-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
19-Jan-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନଏସି ୱାର୍ଡ ନମ୍ବର ୫ କୁହି ଗ୍ରାମରେ ପଞ୍ଚଖଣ୍ଡା ଯୁବ ସଂଗଠନ ଓ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ସଦ ଭାବନା ସାଇକେଲ ରାଲି ଓ ବର୍ଷା ଜଳକୁ କିପରି ସଂରକ୍ଷଣ କରା ଯାଇ ପାରିବ ଏହା ଉପରେ ଏକ ସଚେତନ କାର୍ଯକ୍ରମ ରବିବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଏଲଆଇସି ଏଜେଣ୍ଟ ବ୍ୟାସଦେବ କର୍ମୀ ମୁଖ୍ୟ ଅତିଥି , ଆନନ୍ଦ ସାମଲ ମୁଖ୍ୟବକ୍ତା, ପ୍ରଭୁଦତ୍ତ ସ୍ୱାଇଁ, ସରୋଜ ପ୍ରଧାନ, ସତ୍ୟାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ।