-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||     

HOME   ଜିଲ୍ଲା

ବେଆଇନ ସମସ୍ତ ଖଣି ଲିଜ ବାତିଲ, ଜମି, ଜଳ,ଜଙ୍ଗଲ ଲୁଟେରା ଭାରତଛାଡ ଦାବୀ ନେଇ ଆଦିବାସୀ ମାନଙ୍କ ଜନ ଗର୍ଜନ

22-Apr-2025



ରାୟଗଡା (ସୁପ୍ରିୟା ଷଡଙ୍ଗୀ): ଆଦିବାସୀ ସଂଘର୍ଷ ମୋର୍ଚା( ASM) ତରଫରୁ ଦେଶ ବ୍ୟାପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ ଅବସରରେ ରାୟଗଡ଼ା ଡାକ ବଗଂଲା ଠାରୁ ଏକ ଆଦିବାସୀ ସମାବେଶ ଆରମ୍ଭ ହୋଇ କପିଳାସ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। 
  ୨୦୨୫ ପରଠାରୁ ଛତିଶଗଡ଼ ଅନ୍ୟ ରାଜ୍ୟ ରେ ସୁରକ୍ଷା ବାହିନୀ ଶହ ଶହ ଆଦିବାସୀଙ୍କୁ ହତ୍ଯା ବଦଂ କରିବା, ଇସ୍ରାଇଲି ଡ୍ରୋନ୍, ମିଥ୍ୟା ଏନକାଉଣ୍ଟର,  ବିଚାରାଧୀନ ହିଂସା ଓ ଯୁଦ୍ଧ ଉପକରଣର ବ୍ୟବହାର ଏବଂ "ଅପରେସନ୍ କାଗର" ବଦଂ କରିବା, ସାମରିକୀକରଣ ଆଦିବାସୀମାନକଂ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ସୁରକ୍ଷା ଶିବିର ପ୍ରତିଷ୍ଠା ବିରୁଦ୍ଧରେ ସମ୍ପୃକ୍ତ ଗ୍ରାମ ସଭା ର ନିୟମ ଲାଗୁ କରିବା, ଛତିଶଗଡ଼ର ପୋଲିସ ବସ୍ତର ଅଞ୍ଚଳର ପ୍ରମୁଖ ଆଦିବାସୀ ନେତା ମନୀଷ କୁଞ୍ଜମଙ୍କୁ ଟାର୍ଗେଟ ବଦଂ କରିବା, 'ନକ୍ସଲ-ମୁକ୍ତ ଭାରତ' ନାମରେ  ସାମରିକୀକରଣ ଅଭିଯାନ ରେ ଅବାଧ ଯୁଦ୍ଧ ସାମରିକ ଅଭିଯାନ ବଦଂ କରିବା, , "ସମନ୍ବିତ ବିକାଶ କେନ୍ଦ୍ର"ରେ ରିପୋର୍ଟ ଅନୁଯାୟୀ ହସ୍ପିଟାଲ, ସ୍କୁଲ, ରାସନ  ବିଭିନ୍ନ କଲ୍ୟାଣକାରୀ ସେବା ପ୍ରଦାନ କରିବା, ଆଦିବାସୀମାନଙ୍କୁ ଜଙ୍ଗଲ, ଜମି ଏବଂ ମର୍ଯ୍ୟାଦା ଯୋଗାଇବା, ଯୁଦ୍ଧନୀତିକୁ  ବିନାଶ ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା, ନିର୍ଯାତିତ ଆଦିବାସୀଙ୍କ ପାଇଁ ଏକ ଗଣତାନ୍ତ୍ରିକ ସ୍ଥାନ ଏବଂ ପରିବେଶ ଗ୍ୟାରେଣ୍ଟି କରିବା, ଏନକାଉଣ୍ଟରରେ କେବଳ ହତ୍ୟା ବଦଂ କରିବା,  ଆଦିବାସୀଙ୍କ ପ୍ରତିବାଦ ବିରୁଦ୍ଧରେ ଅତିରିକ୍ତ ନ୍ୟାୟିକ ହିଂସା ନୀତି ସାମ୍ବିଧାନିକ ଆଇନର ସମ୍ପୂର୍ଣ୍ଣ ବଦଂ କରିବା, ଖଣି ଏବଂ ଶିଳ୍ପାୟନ ନାମରେ କର୍ପୋରେଟ୍ ଲୁଟ୍ ବନ୍ଦ କରିବା, ମାନବାଧିକାର କର୍ମୀ, ଜନ ଆନ୍ଦୋଳନର ନେତା ଏବଂ ନିର୍ଦ୍ଦୋଷ ଆଦିବାସୀଙ୍କୁ ମୁକ୍ତ କରିବା, ଅନ୍ୟାୟ ଭାବରେ ଦୋଷୀ ସାବ୍ୟସ୍ତ ହୋଇ ମିଥ୍ୟା ମାମଲାରେ ଜେଲ୍ ରୁ ମୁକ୍ତ କରିବା ନେଇ ଆଦିବାସୀ ସଂଘର୍ଷ ମୋର୍ଚା (ASM) ର ସର୍ବ ଭାରତୀୟ ନେତା ତ୍ରିପତି ଗମାଙ୍ଗ ଦାବି କରିଛନ୍ତି l ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ  ସଂଜୀବ ଶବର, କୈଳାସ ଶବର, ସୁଦୁରୁ ମଣି ମିଣିଆକା,  କ୍ରୀଷ୍ଣା ପାଲାକା,ସବିତା କାଡ୍ରାକା, ନୀଳାଇ କିଲାକା, ବିଶ୍ଵନାଥ ମାଝୀ , ଦାସୁରୁ ପାତିକା, ମୂର୍ତ୍ତୀ ମିଣିଆକା, ଅଷ୍ଟମ ଉଲକା, ଆଚାନା ମାଣ୍ଡିଗିଂ, ଆଶ୍ରିଗା ଅଟକା, ନାଗ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ l
              


News Comment




Photo in News

Advertisment
Lastest News
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   04-Sep-2026
  ଜିଲ୍ଲା  
*ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   04-Sep-2026
  ରାଜ୍ୟ  
ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   04-Sep-2026
  ଜିଲ୍ଲା  
*ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   04-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   04-Sep-2026

You Might Also Like