-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ରାଜ୍ୟ

ମହୋତ୍ସବ କେବଳ ମନୋରଂଜନର ମାଧ୍ୟମ ନହୋଇ ସମସ୍ୟାସମାଧାନର ମଞ୍ଚ ହେଉ

09-Apr-2025



ବଲାଙ୍ଗିର(ପ୍ରେରଣା ଖବର)-ମହୋତ୍ସବର କେବଳ ମନୋରଂଜନର ମାଧ୍ୟମ ନୋହୋଇ ବିସ୍ଥାପିତଙ୍କ ସମସ୍ୟାର ସମାଧାନର ମଞ୍ଚ ହେଉ । ଲୋୟରସୁକତେଲ ପ୍ରକଲ୍ପରେ ବିସ୍ଥାପିତ ହୋଇଥିବା ଗ୍ରାମବାସୀମାନଙ୍କର ସମସ୍ୟା ସମାଧାନ କରିବାରେ ସରକାରମାନେ ବିଫଳ ହୋଇଛନ୍ତି । ବିସ୍ଥାପିତ କଲୋନୀରେ ସେମାନଙ୍କ ପାଇଁ ମୌଳିକ ସୁବିଧା କରାଯାଇ ପାରିନାହିଁ । ବିସ୍ଥାପିତଙ୍କ ପାଇଁ ରହିଥିବା ସରକାରୀ ନିୟମର ଏଠାରେ ଖୋଲାଖୋଲି ଉଲଂଘନ କରାଯାଉଛି । ବିସ୍ଥାପନର ଦୁଇବର୍ଷ ପରେ ଲୋକଙ୍କୁ ଉଚିତ କ୍ଷତିପୂରଣ ମିଳିନାହିଁ କିମ୍ବା ଥଇଥାନ କରାଯାଇ ପାରିନାହିଁ । ପ୍ରକଲ୍ପ ହେବା ସମୟରେ ଯେଉଁମାନେ ପ୍ରକଲ୍ପକୁ ସମର୍ଥନ କଲେ ସେମାନେ ପ୍ରଶାସନ ସହିତ ଆଲୋଚନା କରି ଉଚିତ ଥଇଥାନ କରାଇବେ ବୋଲି

କହୁଥିଲେ ସେମାନେ ଏବେ ମୁହଁ ମୋଡିଦେଇଛନ୍ତି । ବୃହତ୍ତର ସ୍ୱାର୍ଥପାଇଁ ଭିଟାମାଟି ଛାଡିଥିବା ଲୋକେ ଏବେ ଅପଦସ୍ତ ହେଉଛନ୍ତି । ଏବେ ସମୟ ଆସିଛି ବିସ୍ଥାପିତଙ୍କ ସହିତ ଛିଡାହୋଇ ତାଙ୍କର ସମସ୍ୟାକୁ ସମସାଧାନ କରାଇବା  ବୋଲି ବଲାଙ୍ଗୀର ଜିଲ୍ଲା ଲୋୟରସୁକତେଲ ପ୍ରକଲ୍ପ ତଳେ ମାଗୁରବେଢାଠାରେ ଚାଲିଥିବା ବନଦୁର୍ଗା ମହୋତ୍ସବର ଦ୍ୱିତୀୟଦିନରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି । ବନଦୁର୍ଗା ମହୋତ୍ସବ କମିଟିର ସଭାପତି ମାଗୁରବେଢା ସରପଞ୍ଚ ସଞ୍ଜୟ ଗଡତ୍ୟାଙ୍କ ସଭାପତିତ୍ୱ ଓ ବିକାଶରଂଜନ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବରେ ଚାଷିନେତା ଆକାଶ ମିଶ୍ର,ସମ୍ମାନୀତ ଅତିଥି ଭାବରେ ଲୋଇସିଂହା ବ୍ଲକଅଧ୍ୟକ୍ଷ ଜତିନ ପଟେଲ,କୁସମେଲ ସରପଞ୍ଚ କୌସ୍ତୁଭ ସାହୁ,ରତାଖଣ୍ଡି ସରପଞ୍ଚ ହୀମାଞ୍ଚଳ ମେହେର, କୁସମେଲ ସମିତି ସଭ୍ୟ ବିରେନ୍ଦ୍ରସାହୁ,ମାଗୁରବେଢା ସମିତିସଭ୍ୟ ଦିଲିପ ଦାସ ଓ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ପ୍ରଗତିବାଦୀର ଜିଲ୍ଲାପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଲୋୟରସୁକତେଲ ପ୍ରକଲ୍ପରୁ ଜଳସେଚନ ନେଇ ସନ୍ଦେହ ବ୍ୟକ୍ତ କରି ୨୦୦୦ ମସିହାରେ ଯାହା ସନ୍ଦେହ କରାଯାଉଥିଲା ଯେ,ପ୍ରକଲ୍ପରୁ ଖଣି ଓ କାରଖାନାକୁ ପାଣି ଦିଆଯିବ ବୋଲି

ତାହା ସତ୍ୟ ହେବାକୁ ଯାଉଛି ବୋଲି କହିଥିଲେ । ଆଜି ଲୋୟରସୁକତେଲ ପ୍ରକଲ୍ପ ଉପରମୁଣ୍ଡରେ ଖଣି ଖନନ କରିବାକୁ ସରକାର ଯୋଜନା କରୁଛନ୍ତି ଓ ପ୍ରକଲ୍ପରୁ ଆଖିବୁଜା ପାଣି ସେମାନଙ୍କୁ ଦେବାର ଆଶଂକା ରହିଛି । ଏହା ହେଲେ ପ୍ରକଲ୍ପର ଅସଲ ଉଦ୍ଦେଶ୍ୟ ସାଧିତ ହେବ ନାହିଁ । ବିସ୍ଥାପିତଙ୍କ ସମସ୍ୟାର ମିଳିତ ଭାବରେ ସମାଧାନ କରାଯାଉ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ଠିକ ସେହିପରି ଲୋଇସିଂହା ବ୍ଲକଅଧ୍ୟକ୍ଷ ଜତିନ ପଟେଲ,ସରପଞ୍ଚ କୌସ୍ତୁଭ ସାହୁ ଓ ଅନ୍ୟମାନେ ବିସ୍ଥାପିତ କଲୋନୀଗୁଡିକର ସମସ୍ୟା ବିଷୟରେ କହିଥିଲେ । କାର୍ଯ୍ୟକ୍ରମରେ ମହୋତ୍ସବ କମିଟର ସଂପାଦକ ଜୟକୃଷ୍ଣ ମିଶ୍ର  ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକୁ ସଂଯୋଜନା କରିଥିଲେ । ଏହି ଅବସରରେ ସଂସ୍କୃତିବିଭାଗ ଅନୁକୂଲ୍ୟରେ ପ୍ରାୟୋଜିତ ସାଂସ୍କୃତିକ ଦଳଗୁଡିକ  ଦିଲିପ କୁମାର ସାହୁ, ପଦ୍ମଶ୍ରୀ ଖଟେଇ ଓ ସାଥୀ କଳାଜିବୀ ବରଗଡ଼, ପାୟଲ ଇନଷ୍ଟିଚ୍ୟୁଟ କଟକ, ଆକାଶ, ବିଦ୍ୟା ଓ ସାଥୀ ମହାନୀ ନୃତ୍ୟ ଅନୁଷ୍ଠାନ ବଲାଙ୍ଗିର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିପରି କଳାକାର ଗୋପାଳ ପଣ୍ଡାଙ୍କ ଟିମଦ୍ୱାରା କଂସ ଦରବାର ଆୟୋଜିତ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like