-+91-9937148622 |

prerana_bgr@rediffmail.com |

  Wednesday 24th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||      ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ଗାଁ ସ୍କୁଲରେ ପହଞ୍ଚି କାର୍ଯ୍ୟରତ ଶିକ୍ଷକଙ୍କ ସହ ଆଲୋଚନା କଲେ ଡି.ଇ.ଓ ♦️ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଜୋର୍   (22-Jun-2026)       ||     

HOME   ଜିଲ୍ଲା

Mm

09-May-2026



 ତରଭା(କପିଳାସ ସେଠ): ତରଭା ପଞ୍ଚାୟତ ସମିତି ବୈଠକ ରେ ପଞ୍ଚାୟତ ମାନଙ୍କରେ ଲାଗି ରହିଥିବା  ଉନ୍ନତିମୂଳକ କାର୍ଯ୍ୟ ପାଣି, ବିଦ୍ୟୁତ ସହ  ବିଭିନ୍ନ ସମସ୍ୟା ସମାଧାନ ହେଉ ନ ଥିବା ଯୋଗୁଁ ନିର୍ବାଚିତ ଜନପ୍ରତିନିଧିଙ୍କ ଅସନ୍ତୋଷ ପ୍ରକାଶ ପାଇଥିଲା I  ତରଭା ଥାନା ଅଞ୍ଚଳକୁ ନେଇ ତରଭା ଉପଖଣ୍ଡ ମାନ୍ୟତା ଦାବୀ ଉଠିବା ସହ ପ୍ରସ୍ତାବ ଗୃହୀତ ହୋଇଥିଲା I ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ଅଧକ୍ଷ ସରୋଜ କମ୍ପ ଙ୍କ ଅଧକ୍ଷତା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଥିଲା। ଏହି ବୈଠକରେ ତରଭା ବ୍ଲକର ଜିଲ୍ଲା ପରିଷଦ ସଭ୍ୟା  ଅଞ୍ଜଳି କମ୍ପ, ଶକୁନ୍ତଳା ପୃଷ୍ଟି, ବ୍ଲକ ଉପାଧ୍ୟାକ୍ଷା ଦ୍ୱାଦଶୀ କୁଅଁର, ବଲାଙ୍ଗୀର ସାଂସଦ ପ୍ରତିନିଧି ବିମଳ ମିଶ୍ର, ସୋନପୁର ବିଧାୟକ ପ୍ରତିନିଧି ଦଶରଥ ସାହୁ ମଞ୍ଚାସୀନ ହୋଇଥିଲେ I ତରଭା ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ନିଜ ପଞ୍ଚାୟତ ରେ ରହି ଥିବା  ସମସ୍ୟାର ସମାଧାନ, ବ୍ଲକର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟପନ୍ଥା ଦୃଷ୍ଟି ଆକର୍ଷଣ କରି ମତ ରଖିଥିଲେ I  ବିଭିନ୍ନ ପଞ୍ଚାୟତ ମାନଙ୍କରେ ବିଭିନ୍ନ ସ୍ଥାନରେ ସରପଞ୍ଚ ମାନଙ୍କ ବିନା ଜ୍ଞତାସାରରେ ବଲବ ଲଗାଯାଉଛି ଗୋଟିଏ ସଂସ୍ଥା, ବିଲ୍ ନେଉଛି ଗୋଟିଏ ସଂସ୍ଥା, ଲାଇନ୍ ଦେଉଛି ଗୋଟିଏ ସଂସ୍ଥା, ହେଲେ ଏହାର ମରାମତି ପାଇଁ କୌଣସି ସଂସ୍ଥା କାମ କରୁ ନାହିଁ I ହେଲେ  ବିଲ୍ ନେଲା ବେଳେ ସରପଞ୍ଚ ଙ୍କ ତଣ୍ଟି  ଚିପୁଚନ  ବିଦ୍ୟୁତ ବିଭାଗ ବୋଲି ସରଗଜ ସରପଞ୍ଚ ନର୍ମଦା ମିଶ୍ର ଯୁକ୍ତି କରିଥିଲେ I  ଅନେକ  ସ୍ଥାନରେ ବଲବ୍ ଜଳୁ ନାହିଁ କିନ୍ତୁ ବିଲ୍ ଦେବାକୁ ପଡୁଛି। ଅନେକ ସ୍ଥାନରେ ମିଟର୍ ମଧ୍ୟ୍ୟ ଲଗାଯାଉ ନାହିଁ। ଆସନ୍ତା ବର୍ଷରୁ ବିଲ୍ ଦିଆଯିବ ନାହିଁ ବୋଲି ସରପଞ୍ଚ ମାନେ ମତ ରଖିଥିଲେ I  ଚୂଡ଼ାଖାଇ ପାହାଡ଼, ବରପାହାଡ଼ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଅଧିକ ଗଛ ଲଗାନ୍ତୁ ବୋଲି ପ୍ରସ୍ତାବ ଦିଆଯାଇଥିଲା I ଶେଷରେ ସରଗଜ ସରପଞ୍ଚ ନର୍ମଦା ମିଶ୍ର ତରଭାକୁ ଉପଖଣ୍ଡ ମାନ୍ୟତା ଦିଆଯାଉ ବୋଲି ସମିତି ବୈଠକରେ  ଏକ ପ୍ରସ୍ତାବ ଗୃହୀତ କରା ଯିବା ପାଇଁ ଦାବୀ  ପ୍ରସ୍ତାବ ଆଗତ କରିଥିଲେ I ଏହି  ପ୍ରସ୍ତାବ ଉପରେ ସରପଞ୍ଚ ଅଶ୍ୱନୀ ବିଶି, ସମିତି ସଭ୍ୟ ରାମ ସାହୁ ସମର୍ଥନ କରିଥିଲେ I ଏହି ବୈଠକ ରେ ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢୀକରଣ, ବିଭିନ୍ନ ଉନ୍ମୟନମୂଳକ କାର୍ଯ୍ୟକ୍ରମ ନେଇ ଆଲୋଚନା, ସ୍ବାସ୍ଥ୍ୟ ବିଭାଗ,କୃଷି ବିଭାଗ ଏବଂ ଉଦ୍ୟାନ କୃଷି ବିଭାଗ,ପାନୀୟ ଜଳ ଯୋଗାଣ ଓ ଜଳ ପରିମଳ, ମୃତ୍ତିକା, ସଂରକ୍ଷଣ ଓ ଜଳ ବିଭାଜିକା, ବିଦ୍ୟୁତ୍ ବିଭାଗ,ଜଙ୍ଗଲ ବିଭାଗ,ପ୍ରାଣୀଧନ ଚିକିତ୍ସା ବିଭାଗ, ଶିଶୁ ବିକାଶ ଓ ମହିଳା ସଶକ୍ତି କରଣ ବିଭାଗ,ସାଧାରଣ ବଣ୍ଟନ ବ୍ୟବସ୍ଥା,ସାମାଜିକ ସୁରକ୍ଷା ଓ ଭିନ୍ନ‌କ୍ଷମ ସଶକ୍ତିକରଣ ବିଭାଗ, ଶିକ୍ଷା ବିଭାଗ
 ଅନ୍ୟାନ୍ୟକାର୍ଯ୍ୟ ଉପରେ ଆଲୋଚନାହୋଇ ଥିଲା I ନିର୍ବାଚିତ ପ୍ରତିନିଧି ଘନଶ୍ୟାମ ଡାଙ୍ଗ,ମୁଜଲିଲିମମହମ୍ମଦ ,ମନମୋହନ ସାହୁ , ସୁରୁବାବୁଦେହେରି , ରାମ ସାହୁ, ମନୋଜ ପଣ୍ଡା,ଅଶ୍ୱନୀ ବିଶି, ସୁଦାମ ଦୀପଙ୍କ ସହ ସହକାରୀ ଯନ୍ତ୍ରୀ ସବୁ ନାଥ ମାଝୀ, ବିଭିଓ, ହରିହର ଧରୁଆ,ସତ୍ୟ ନାରାୟଣ ମହାପାତ୍ର, ସମସ୍ତ ପିଇଓ,, ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ I ତରଭା ବିଡ଼ିଓ ଶିବା ନନ୍ଦ କର୍ମୀ ଧନ୍ୟବାଦ ଦେଇଥିଲେ I 


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026
  ଜିଲ୍ଲା  
ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   23-Jun-2026
  ଜିଲ୍ଲା  
ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ   23-Jun-2026
  ଜିଲ୍ଲା  
ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   23-Jun-2026

You Might Also Like