-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
25-Jul-2025
ବରଗଡ଼(ପ୍ରେରଣା ଖବର): ବରଗଡ଼ ରେଲୱେ ଷ୍ଟେସନ ଠାରେ ଶ୍ରୀ ଶ୍ୟାମ ନିଶାନା ଟ୍ରଷ୍ଟର ସଭାପତି ପ୍ରଦୀପ ଅଗ୍ରୱାଲ, ମୟଙ୍କ ଅଗ୍ରୱାଲ ଓ ଶ୍ରୀ ଶ୍ୟାମଜୀ ସେବା ମଣ୍ଡଳ ଟ୍ରଷ୍ଟର ସମସ୍ତ ସଦସ୍ୟ ସଦସ୍ୟାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିଶୁଳ୍କ ଭୋଜନ ସେବା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶତାଧିକ ଭକ୍ତ ଭୋଜନ ଗ୍ରହଣ କରିଥିଲେ । ଏହି ଦିବସରେ ଟ୍ରଷ୍ଟ ର ମହିଳା ସଦସ୍ୟା ମାନେ ସକ୍ରିୟ ସହଯୋଗ କରିଥିଲେ ।