-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Apr-2025
(ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଅଭିନବ ଉପାୟରେ ଗୃହପାଳିତ ପ୍ରାଣୀ ଏବଂ ପକ୍ଷୀ ଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରିଛନ୍ତି। ବିଶେଷ ରୂପେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳ ଉତ୍ସ ଗୁଡ଼ିକ ନିମ୍ନ ଗାମୀ ହେଉଥିବା ବେଳେ ପାନୀୟ ଜଳ ଉତ୍କଟ ସମସ୍ୟା ଦେଖାଯାଇଥାଏ। ଗ୍ରାମାଞ୍ଚଳ ରେ ପାନୀୟ ଜଳ ସମସ୍ୟା ଥିବା ବେଳେ କଥା କହୁ ନଥିବା ପ୍ରାଣୀଙ୍କ ପାଇଁ ପାନୀୟ ଜଳ ସୁବିଧା କରିବା ଏକ ସୁସ୍ଥ ସମାଜର ପରିଚୟ ଦେଇଥାଏ । ତେଣୁ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ଜଳ ଛତ୍ର ଖୋଲୁ ଥିବା ବେଳେ ପ୍ରାଣୀ ମାନଙ୍କ ପାଇଁ ମଧ୍ୟ ପାନୀୟ ଜଳ ର ସୁବନ୍ଦୋବସ୍ତ କରିବା ପ୍ରଶଂସା ର ପାତ୍ର ଅଟନ୍ତି।