-+91-9937148622 |

prerana_bgr@rediffmail.com |

  Friday 26th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ    (25-Jun-2026)       ||      ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   (25-Jun-2026)       ||      ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି   (25-Jun-2026)       ||      ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ    (25-Jun-2026)       ||      ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   (25-Jun-2026)       ||      ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   (25-Jun-2026)       ||      ୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ    (25-Jun-2026)       ||      ଫଟାବାହାଲ ସ୍କୁଲ ପଡାରେ ବିଜୁଳି ସମସ୍ୟା♦️ ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ   (25-Jun-2026)       ||      ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର    (25-Jun-2026)       ||      ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ   (25-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ   (25-Jun-2026)       ||      କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର    (25-Jun-2026)       ||      ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ    (25-Jun-2026)       ||      ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||     

HOME   ରାଜ୍ୟ

ବର୍ଷ ଏକ ପ୍ରତାରଣା ଅନେକ - ସାମ୍ବାଦିକ ସମ୍ମିଳନୀ ଲୋକଙ୍କୁ ପ୍ରତାରଣା କରିବାରେ ରେକର୍ଡ କରୁଛି ଡବଲ ଇଞ୍ଜିନ ସରକାର- କଂଗ୍ରେସ ବିଧାୟକ ଦଳ ନେତା

20-Jun-2025



ବଲାଙ୍ଗିର(ପ୍ରେରଣା ଖବର) ରାଜ୍ୟରେ ଏକ ବର୍ଷର ଡବଲ ଇଞ୍ଜିନ ସରକାର ଠାରୁ ରାଜ୍ୟବାସୀ ଅନେକ ଆଶା କରିଥିଲେ । କାରଣ ନିର୍ବାଚନ ପୂର୍ବରୁ ବିଜେପି ସରକାର କୁ ଆସିବା ପାଇଁ ଅନେକ ପ୍ରତିଶୃତି ଦେଇଥିଲା । ଦୁର୍ନିତି ବିରୁଦ୍ଧରେ ସୂନ୍ୟ ସହନଶିଳତା ହେଉ କି ଚିଟ ଫଣ୍ଡ ଜମାକାରି ଙ୍କୁ ଟଙ୍କା ଫେରସ୍ତ ସବୁ ଥିରେ ଫେଲ ମାରିଛି ଡବଲ ଇଞ୍ଜିନ । ସୁଭଦ୍ରା ଯୋଜନା ତଥା ନକହିଲେ ଭଲ । ଦୁଇ ବର୍ଷରେ ରାଜ୍ୟର ସମସ୍ତ ମହିଳାଙ୍କୁ ୫୦ହଜାର ଟଙ୍କାର ଫାଉଚର ଦେବାର ପ୍ରତିଶୃତି ଦେଇ ବର୍ଷ ପରେ ୫ହଜାର ର ଦୁଇଟି କିସ୍ତି ପ୍ରଦାନ କରି ମହିଳାଙ୍କୁ କରିଛି ପ୍ରତାରଣା । ମହିଳାଙ୍କୁ ସୁରକ୍ଷା ପରିବର୍ତ୍ତେ ଗ୍ୟାଙ୍ଗ ର‌୍ୟାପ୍ ଏବଂ ଶିଶୁ ମହିଳା ଙ୍କ ନିଖୋଜ ସଂଖ୍ୟା ଏପରି ବଢିଛି ଯେ ଛୋଟ ଛୁଆ ଓ ମହିଳାମାନେ ଘରୁ ବାହାରୁକୁ ବାହାରିବା ପାଇଁ ଡରିଲେଣି । ତେଣୁ ଏ ଡବଲ ଇଞ୍ଜିନ ସରକାର ଲୋକଙ୍କ ହିତ କରିବା ପରିବର୍ତ୍ତେ ଏକ ବର୍ଷ ଭିତରେ ଅନେକ ପ୍ରତାରଣା କରିଛି ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କଡାମ୍

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ଗର୍ଜିଛନ୍ତି । ଶ୍ରୀ କାଡାମ୍ ଆହୁରି ମଧ୍ୟ କହିଛନ୍ତି ଯେ ଆଦିବାସୀଙ୍କ ନାଁ ନେଇ ବିଜେପି ସରକାର ଆଦିବାସୀଙ୍କୁ ଶୋଷଣ କରୁଛନ୍ତି । ଜଳ, ଜଙ୍ଗଲ, ଜମି ରେ ଥିବା ଆଦିବାସୀଙ୍କ ଅଧିକାର ରୁ ଆଦିବାସୀଙ୍କୁ ବଂଚିତ କରୁଛନ୍ତି । ଦୁର୍ନିତି ବିରୁଦ୍ଧରେ ଶୂନ୍ୟ ସହନଶିଳତା ନାରା ଦେଉଥିବା ସରକାର ଖୁଦ୍ ଦୁର୍ନିତି କରୁଛନ୍ତି । ଗରିବଙ୍କୁ ୩୦୦ ୟୁନିଟ ର ବିଜୁଳି ପ୍ରଦାନ ରେ ବିଜେପି ପ୍ରତାରଣ କରିଛି । ତେଣୁ ଆଗାମୀ ଦିନରେ କଂଗ୍ରେସ ଏହି ପ୍ରତାରଣା ଉଚିତ ଜବାବ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ କହିଥିଲେ । ପ୍ରାରମ୍ଭରେ ଆଜି ଗତ ନିର୍ବାଚନରେ କଂଗ୍ରେସ ଦଳର ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଥିବା କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର ସାମ୍ବାଦିକ ସମ୍ମିଳନୀର ପ୍ରାରମ୍ଭିକ ସୂଚନା ଦେବା ସହ ଏ ଡବଲ ଇଞ୍ଜିନ ସରକାର କିପରି ଗରିବ ଙ୍କୁ ନା ନେଇ ପୁଞ୍ଜିପତିଙ୍କ ପାଇଁ କାମ କରୁଛି ନିଜ ବକ୍ତବ୍ୟରେ କହିଥିଲେ ତା ସହ ସେ ବଲାଙ୍ଗିର ନିର୍ବାଚନ ମଣ୍ଡଳି ସଂପର୍କରେ ସେ କହିଥିଲେ ଏଠାରେ ମଧ୍ୟ ଲୋକଙ୍କୁ ଅପରାଧ ମୁକ୍ତ ବଲାଙ୍ଗିର, ଯୁବକମାନଙ୍କୁ ରୋଜଗାର, ମହିଳାମାନଙ୍କ ସୁରକ୍ଷା, ବନ୍ଧକଟାର ଉନ୍ନତି କରଣ, ସମସ୍ତ ୱାର୍ଡରେ ପାର୍କ ଓ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନର ନିର୍ବାଚନି ପ୍ରତିଶୃତି ଦେଇଥିଲେ । ଆଜି ମୋର ଅନୁରୋଧ ଗୋଟିଏ ବର୍ଷ ଭିତରେ ଏ ସବୁ ପ୍ରତିଶୃତିରୁ କଣ ସବୁ ପୁରଣ କରିଛନ୍ତି ଜନସାଧାରଣ ତାଙ୍କୁ ପ୍ରଶ୍ନ କରନ୍ତୁ । ସମରେନ୍ଦ୍ର ଆହୁରି ମଧ୍ୟ କହିଥିଲେ ଯେ ଲୋକଙ୍କୁ ଖାଦ୍ୟ, ପାଣି, ନିରାପତ୍ତା, ସାମାଜିକ ସୁରକ୍ଷା ପ୍ରଦାନ କରିବା ସରକାର ର ପ୍ରଧାନ କର୍ତ୍ତବ୍ୟ କିନ୍ତୁ ଏହି ମୂଳ କର୍ତ୍ତବ୍ୟରୁ ଏହି ଡବଲ ଇଞ୍ଜିନ ଲାଇନଚ୍ୟୁତ ହେଉଛି । ରାଜ୍ୟ ଓ ଦେଶକୁ ଏହି ଡବଲ ଇଞ୍ଜିନ ଆହୁରି ଆଗକୁ ନେବା ଜାଗାରେ ବହୁତ ପଛକୁ ନେଇଯାଉଛି ବୋଲି ସେ ଅଭିଯୋଗ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ବିଜେପି ଘର ଘର ଜଲ ଘର ଘର ନଲ ନାରାକୁ ସମ୍ପୁର୍ଣ୍ଣ ଫେଲ ବୋଲି କହିଥିଲେ କାରଣ ଯଦି ପ୍ରକୃତରେ ବିଜେପି ସରକାର ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଦେବାରେ ପ୍ରତିଶୃତିବଦ୍ଧ ତେବେ ଆଜି ଯାଜପୁର ସମେତ ଅନ୍ୟ ୧୦ଟି ଜିଲ୍ଲାରେ କାହିଁକି ହଇଜା ବ୍ୟାପିଛି ବୋଲି ସେ ପ୍ରଶ୍ନ କରିଥିଲେ । ବଲାଙ୍ଗିର ଲୋକଙ୍କୁ ଲୋୟର ସୁକତେଲ ଭଳିଆ ଜଳସେଚନ ପ୍ରକଳ୍ପରୁ ପାଣିଦେବା ବଦଳରେ ତାର ଅବିବାହିକାରେ ଥିବା ଖଣିକୁ ବେଆଇନ ଭାବରେ ପୁଞ୍ଜିପତିଙ୍କୁ ଟେକି ଦେବାର ସମସ୍ତ ରାସ୍ତା ତିଆରି ହୋଇସାରିଲାଣି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ । ଏହା ସହ ବିଧାନସଭାରେ ଲୋକ ଙ୍କ ଦାବି ତଥା ମହିଳା ସୁରକ୍ଷାକୁ ନେଇ ଆନ୍ଦୋଳନ ବେଳେ ନିଳମ୍ବନ କରାଯାଇଥିବା ଘଟଣା କଂଗ୍ରେସ ବିଧାୟକ ତଥା କଂଗ୍ରେସ କର୍ମୀଙ୍କୁ

ଆଗାମୀ ଦିନରେ ଲୋକଙ୍କ ପାଇଁ ଲଢେଇ ରେ ଆହୁରି ବଳ ଯୋଗାଇବ ବୋଲି କୁହାଯାଇଥିଲା । ବିନା ପଲ୍ଲିସଭା ଗ୍ରାମ ସଭାରେ ଜଙ୍ଗଲ ଜମି କୁ ପୁଞ୍ଜିପତିଙ୍କୁ ହସ୍ତାନ୍ତର କରାଯିବାର ଶଡଯନ୍ତ୍ରକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କଂଗ୍ରେସ ନେତାମାନେ କହିଥିଲେ । ଗୋପାଳପୁର ବେଳାଭୂମିରେ ହୋଇଥିବା ଗ୍ୟାଙ୍ଗ ରେପ୍ ସରକାରଙ୍କ ନାରୀ ସୁରକ୍ଷା ପ୍ରତି ଏକ ବଡ ପ୍ରଶ୍ନବାଚୀ ବୋଲି ସୂଚନା ଦେବା ସହ ଡବଲ ଇଞ୍ଜିନ ସରକାର ଦେଇଥିବା ୨୩ କୋଟି ନିର୍ବାଚନୀ ପ୍ରତିଶୃତି କିପରି ପ୍ରତାରଣାରେ ପରିଣତ ହୋଇଛି ତାର ଏକ ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ନନ୍ଦ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରି ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଟିଟିଲାଗଡ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ କୁମ୍ଭାର, କଂଗ୍ରେସ ଦଳର ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ରାଉତ ମଂଚାସିନ ଥିବା ବେଳେ ଚାଷିନେତା ସମରେନ୍ଦ୍ର ମିଶ୍ର, ବୁଲୁ ଦାନୀ, ଅଙ୍କିତ ସାହୁ, ଜୁଲୁ ପଟ୍ଟନାୟକ, ଅଭିନାଶ ସାଏ, ରୋଶନ ମିଶ୍ର, ଲୋପନ ମିଶ୍ର, କୈଳାସ ମିଶ୍ର, ମହିଳା ସଭାନେତ୍ରି ମିଲନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ   25-Jun-2026
  ଜିଲ୍ଲା  
ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   25-Jun-2026
  ଜିଲ୍ଲା  
ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି   25-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   25-Jun-2026
  ଜିଲ୍ଲା  
ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   25-Jun-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   25-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   25-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   25-Jun-2026
  ରାଜ୍ୟ  
ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   25-Jun-2026

You Might Also Like