-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
23-Jan-2021
ବଲାଙ୍ଗୀର: (ପ୍ରେରଣା ଖବର) ପାଟଣାଗଡ଼ ଶାନ୍ତିପୁର ଗାଁରେ ଡକାୟତି । ବୋମା ଓ ମାରଣାସ୍ତ୍ର ଦେଖାଇ ଜଣକ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୂଟ ଅଭିଯୋଗ । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ । ୪ଜଣ ଦୃବୁତ୍ତ ଭୟଭୀତ କରି ଲୂଟ କରିଥିବା ଅଭିଯୋଗ ।