳନା କରିଥିଲେ l. ମହିଳା ମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି, ଆଇନ ସଚେତନତା ଏବଂ ସେମାନଙ୍କ ଅଧିକାର ଓ କର୍ତ୍ତବ୍ୟ କୁ ଅବଗତ କରାଇବା ସକାଶେ ଏହି କାର୍ଯ୍ୟକ୍ରମ ରେ ପାଞ୍ଚ ଜଣ ମହିଳା ଡି ଏସ ପି ରେଣୁକା ସୁନା, ରାଜେଶ୍ୱରୀ ଭୋଇ, ପ୍ରମୁଖ ଙ୍କ ସହ ଅଧ୍ୟାପିକା ତଥା ସମାଜ ସେଵୀ ସୁନନ୍ଦା ସାହୁ ଆଇନଜୀବୀ ନନ୍ଦିନୀ ଶତପଥୀ ଆଇନଜୀବୀ ମଧୁମିତା ପରମ ଗୁରୁ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ସନ୍ଦେହ ଦୂର କରିଥିଲେ. I ଭାରତ ବିକାଶ ପରିଷଦ ର ସଦସ୍ୟ  କ୍ଷୀରୋଦ ମେହେର,କବିତା ପଧାନ,ଶ୍ରଦ୍ଧlଞ୍ଜଳି ମିଶ୍ର, ପ୍ରମୋଦ କୁମାର ସାହୁ,ଦାମୋଦର ପଣ୍ଡା, ଜ୍ୟୋତିର୍ମୟ ମିଶ୍ର,ପଦ୍ମଲୋଚନ ମିଶ୍ର, ପ୍ରତିମା ରଥ, ହରିଶଙ୍କର ମିଶ୍ର, ଲଷ୍ମୀ ପ୍ରିୟା ପାଣିଗ୍ରାହୀ ଗୀତାଞ୍ଜଳି ମିଶ୍ର ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ l କଲେଜ୍ ଛାତ୍ରୀ ଙ୍କ ଦ୍ବାରା ନାରୀ ସଶକ୍ତି କରଣ ଓ ସଚେତନତା ଉପରେ ପରିବେଷିତ ସମ୍ବଲପୁରୀ ନାଟିକା *ମୁଇଁ ବି ଝି* ର  ନିଖୁଣ ଅଭିନୟ ଅତିଥି ଓ ଛାତ୍ରୀ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା l  l ଜିଲ୍ଲାପାଳ ଓ ଏସପି ଙ୍କୁ କଲେଜ୍ ଛାତ୍ରୀ ଙ୍କ ଦ୍ଵାରା ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l କାର୍ଯ୍ୟକ୍ରମ ଟି ବନ୍ଦେ ମାତରମ ଗାନ ସହିତ ଆରମ୍ଭ ହୋଇ ଜାତୀୟ ସଂଗୀତ ଗାନ ରେ ଶେଷ କରାଯାଇଥିଲା , ଶେଷରେ ସ୍ମିତା ରାଣୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like