-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
14-Apr-2025
(ମିହିର ଶଙ୍କର ପାତ୍ର)
ପାପଡ଼ାହାଣ୍ଡି ବ୍ଲକର ମୈଦଲପୁର କଲେଜ ସାହିରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତି ପାଳନରେ ଉଦ୍ୟୋକ୍ତା ବାବୁଲାଲ ସାଗର ତରଫରୁ ଆମ୍ବେଦକର ଙ୍କ ଜୀବନୀ, ସମ୍ବିଧାନ ଆମ ଭାରତ ର ଶ୍ରେଷ୍ଠ ସମ୍ପଦ , ଭାରତ ର ସମ୍ବିଧାନ ପୃଥିବୀର ବିଭିନ୍ନ ଦେଶ ମାନଙ୍କ ଠାରୁ ସ୍ୱତନ୍ତ୍ର ଥିବାରୁ ଆଜି ଯାଏଁ ମଧ୍ୟ ସମ୍ବିଧାନ ଆଧାର ରେ ସାମ୍ବିଧାନିକ ସୁବିଧା ମାଧ୍ୟମରେ ସ୍ୱତନ୍ତ୍ର ଜୀବନ ଧାରଣ ର ସୁବିଧା ଅନୁଭବରେ ପୃଥିବୀର ସମସ୍ତ ଦେଶ ଠାରୁ ଭାରତର ସ୍ୱତନ୍ତ୍ର ସମ୍ବିଧାନ ଭାରତ ପାଇଁ ମହାନ ଗୌରବ ପୃଷ୍ଠା ମଣ୍ଡନ କରିଛି ଭାରତ ରତ୍ନ ଉପାଧିରେ ଭୂଷିତ ବାବା ସାହେବ ଆମ୍ବେଦକର ଦ୍ବାରା ସମ୍ଭବକୁ ବାବୁଲାଲ ମତ ପୋଷଣ କରିଥିଲେ।କୁନିକୁନି ପିଲା ମନରେ ଉତ୍ସାହ ରେ କୁମାର ଭାଗବତଶ୍ରୀ ,ଡିଲେଶ୍ଵରୀ ,ପଲ୍ଲବୀ , କୁମାରୀ ଲକ୍ଷ୍ମୀ ଶ୍ରୀ,ଶିକ୍ଷକ କେଶବ ଦିଶାରୀ,ଦିବକାର ସମରଥ,ଶିକ୍ଷୟିତ୍ରୀ ଯାଜ୍ଞସେନୀ ଦଳେଇ, ଦେବା କୁଳଦୀପ , ପ୍ରମୁଖ ଯୋଗଦାନ କରି ସହଯୋଗ କରିଥିଲେ।