-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
14-Aug-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ଏନଏଏସିରେ ନିଶା ମୁକ୍ତ ଭାରତ ଗଠନ ଓ ସ୍ୱଚ୍ଛତା ଅଭିଯାନ ସଫଳ ନେଇ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସୁବାସ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରର ଶକ୍ତି ଓ ସମାଜର ବିକାଶରେ ଆଜିର ଯୁବପିଡିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ନିଶା ମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇ ସଫଳ କରିବାକୁ କହିଥିଲେ ।ସେହିପରି ଅଞ୍ଚଳକୁ ନିଶା ମୁକ୍ତ କରିବା ସହିତ ପରିବେଶର ସୁରକ୍ଷା ପାଇଁ ସ୍ୱଚ୍ଛତା ଆଣିବା ଦରକାର ବୋଲି ଉପସ୍ଥିତ ସମସ୍ତ କର୍ମଚାରୀ ଶପଥପାଠ କରିଥିଲେ ।