-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||     

HOME   ରାଜ୍ୟ

ଲୋକଙ୍କୁ ପ୍ରତାରଣା କରିବାରେ ରେକର୍ଡ କରୁଛି ଡବଲ ଇଞ୍ଜିନ ସରକାର- କଂଗ୍ରେସ ବିଧାୟକ ଦଳ ନେତା

20-Jun-2025



ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେପିକୁ କାଉଣ୍ଟର୍ କଲା କଂଗ୍ରେସ: ବର୍ଷ ଏକ ପ୍ରତାରଣା ଅନେକ 

ବଲାଙ୍ଗିର(ପ୍ରେରଣା ଖବର)ରାଜ୍ୟରେ ଏକ ବର୍ଷର ଡବଲ ଇଞ୍ଜିନ ସରକାର ଠାରୁ ରାଜ୍ୟବାସୀ ଅନେକ ଆଶା କରିଥିଲେ । କାରଣ ନିର୍ବାଚନ ପୂର୍ବରୁ ବିଜେପି ସରକାରକୁ ଆସିବା ପାଇଁ ଅନେକ ପ୍ରତିଶୃତି ଦେଇଥିଲା। ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶିଳତା ହେଉ କି ଚିଟ ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ସବୁ ଥିରେ ଫେଲ୍ ମାରିଛି ଡବଲ୍ ଇଞ୍ଜିନ । ସୁଭଦ୍ରା ଯୋଜନା ତଥା ନକହିଲେ ଭଲ । ଦୁଇ ବର୍ଷରେ ରାଜ୍ୟର ସମସ୍ତ ମହିଳା ଙ୍କୁ ୫୦ହଜାର ଟଙ୍କାର ଭାଉଚର ଦେବାର ପ୍ରତିଶୃତି ଦେଇ ବର୍ଷ ପରେ ୫ହଜାରର ଦୁଇଟି କିସ୍ତି ପ୍ରଦାନ କରି ମହିଳାଙ୍କୁ କରିଛି ପ୍ରତାରଣା । ମହିଳାଙ୍କୁ ସୁରକ୍ଷା ପରିବର୍ତ୍ତେ ଗ୍ୟାଙ୍ଗ ର‌୍ୟାପ୍ ଏବଂ ଶିଶୁ ମହିଳାଙ୍କ ନିଖୋଜ ସଂଖ୍ୟା ଏପରି ବଢିଛି ଯେ ଛୋଟ ଛୁଆ ଓ ମହିଳାମାନେ ଘରୁ ବାହାରୁକୁ ବାହାରିବା ପାଇଁ ଡରିଲେଣି । ତେଣୁ ଏ ଡବଲ ଇଞ୍ଜିନ ସରକାର ଲୋକଙ୍କ ହିତ କରିବା ପରିବର୍ତ୍ତେ ଏକ ବର୍ଷ ଭିତରେ ଅନେକ ପ୍ରତାରଣା କରିଛି ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କଡାମ୍ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର 

ବିରୁଦ୍ଧରେ ଗର୍ଜିଛନ୍ତି । ଶ୍ରୀ କାଡାମ୍ ଆହୁରି ମଧ୍ୟ କହିଛନ୍ତି ଯେ ଆଦିବାସୀଙ୍କ ନାଁ ନେଇ ବିଜେପି ସରକାର ଆଦିବାସୀଙ୍କୁ ଶୋଷଣ କରୁଛନ୍ତି । ଜଳ, ଜଙ୍ଗଲ, ଜମିରେ ଥିବା ଆଦିବାସୀଙ୍କ ଅଧିକାରରୁ ଆଦିବାସୀଙ୍କୁ ବଂଚିତ କରୁଛନ୍ତି। ଦୁର୍ନୀତି ବିରୁଦ୍ଧରେ ଶୂନ୍ୟସହନଶିଳତା ନାରା ଦେଉଥିବା ସରକାର ଖୋଦ୍ ଦୁର୍ନୀତି କରୁଛନ୍ତି । ଗରିବଙ୍କୁ ୩୦୦ ୟୁନିଟର ବିଜୁଳି ପ୍ରଦାନରେ ବିଜେପି ପ୍ରତାରଣ କରିଛି । ତେଣୁ ଆଗାମୀ ଦିନରେ କଂଗ୍ରେସ ଏହି ପ୍ରତାରଣା ଉଚିତ ଜବାବ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ କହିଥିଲେ। ପ୍ରାରମ୍ଭରେ ଆଜି ଗତ ନିର୍ବାଚନରେ କଂଗ୍ରେସ ଦଳର ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଥିବା କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର ସାମ୍ବାଦିକ ସମ୍ମିଳନୀର ପ୍ରାରମ୍ଭିକ ସୂଚନା ଦେବା ସହ ଏ ଡବଲ ଇଞ୍ଜିନ ସରକାର କିପରି ଗରିବଙ୍କୁ ନା ନେଇ ପୁଞ୍ଜିପତିଙ୍କ ପାଇଁ କାମ କରୁଛି ନିଜ ବକ୍ତବ୍ୟରେ କହିଥିଲେ ତାସହ ସେ ବଲାଙ୍ଗିର ନିର୍ବାଚନମଣ୍ଡଳୀ ସଂପର୍କରେ ସେ କହିଥିଲେ ଏଠାରେ ମଧ୍ୟ ଲୋକଙ୍କୁ ଅପରାଧ ମୁକ୍ତ ବଲାଙ୍ଗିର, ଯୁବକମାନଙ୍କୁ ରୋଜଗାର, ମହିଳାମାନଙ୍କ ସୁରକ୍ଷା, ବନ୍ଧକଟାର ଉନ୍ନତିକରଣ, ସମସ୍ତ ୱାର୍ଡରେ ପାର୍କ ଓ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନର ନିର୍ବାଚନି ପ୍ରତିଶୃତି ଦେଇ ଥିଲେ । ଆଜି ମୋର ଅନୁରୋଧ ଗୋଟିଏ ବର୍ଷ ଭିତରେ ଏ ସବୁ ପ୍ରତିଶୃତିରୁ କଣ ସବୁ ପୁରଣ କରିଛନ୍ତି ଜନସାଧାରଣ ତାଙ୍କୁ ପ୍ରଶ୍ନ କରନ୍ତୁ। ସମରେନ୍ଦ୍ର ଆହୁରି ମଧ୍ୟ କହିଥିଲେ ଯେ ଲୋକଙ୍କୁ ଖାଦ୍ୟ, ପାଣି, ନିରାପତ୍ତା, ସାମାଜିକ ସୁରକ୍ଷା ପ୍ରଦାନ କରିବା ସରକାରର ପ୍ରଧାନ କର୍ତ୍ତବ୍ୟ କିନ୍ତୁ ଏହି ମୂଳ କର୍ତ୍ତବ୍ୟରୁ ଏହି ଡବଲ ଇଞ୍ଜିନ ଲାଇନଚ୍ୟୁତ ହେଉଛି। ରାଜ୍ୟ ଓ ଦେଶକୁ ଏହି ଡବଲ ଇଞ୍ଜିନ ଆହୁରି ଆଗକୁ ନେବା ଜାଗାରେ ବହୁତ ପଛକୁ ନେଇଯାଉଛି ବୋଲି ସେ ଅଭିଯୋଗ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ବିଜେପି 'ଘର ଘର ଜଲ ଘର ଘର ନଲ' ନାରାକୁ ସମ୍ପୁର୍ଣ୍ଣ ଫେଲ ବୋଲି କହିଥିଲେ କାରଣ ଯଦି ପ୍ରକୃତରେ ବିଜେପି ସରକାର ଲୋକଙ୍କୁ ଶୁଦ୍ଧପାନୀୟ ଜଳ ଦେବାରେ ପ୍ରତିଶୃତିବଦ୍ଧ ତେବେ ଯାଜପୁର ସମେତ ଅନ୍ୟ ୧୦ଟି ଜିଲ୍ଲାରେ କାହିଁକି ହଇଜା ବ୍ୟାପିଛି ବୋଲି ସେ ପ୍ରଶ୍ନ କରିଥିଲେ । ବଲାଙ୍ଗିର ଲୋକଙ୍କୁ ଲୋୟର ସୁକତେଲ ଭଳିଆ ଜଳସେଚନ ପ୍ରକଳ୍ପରୁ ପାଣିଦେବା ବଦଳରେ ତାର ଅବିବାହିକାରେ ଥିବା ଖଣିକୁ ବେଆଇନ ଭାବରେ ପୁଞ୍ଜିପତିଙ୍କୁ ଟେକି ଦେବାର ସମସ୍ତ ରାସ୍ତା ତିଆରି ହୋଇସାରିଲାଣି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ । ଏହା ସହ ବିଧାନସଭାରେ ଲୋକଙ୍କ ଦାବି ତଥା ମହିଳା ସୁରକ୍ଷାକୁ ନେଇ ଆନ୍ଦୋଳନ ବେଳେ ନିଳମ୍ବନ କରାଯାଇଥିବା ଘଟଣା କଂଗ୍ରେସ ବିଧାୟକ ତଥା କଂଗ୍ରେସ କର୍ମୀଙ୍କୁ ଆାଗାମୀ ଦିନରେ ଲୋକଙ୍କ ପାଇଁ 

ଲଢେଇ ରେ ଆହୁରି ବଳ ଯୋଗାଇବ ବୋଲି କୁହାଯାଇଥିଲା । ବିନା ପଲ୍ଲିସଭା ଗ୍ରାମ ସଭାରେ ଜଙ୍ଗଲ ଜମିକୁ ପୁଞ୍ଜିପତିଙ୍କୁ ହସ୍ତାନ୍ତର କରାଯିବାର ଶଡଯନ୍ତ୍ରକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କଂଗ୍ରେସ ନେତାମାନେ କହିଥିଲେ । ଗୋପାଳପୁର ବେଳାଭୂମିରେ ହୋଇଥିବା ଗ୍ୟାଙ୍ଗ ରେପ୍ ସରକାରଙ୍କ ନାରୀ ସୁରକ୍ଷା ପ୍ରତି ଏକ ବଡ ପ୍ରଶ୍ନବାଚୀ ବୋଲି ସୂଚନା ଦେବା ସହ ଡବଲ ଇଞ୍ଜିନ ସରକାର ଦେଇଥିବା ୨୩ କୋଟି ନିର୍ବାଚନୀ ପ୍ରତିଶୃତି କିପରି ପ୍ରତାରଣାରେ ପରିଣତ ହୋଇଛି ତାର ଏକ ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ନନ୍ଦ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରି ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଟିଟିଲାଗଡ ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ବାଗ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ କୁମ୍ଭାର, କଂଗ୍ରେସ ଦଳର ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ରାଉତ ମଂଚାସିନ ଥିବା ବେଳେ ଚାଷିନେତା ସମରେନ୍ଦ୍ର ମିଶ୍ର, ବୁଲୁ ଦାନୀ, ଅଙ୍କିତ ସାହୁ, ଜୁଲୁ ପଟ୍ଟନାୟକ, ଅଭିନାଶ ସାଏ, ରୋଶନ ମିଶ୍ର, ଲୋପନ ମିଶ୍ର, କୈଳାସ ମିଶ୍ର, ମହିଳା ସଭାନେତ୍ରି ମିଲନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026

You Might Also Like