-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ରାଜନୀତି

ବରକାନୀରେ “ଓଭୋ” ଅଣ୍ଡାପ୍ରକ୍ରିୟାକରଣ କାରଖାନା ଉଦଘାଟିତ

20-Apr-2025



ବଲାଙ୍ଗୀର(ପ୍ରେରଣାଖବର)-ସାମ୍ପ୍ରତିକ ସମୟରେ କୃଷିଉଦ୍ୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଫଳରେ ଉତ୍ପାଦନ ପ୍ରକ୍ରୀୟା ସମ୍ପ୍ରସାରଣ ହୋଇ ପାରୁଛି । ଦିନେ କେବଳ ଶ୍ରମିକଚାଲାଣ ପାଇଁ ବଦନାମ ମୁଣ୍ଡାଇ ଥିବା ବଲାଙ୍ଗୀର ଜିଲ୍ଲା ଆଜି ବିଭିନ୍ନ ଅଞ୍ଚଳର ଯୁବକ ଯୁବତୀକୁ ନିଯୁକ୍ତି ଯୋଗାଇବାକୁ ଯାଉଛି । ଆଜି ତାହାର ମୂଳଦୁଆ ପଡିଛି । ତେବେ ବଡକାମ କରିବାକୁ ହେଲେ ବଡ ଭାବିବାକୁ ପଡେ ବୋଲି ଆଜି ବଲାଙ୍ଗୀର ନିକଟସ୍ଥ ବରକାନୀ ଠାରେ  ଓଭୋ କମ୍ପାନୀର ଅଣ୍ଡାପ୍ରକ୍ରୀୟାକରଣ କାରଖାନା ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ ଏହି ଅବସରରେ ଆହୁରି କହିଛନ୍ତି ଯେ,ବଲାଙ୍ଗୀର ଭଳି ଏକ ଆକାଁଂକ୍ଷୀ ଜିଲ୍ଲାରେ ଏଭଳି ଏକ ପ୍ରକଲ୍ପ ସ୍ଥାପନ କରି ଏହାର ପ୍ରତିଷ୍ଠାତା ଏମଡି ସୌମେନ୍ଦ୍ର ମିଶ୍ର ଓ ସିଇଓ ସମରେନ୍ଦ୍ର ମିଶ୍ର ଅନ୍ୟ ଯୁବକମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏହି କାରଖାନା ଦେଶର ୫ନମ୍ବର ଅଣ୍ଡା ପ୍ରକ୍ରିୟାକରଣ କାରଖାନା ହୋଇଥିବା ବେଳେ ଏହା ରାଜ୍ୟର ଯୁବ ଉଦ୍ୟୋଗୀ ତଥା ଭାରତବର୍ଷର ଦୁର୍ଗମଅଞ୍ଚଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇବା ସହିତ ଅନୁପ୍ରାଣିତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । କାରଖାନା ପରିସରରେ ଆୟୋଜିତ ଏହାର ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ରଙ୍କ ଅତିଥି ପରିଚୟ ସହ କାରଖାନା ବିଷୟରେ ସୂଚନା ଦେଇ ଥିଲେ । ଓଭୋ ଅଣ୍ଡାପ୍ରକ୍ରୀୟାକରଣ କାରଖାନାଟି ଅତ୍ୟାଧୁନିକ ଜ୍ଞାନକୌଶଲରେ ନିର୍ମିତ ହୋଇଥିବା ବେଳେ ଦେଶର ୫ନମ୍ବର କାରଖାନା । ଏହାର ଚିଲ୍ଡଏଗ,ଲିକ୍ୟୁଡଏଗ ଓ ଏଗପାଉଡର ଏଭଲି ତିନିଟି ଉତ୍ପାଦ ଏଠାରୁ ବିଦେଶକୁ ରପ୍ତାନୀ କରାଯିବ । ଉତ୍ପାଦର ମାନକୁ ଗୁରୁତ୍ୱଦେଇ ଆମେ ଆଗକୁ ବଢୁଛୁ ବୋଲି ଏହାର ଏମଡି ସୌମେନ୍ଦ୍ର ମିଶ୍ର କହିଛନ୍ତି । ସମ୍ମାନୀତ ଅତିଥି ଭାବରେ ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ବୈଦ୍ୟୁତିକ ସୂଚନା ବିଭାଗର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଯୋଗଦେଇ ଦିନେ ଗବେଷଣା ସମୟରେ ବୈଜ୍ଞାନିକମାନେ ଅଣ୍ଡାକୁ ଗୁଣ୍ଡକରି ପ୍ରସ୍ତୁତ କରିବାକୁ ଚିନ୍ତା କରୁଥିବା ବେଳେ ଆଜି ତାହା ସଫଳ ହୋଇଛି । ବଲାଙ୍ଗୀର ଭଳି ଏକ ଜିଲ୍ଲାରେ ଏଭଳି କାରଖାନା କରିଥିବାରୁ ମିଶ୍ର ଭାତୃଦ୍ୱୟଙ୍କୁ ମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ବିଧାୟକ ନବୀନକୁମାର ଜୈନ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣକୁମାର ବାଗ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ସଭାପୂର୍ବରୁ ମନ୍ତ୍ରୀ ଶ୍ରୀ ପ୍ରଧାନ କାରଖାନା ବୁଲିଦେଖିବା ସହ ପରିସରରେ ଥିବା ସଭାକକ୍ଷରେ  ପୂର୍ବତନମନ୍ତ୍ରୀ ନରସିଂହ ମିଶ୍ର,ତାଙ୍କ ବଡପୁଅ ଏଡଭୋକେଟ ଅମରେନ୍ଦ୍ର ମିଶ୍ର ଓ ମିଶ୍ରପରିବାରବର୍ଗଙ୍କୁ ଭେଟି ଆଲୋଚନା କରିଥିଲେ ।

ପ୍ରକାଶ ଯେ, ଛତାମଖନାଠାରେ ଓଭୋ କମ୍ପାନୀର ଏକ ବଡ ଅଣ୍ଡା ଫାର୍ମ ରହିଛି । ସେଠାରେ ପ୍ରତିଦିନ ୧୦ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି ଓ ପ୍ରାୟ ୮୦% ଅଣ୍ଡା ବିଦେଶକୁ ରପ୍ତାନୀ ହେଉଛି । ଏହା ଫଳରେ ଜିଲ୍ଲାରେ ନିଯୁକ୍ତି ସୁଯୋଗ ବଢିଛି । ଏବେ ଏକ ନୂଆ ପ୍ରକଲ୍ପ ଆରମ୍ଭ ହୋଇଥିବାରୁ ଏଠାରେ ମଧ୍ୟ ନୂଆ ନିଯୁକ୍ତି ସୃଷ୍ଟିର ସମ୍ଭାବନା ବଢିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like