-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
16-Apr-2025
ଆଗଲପୁର, (ପ୍ରେରଣା ଖବର) ବର୍ତମାନ ଆଗଲପୁର ବ୍ଲକ ରେ ବିଭିନ୍ନ ସ୍ଥାନରେ ବାଲି ଚୋରା ଚାଲାଣ ଚାଲିଥିବା ବେଳେ ବାବୁଫାସଡ଼ ପଂଚାୟତ ଅନ୍ତର୍ଗତ ଘୁଚେପାଲି ଗ୍ରାମ ରେ ବାଲି ଚୋରାଚାଲାଣ ହେଉଥିବା ଖବରପାଇ ଆଗଲପୁର ପୋଲିସ ଉକ୍ତ ସ୍ଥାନକୁ ପହଂଚି ୩ ଟି ବାଲି ବୋଝଇ ଟ୍ରାକ୍ଟର ଧରିବା ସହ 62/25, 63/25, 64/25 ମାମଲା ରୁଜୁ କରି ଅଟକ ରଖିଥିବା ଆଗଲପୁର ଥାନାଧିକାରୀ ବାସୁଦେବ ଭୋଇ ସୂଚନା ଦେଇଛନ୍ତି l