-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଜୋନ- 34 ର ସରଗାଡ଼ ଠାରେ ନୂତନ ବ୍ଲକ ଗଠନ ନିମନ୍ତେ ଜନ ପ୍ରତିନିଧି ଙ୍କ ସମେତ ଲୋକ ଙ୍କ ବୈଠକ ର ପୁନରାବୃତ୍ତି

16-Apr-2025



ଲୋଇସିଂହା, (ବିନୋଦ ଦୀପ) ଆଞ୍ଚଳିକ ଉନ୍ନୟନ କମିଟି, ଜିଲ୍ଲାପରିଷଦ ଜୋନ- 34 ର ସରଗାଡ଼ ଠାରେ ସଭାପତି ସୁରେନ୍ଦ୍ର କୁମାର ପଟେଲ ଗୌନ୍ତିଆ ସରଗାଡ଼ ତଥା ପୂର୍ବତନ ସରପଞ୍ଚ ଙ୍କ ସଭାପତିତ୍ୱ ରେ ନୂତନ ବ୍ଲକ ଗଠନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l କିଛିଦିନ ପୂର୍ବରୁ ଏକ ବୈଠକ ହୋଇ ସାରିଥିବା ବେଳେ ପୁଣି ଆଜି ତାହାର ପୁନରାବୃତ୍ତି ଦେଖିବାକୁ ମିଳିଥିଲା l ହସ୍ପିଟାଲ, କଲେଜ, ଅଫିସିଆଲି କାର୍ଯ୍ୟ ପାଇଁ 30 କି. ମି ଲୋଇସିଂହା କୁ ଯିବାକୁ ଲୋକଙ୍କୁ କଷ୍ଟ ହେଉଛି l ଯେହେତୁ ସରଗାଡ଼ ଜୋନ 34 ର କେନ୍ଦ୍ରସ୍ଥଳୀ ଏଠାରେ ହସ୍ପିଟାଲ, କଲେଜ, ଅଫିସ କାର୍ଯ୍ୟାଳୟ ହେଲେ 11 ଟି ପଂଚାୟତ ର ସୁବିଧା ହେବାସହ ଲୋକେ ମୌଳିକ ଅଧିକାର ପାଇ ପାରିବେ ବୋଲି ଲୋକେ ଦାବୀ କରିଛନ୍ତି l ଆଜି ଉକ୍ତ ବୈଠକ ରେ ନୂତନ ବ୍ଲକ ନିମନ୍ତେ ପଦବୀ ଚୟନ କରାଗଲା l

ଉପସଭାପତି ରଘୁନାଥ ସାହୁ ଉପରବାହାଲ ସରପଞ୍ଚ ଙ୍କ ପ୍ରତିନିଧି, କାର୍ଯ୍ୟକାରୀ ସଭାପତି ହିମାଞ୍ଚଳ ମେହେର ସରପଞ୍ଚ ରତାଖଣ୍ଡି, ସମ୍ପାଦକ ବୀରେନ୍ଦ୍ର ସାହୁ ସମିତି ସଭ୍ୟ ସରଗାଡ଼, ସହ ସମ୍ପାଦକ ସଦାଶିବ କନ୍ଧେର ସରପଞ୍ଚ ଗ. ଶ. ଡୁଙ୍ଗୁରିପାଲି, ସହ ସମ୍ପାଦକ ଦେବାଶିଷ ଦାସ ସମିତି ସଭ୍ୟ ମାଗୁରବେଡା, ମିଡ଼ିଆ ସଂଯୋଜକ କଉସ୍ତୁବ ସାହୁ ସରପଞ୍ଚ କୁସମେଲ, ଆଞ୍ଚଳିକ କମିଟି ଆବାହକ ସରୋଜ ବେହେରା ସରପଞ୍ଚ ସରଗାଡ, ସୋସିଆଲ ମିଡିଆ ସଂଯୋଜକ ଜିତୁ ସାହୁ ସମାଜସେବୀ, ଉପଦେଷ୍ଟା ମଣ୍ଡଳୀ, ସଞ୍ଜୟ ଗଡ଼ତିଆ ସରପଞ୍ଚ ମାଗୁରବେଡା, କୈଳାସ ବରିହା ପୂର୍ବତନ ସରପଞ୍ଚ ସରଗାଡ଼, କିରଣ ସାହୁ, ସରପଞ୍ଚ ବାଦିମୁଣ୍ଡା, ପ୍ରସନ୍ନ ନାଗ ସମିତି ସଭ୍ୟ ପ୍ରତିନିଧି ବାନୀପାଲି, ଜୟନ୍ତ ପଟେଲ ସରପଞ୍ଚ ପ୍ରତିନିଧି ତଳିଉଡାର, ଲକ୍ଷ୍ମୀନ୍ଦ୍ର ପଟେଲ, ସଂଯୁକ୍ତା ବରିହା ଜିଲ୍ଲାପରିଷଦ ସଭ୍ୟା ଜୋନ - 34, ନଜୁ ମହାରଣା ନାଏବ ସରପଞ୍ଚ, ସୁକାନ୍ତି ପଧାନ ସରଗାଡ, କୋଷାଧ୍ୟକ୍ଷ ଉପେନ୍ଦ୍ର ସାହୁ l ଏହି କାର୍ଯ୍ୟକ୍ରମ କୁ ସମିତି ସଭ୍ୟା ପ୍ରତିନିଧି,  ବାଦିମୁଣ୍ଡା ରୁଷଭ ସାହୁ, ସମିତି ସଭ୍ୟା ପ୍ରତିନିଧି ଝାରମୁଣ୍ଡା ସୁରେନ୍ଦ୍ର ପଟେଲ, ଫିରୋଜ ପଟେଲ, ଗୌର ବେହେରା, ଆନନ୍ଦ କୁମାର ପଟେଲ, ଗଜିନ୍ଦ୍ର ପଟେଲ, ନାରାୟଣ ବାରିକ, ରବୀନ୍ଦ୍ର ମହାରଣା, କିଶୋର ପଟେଲ, ଗୋପାଳ ରଣା, ହିରାଲାଲ ଭୋଇ ସମେତ ସରଗାଡ ଗ୍ରାମ ର ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଓ ମହିଳା ସଦସ୍ୟା ବୃନ୍ଦ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like