-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ

09-Apr-2025



ନବରଙ୍ଗପୁର (ରିପଟର ମିହିର ଶଙ୍କର ପାତ୍ର)
ରାଜା ରାଜୁଡା ଅମଳରୁ ଡାବୁଗାଁ ଅଭିଭକ୍ତ କୋରାପୁଟ  ଜିଲ୍ଲାର ଏକ ପୁରାତନ ଗ୍ରାମ ଅଟେ।ଗ୍ରାମଦେବୀ ଦାବାଦେଈ ନାମ ଅନୁସାରେ "ଦାବୁଗାଁ" ଓ ପାରେ ଇଂରାଜୀ ଅମଲରୁ ଡାବୁଗାଁ ଲେଖା ଗଲା। ଡାବୁଗାଁ, ଡ଼ଙ୍ଗରୀଗୁଡା ଏବଂ ଉମରାହଣ୍ଡି ଗ୍ରାମ ମିସି ଦଶହରା, ମଣ୍ଡେଇ, ଦୋଳପୁର୍ଣିମା ଏବଂ ଘଟ ଯାତ୍ରା ପାଳନ କରନ୍ତି। ଚୈତ୍ର ମାସରେ ଗ୍ରାମ ଦେବଦେବୀ ମନ୍ଦିରରୁ କୋଳସ ଆଣି ଠାକୁରାଣୀ ମଣ୍ଡପରେ ପୂଜାର୍ଚ୍ଚନା କରାଯାଏ। ଆସିବା ଏବଂ ଯିବା ଦିନକୁ ଛାଡିଦେଲେ କୋଳସୀ ଗାଁ ଭିତରେ ବୁଲି ପୂଜା ପାଆନ୍ତି। ଏହି ଯାତ୍ରା ଆରମ୍ବ ସମ୍ପର୍କରେ ସଠିକ କାଳ ଜଣା ପଡ଼ୁ ନଥିଲେ ମଧ୍ୟ ୧୦୦ବର୍ଷରୁ ଉର୍ଦ୍ଧ ହେବ ଏହା ପାଳିତ ହୋଇ ଆସୁଛି।ପ୍ରାୟ ୧୦୦ବର୍ଷ ପୂର୍ବେ ଗାଁ ର ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ବର୍ଗତ ଲୋକନାଥ ରାୟ ପାତ୍ର, ଲକ୍ଷ୍ମୀ ଚନ୍ଦ୍ର ରାୟ ପାତ୍ର, ରାମଚନ୍ଦ୍ର ଗୌଡ଼, ରାମ ବିଷୟୀ, ଡମୁ ଗୌଡ଼, ଝାଲିଆ ଗୌଡ଼, ଆସମନ କଲାର ଓ ଆନମାନେ ବେହେରନ ବସି ଯାତ୍ରା ପରିଚାଳନା କରୁଥିଲେ। ନିଜ ନିଜର ହଲ,ଶଗଡ଼,ଗୋତି, ଶ୍ରମିକ ଲଗାଇ ଡାଳ-ଛାମୁଣ୍ଡା ପ୍ରସ୍ତୁତ କରୁଥିଲେ।ପାରବର୍ତ୍ତୀ ସମୟରେ ପ୍ରାୟ ୧୯୬୦ ମସିହା ବେଳକୁ ଗ୍ରାମର କେତେଜଣ ବଛା ବଛା ଯୁବକ ହିରଣ୍ୟ ଚନ୍ଦ୍ର ରାୟ ପାତ୍ର, ଲିଙ୍ଗରାଜ ରାୟ ପାତ୍ର, ତୈ୍ଲୋକ୍ୟ ଚନ୍ଦ୍ର ରାୟ ପାତ୍ର, ଭଗବାନ ସିଂ, ଭାସ୍କର ରାଓ, ଝାଡ଼େଶ୍ୱର ରାଓ, ଦାମୋଦର ବିଷୟୀ, ମଦନ ମୋହନ ଜେନା ଆଦି ବହୁବର୍ଷ ପର୍ଯ୍ୟନ୍ତ ଯାତ୍ରା ପରିଚାଳନା କରିଥିଲେ। *ସେ ସମୟରେ ଟଙ୍କାର ମୂଲ୍ୟ ବେଶୀ ଥିଲା। ବର୍ତ୍ତମାନ ଗୋଟିଏ କୁକୁଡ଼ା ଅଣ୍ଡାର ମୂଲ୍ୟରେ.. ଗୋଟେ ମେଣ୍ଢା ଛେଳି କିଣା ଯାଇ ପାରୁଥିଲା। ଯାତ୍ରା ପାଇଁ ଅତି ବେଶୀରେ ୧୦୦୦ ଟଙ୍କା ଚାନ୍ଦା ଆଦାୟ ହେଉ ଥିଲା।* ୧୦/୧୫ଟଙ୍କାରେ ଗୋଟେ ନାଟ କିମ୍ବା ୨୦/୩୦ ଟଙ୍କା ଦେଲେ ଗୋଟେ ଭଲନାଟ ମିଳୁଥିଲା।
ଯାତ୍ରା ଶେଷରେ ହିସାବ ନିକାସ କରାଯାଇ ବଳକା ଟଙ୍କାକୁ ସୁଧ ପାଇଁ ଲଗାଇ ପାଣ୍ଠି ବୃଦ୍ଧି କରାଯାଉ ଥିଲା। ଡାବୁଗାଁର ଇଷ୍ଟ ଦେବ ବାବା ଭୈରବଙ୍କ ପୂରୁଣା ମନ୍ଦିର ସେହି ପାଣ୍ଟିରେ ତିଆରି କରା ଯାଇଥିଲା।ସେ ସମୟର ସରପଞ୍ଚ ମାନେ ନୀଳାମ୍ବର ସିଂ ଲାଲ, ତାରିଣୀ ଚନ୍ଦ୍ର ରାୟ ପାତ୍ର ପ୍ରମ୍ମୁଖ ଗ୍ରାମ ସଫେଇକୁ ବିଶେଷ ଧ୍ୟାନ ଦେଉଥିଲେ। ସେ ସମୟରେ ଗୁରୁ ଗାଣ୍ଡା, ଗୋଧନ ଗାଣ୍ଡା, କଲୁ ଗାଣ୍ଡା ଡିବି ଡିବି ମାରି କଳସି ମିଟିଙ୍ଗ ଡାକିଲେ ପିଲାଙ୍କ ଖୁସି କହିଲେ ନ ସରେ। *୧୯୬୦ ମସିହାରେ ପ୍ରଥମେ ଡାବୁଗାଁରେ କରେଣ୍ଟ ଆସିଥିଲା। ତା ପୂର୍ବରୁ ଡାବୁଗାଁରେ କିରାସିନି ଲଣ୍ଠନରେ ଯାତ୍ରା ହେଉଥିଲା, ପରେ ଗ୍ୟାସ ଲାଇଟ ବ୍ୟବହାର କରାଗଲା।ଏବଂ ସେ ସମୟରେ ନଅ ଦିନ ପାଇଁ ନବରଙ୍ଗପୁର ରୁ ୧୦୦ ଟଙ୍କା ଦେଇ ଗ୍ରାମଫୋନ ଭଡାରେ ଅଣାଯାଉ ଥିଲା ବଳି *ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା କେଲିଆ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଦେବରାଜ ରାୟ ପାତ୍ର ସୂଚନାଦେଇଛନ୍ତି।
କୋଳସୀ ଯାତ୍ରା ପାଇଁ ଗାଁର ଯୁବକ ମାନେ ରାମଲୀଳା, ଶଶୀରେଖା ହରଣ, ସୀତା ବନବାସ, କୃଷ୍ଣ ଜନ୍ମ, ଲକ୍ଷ୍ମୀ ପୂରଣ ଆଦି ନାଟ ଶିଖିଥିଲେ। ଯାହାକି ଆଜିକାଲିର ଆଧୁନିକ ନାଟକରୁ ବେଶ ଅଲଗା।ଠାକୁରାଣୀ ଯାତ୍ରା ସମୟରେ ଝିଅ ଅର୍ଥାତ "ମା ଠାକୁରାଣୀ" ମା ଘରକୁ କୋଳସୀ ମଣ୍ଡପକୁ ଆସି ରୁହନ୍ତି ଏବଂ ଯାତ୍ରା ସାରିଲେ ନିଜ ଆସ୍ଥାନକୁ ବା ନିଜ ମନ୍ଦିର କୁ ଫେରି ଯାଆନ୍ତି। ଯାତ୍ରା ଶେଷରେ ଉମରାହାଣ୍ଡି  ଏବଂ ଡ଼ଙ୍ଗରୀଗୁଡାର ପୂଜାରୀ ଏବଂ ବାଜା ବାଲାଙ୍କୁ ବିଦାୟ ଦିଆ ଯାଏ। ସେ ସମୟର ପୂଜାରୀ ଡମୁ, ମାହାରା, ବୈଶାଖୁ, ଚୈତନ ପୂଜାରୀ, କଳାନାଗ ମହୁରିଆଙ୍କ କଥା ଏବେବି ମାନେ ପଡ଼େ ବଳି ଗ୍ରାମର ବୈଜ୍ୟେଷ୍ଟ ବ୍ୟକ୍ତି ଦେବରାଜ ରାୟ ପାତ୍ର ଅଳଚନା ସମୟରେ କହିଛନ୍ତି।ବର୍ତ୍ତମାନ କେତେ ଜଣ ଯୁବକଙ୍କ ଚେଷ୍ଟାରେ *ଯାତ୍ରା ପୂର୍ବ ଅପେକ୍ଷା ବହୁ ଆଡମ୍ବରରେ ପାଳିତ ହୋଇ ଆସୁଛି। ପୂର୍ବର ଡାଳ ଛାମୁଣ୍ଡା କି ଲଣ୍ଠନ ନାହିଁ,୧୦୦ବର୍ଷ ଭିତରେ ସବୁକିଛି ବଦଳି ଯାଇଛି* ଯଦି କିଛି ବଦଳି ନାହିଁ ତାହା ହେଉଛି ବେଲୁନ ଫୁଟୁକା, ଠୋ କିନା ଫାଟି ପିଲାଙ୍କୁ ଠୋ ଠୋ ହସାଏ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like