-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
14-Aug-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା କଲେଜ ଛାତ୍ରୀଙ୍କ ଦ୍ୱାରା ସହର ରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇ ଯାଇଛି l କଲେଜ୍ ପରିସର ରୁ ଗଙ୍ଗାଧର ଛକ, ବିଜୁ ପଟ୍ଟନାୟକ ଛକ, ବସ ଷ୍ଟାଣ୍ଡ, ନଳିନୀ ଛକ ଡେଲି ମାର୍କେଟ ଦେଇ ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଥିଲା ଲ ଏହି କାର୍ଯ୍ୟକ୍ରମ ରେ କଲେଜ୍ ର ଦୁଇ ଶହ ରୁ ଉର୍ଦ୍ଧ୍ବ ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ସାମିଲ ହୋଇ ସମାଜ କୁ ସାରା ଭାରତ କୁ ଏକତା ଅଖଣ୍ଡତା ର ବାର୍ତ୍ତା ପ୍ରଦାନ କରିଥିଲେ l କଲେଜ୍ ଅଧ୍ୟକ୍ଷା ରିତା ରାଣୀ ପୁଝାରୀ, ଅଧ୍ୟାପକ ମଦନ ସୁନ୍ଦର କ୍ଷେତି, ପୂର୍ଣ୍ଣିମା ମିଶ୍ର, ମଞ୍ଜୁ ରାଣୀ ସିଂହ, ଦୁଃଖିଶ୍ୟମ ମେହେର, କ୍ଷୀରୋଦ ମେହେର, ଅନ୍ତର୍ଯ୍ୟାମୀ ମିଶ୍ର, ମଦନ ପଣ୍ଡା, ସୁଦାମ ସାହୁ, ରଞ୍ଜିତା ମିଶ୍ର, ମିତାଶ୍ରୀ ବାରିକ, ଚେର ବୁଇ ହୋତା, ପ୍ରଭାସିନୀ ରଥ, ସଞ୍ଜୀବ ହୋତା , କର୍ମଚାରୀ ମିତ୍ର, ପ୍ରଦୀପ୍ତ, ଲିପି, କୁନି, ମାଧବୀ ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l