-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
12-Jun-2025
ସିନାପାଲି ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ଯୁବକ ଙ୍କୁ ନିଜ ଗାଡ଼ି ରେ ନେଇ ହସ୍ପିଟାଲ ରେ ଭର୍ତି କରି ମହାନତା ଦେଖାଇଲେ ସିନାପାଲି ତହସିଲଦାର ଉପାଞ୍ଜଳି ମାଝୀ l ଚଟିଆଗୁଡ଼ା ନିକଟ ବିଜୁ ଏକ୍ସପ୍ରେସ ରାସ୍ତାରେ ଜଣେ ବାଇକ ଆରୋହୀ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ରେ ପଡ଼ିଥିଲେ, ସେହି ବାଟ ଦେଇ ଅଫିସ ଗାଡ଼ି ରେ ଆସୁଥିବା ସିନାପାଲି ତହସିଲଦାର ଉପାଞ୍ଜଳି ମାଝୀ ଗାଡ଼ି ରେ ସିନାପାଳୀ ହସ୍ପିଟାଲ ରେ ଭର୍ତି କରିଥିଲେ l ଦୁର୍ଘଟଣା ଗ୍ରସ୍ତ ଯୁବକ ଜଣ ଗୁରୁତର ଥିବା ଜଣା ପଡିଛି l ତହସିଲଦାର ଙ୍କ ଏଭଳି ମହତ କାମ ନେଇ ସମସ୍ତେ ପ୍ରଶଂସା କରିଛନ୍ତି l
(ପରମେଶ୍ଵର ମେହେର୍ ଙ୍କ ରିପୋର୍ଟ)