-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||     

HOME   ଜିଲ୍ଲା

ଶ୍ରୀ ନୀଳକଣ୍ଠେଶ୍ଵର ବାବା ଓ ମାତା ପାର୍ବତୀ ଙ୍କ ବିବାହ ସମ୍ପନ୍ନ: ମନ୍ଦିର କୁ ଫେରିଲେ ଦେବ ଦମ୍ପତି

02-Jun-2025




ତରଭା(କପିଳାସ ସେଠ ) ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ନିରାଡ଼ମ୍ବର ଭାବ ରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀ ଙ୍କ ବିବାହ ସମ୍ପନ୍ନ ହୋଇ ଯାଇଛି I ଶନିବାର ପୂର୍ବାହ୍ନ ରେ ମହାଦେବ ଓ ମାତା ପାର୍ବତୀ ଙ୍କ ସାରାଦି,ମଙ୍ଗଳିକ କାର୍ଯ୍ୟ ସହ ମଙ୍ଗଳନ କାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା ମଙ୍ଗଳନ କାର୍ଯ୍ୟ ରେ ରଥପଡା  ଭାଗବତ ରାଧା କୃଷ୍ଣ ମନ୍ଦିର ପୂଜକ ଗୋପାଳ କୃଷ୍ଣ ମିଶ୍ର, ମୂନେଶ ମେହେର, ସୁଶାନ୍ତ ନାଏକ, ରାଜେନ୍ଦ୍ର ମିଶ୍ର ନେତୃତ୍ୱ  ଅଞ୍ଚଳର ଶ୍ରାଦ୍ଧଲୁ ଶତାଧିକ ମହିଳା ଓ ପୁରୁଷ ଶିବ ଓ ପାର୍ବତୀ ଙ୍କ ମଙ୍ଗଳନ କାର୍ଯ୍ୟ ଯୋଗଦାନ କରି ପ୍ରଭୁ ଙ୍କ ଆଶ୍ରିବାଦଭିକ୍ଷା କରି ପରସ୍ପର ହଳଦୀ ଲେପନ କରିଥିଲେ I ସେହିପରି କୁମ୍ଭାର ପଡା, ନୁଆଁ ପଡା ସମେତ ବିଭିନ୍ନ ପଡା ର ମହିଳା ମାନେ ଯୋଗଦାନ କରିଥିଲେ I ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ମାତା ପାର୍ବତୀ ଙ୍କୁ ସୁସର୍ଜିତ କରାଯାଇ ଥିଲା I ପ୍ରାୟ ତିନି ଫୁଟ ଉଚ୍ଚ ସମ୍ପନ୍ନ ରୋପ୍ୟ ନୀଳକଣ୍ଠେଶ୍ଵର ମହାଦେବ ଙ୍କୁ ବିମାନ ରେ ସର୍ଜିତ କରାଯାଇ ବରପକ୍ଷ ରୁ ଗନସନ କରାଯାଇ ଶଙ୍ଖ,ଘଣ୍ଟ ବାଦ୍ୟ  ସହିତ ମନ୍ଦିର ପରିସରୁ ବରଯାତ୍ରୀ ବାହାରି ପୂଜା ମଣ୍ଡପ ପ୍ରଯ୍ୟନ୍ତ ଆସିଥିଲେ I ବର ଶୋଭାଯାତ୍ରା ପହଞ୍ଚିବା ପରେ କନ୍ୟା ପକ୍ଷରୁ ମାମୁଁ  ବାଟ ବରଣ ଓ ଗନସନ କରାଯାଇ ବେଦୀ (ପୂଜାମଣ୍ଡପ )କୁ ପାଛୋଟି ନେଇଥିଲେ  I ରାତ୍ରି ପ୍ରାୟ ଦଶ ଟା ସମୟରେ ପଣ୍ଡିତ ପବିତ୍ର ଶତପଥି ଙ୍କ ଦ୍ୱାରା ରୀତିନୀତି ରେ ବିବାହ କାର୍ଯ୍ୟ ଆରମ୍ଭ ହୋଇ ରାତ୍ରି ବାର ଟା ସମୟରେ ବାବା ନୀଳକଣ୍ଠେଶ୍ଵର ଓ ମାତା ପାର୍ବତୀ ଙ୍କ ବିବାହ ସମ୍ପର୍ଣ୍ଣ ହୋଇ ଥିଲା I ରୀତିନୀତି ପରେ ଯାନୀ ଯୌତୁକ ସହ କନ୍ୟା ପକ୍ଷରୁ ଗନସନ କରାଯାଇ ଦେବଦମ୍ପତି ଙ୍କୁ ବିଦାୟ ଦେବା ସହ ମନ୍ଦିର କୁ ନେଇଯାଇଶୀତଳ ଷଷ୍ଠି ଉତ୍ସବସମ୍ପନ୍ନକରାଯାଇଥିଲା  I ତରଭା ତେଲିପଡା ର ଦେବେନ୍ଦ୍ର ନାଏକ ଏବଂ ବିନୋଦିନୀ ମାଝୀ ବର ପକ୍ଷରୁ ନୀଳକଣ୍ଠେଶ୍ଵର ବାବା ଙ୍କ ପିତା ମାତା ଦାୟିତ୍ୱ ନେଇଥିବା ବେଳେ କୁମ୍ଭାରପଡା ର କପିଳାସ ସେଠ ଏବଂ କମଳିନୀ ସେଠ କନ୍ୟା ପକ୍ଷରୁମାତା ପାର୍ବତୀ ଙ୍କ ପିତାମାତା ଦାୟିତ୍ୟୁ ତୁଲାଇଥିଲେ  I କନ୍ୟା ପକ୍ଷରୁ ମାମୁଁ ଭାବରେ ପୂର୍ଣ୍ଣ ଚନ୍ଦ୍ର ସେଠ (ପୁଆ)ଏବଂ ବରପକ୍ଷରୁ ସାଲେଗ୍ରାମ ମାଝୀ (ଆଗଳପୁର )ମାମୁଁ ଭାବରେ ଦାୟିତ୍ୟୁ ତୁଲାଇଥିଲେ  I ଶିବ ବିବାହ ଓ ଶୀତଳ ଷଷ୍ଠି ଉତ୍ସବ ପାଳନ ନେଇ ମନ୍ଦିର ପୂଜକ ଜନାର୍ଦ୍ଦନ ଥାନାପତି, ଗୋବର୍ଦ୍ଧନ ଥାନାପତି, କୁଳମଣି ଥାନାପତି, ଆଭାଶ ଥାନାପତି ଙ୍କ ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ ସାହୁ, ଙ୍କ ସହ ଶଙ୍କର ପ୍ରସାଦ ସାହୁ,ଗୁଞ୍ଜୁରୁ ଗୁରୁ,  ପର୍ଶୁରାମ ସାହୁ, ଶିବୁ ଷଡ଼ଙ୍ଗୀ, ପ୍ରମୁଖ ନେତୃତ୍ୱ ନେଇ ଥିବା ବେଳେ ମନ୍ଦିର ବହୁ ବ୍ୟକ୍ତି ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ  I ଉପସ୍ଥିତ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା  I 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026

You Might Also Like