-+91-9937148622 |

prerana_bgr@rediffmail.com |

  Thursday 23rd July 2026 |

| | | |

R.N.I. Regd No. ODIODI/2010/46693

Breaking News

*କିଡନୀ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କଲେ ଏମ୍ସ ର ଉଚ୍ଚ ସ୍ତରୀୟ ଡ଼ାକ୍ତରୀ ଦଳ*- *କାରଣ ଓ ନିରାକରଣ ଉପରେ ମତ ରଖିଲେ*-   (23-Jul-2026)       ||      ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ   (23-Jul-2026)       ||      କୁନାସିଲା-ମହିବିଲା ରାସ୍ତା ଶୋଚନୀୟ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବୀ।   (23-Jul-2026)       ||      ତିଖାଳି କେନାଲରୁ ଜାମଖୁଣ୍ଟା ପର୍ଯ୍ୟନ୍ତ ଜଳଯୋଗାଣ ଦାବି କଲେ ଅଜିତ ଯୋଶୀ♦️  ୩୦ଟି ଗ୍ରାମର ଚାଷୀ ଉପକୃତ ହେବାର ଆଶା    (23-Jul-2026)       ||      ଖବର ଆଜିର, ତାରିଖ:୨୩/୦୭/୨୬, ଗୁରୁବାର    (23-Jul-2026)       ||      ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଆନ୍ଦୋଳନରତ ଶିକ୍ଷାର୍ଥୀଙ୍କ ଉପରେ  ପୋଲିସର ଅମାନୁଷିକ ଆକ୍ରମଣ ଘଟଣାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନିନ୍ଦା   (23-Jul-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ*   (23-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ପଦ୍ମ ମୁଖ ବେଶ ଦର୍ଶନ ଓ ମଲ୍ହାର ସଙ୍ଗୀତ ମୂର୍ଚ୍ଛନା ସନ୍ତୋଷ କର ଭୁବନେଶ୍ୱର କଳାକାର ଙ୍କ ସଙ୍ଗୀତ ରେ ଝୁମିଲେ ଦର୍ଶକ* - *ଶ୍ରୋତା ଭାବେ ପରିବାର ସହ ପହଞ୍ଚି ସଙ୍ଗୀତ ଉପଭୋଗ କଲେ ଜିଲ୍ଲାପାଳ*-   (23-Jul-2026)       ||      ସମାଜସେବୀ ସାଗରମଲ କେଡିଆଙ୍କ ପରଲୋକ, ଅଞ୍ଚଳରେ ଶୋକ ଛାୟା   (23-Jul-2026)       ||      ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା    (22-Jul-2026)       ||      ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ    (22-Jul-2026)       ||      ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଷ୍ଟଡିୟମର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହ♦️ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ   (22-Jul-2026)       ||      ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା   (22-Jul-2026)       ||      ନଦୀକୁ ମାଛ ଧରିବାକୁ ଯାଇ ଯୁବକ ମୃତ    (22-Jul-2026)       ||      ମାଆ ରମାଦେବୀ ଙ୍କ ୪୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।   (22-Jul-2026)       ||      ଖବର ଆଜିର* ତାରିଖ: ୨୨/୦୭/୨୬, ବୁଧବାର    (22-Jul-2026)       ||      ମାଲକାନଗିରି ବିମାନବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ବିମାନ ଟ୍ରାଏଲ୍ ଲ୍ୟାଣ୍ଡିଂ   (22-Jul-2026)       ||      ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା   (22-Jul-2026)       ||      ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   (22-Jul-2026)       ||      ଆଇନ ଶୃଙ୍ଖଳା, ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ♦️ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ   (22-Jul-2026)       ||     

HOME   ଜିଲ୍ଲା

ଓଡ଼ିଆ ପକ୍ଷ ପାଳନ ପାରମ୍ପରିକ ପୋଷାକ ପିନ୍ଧିଲେ ଅଧିକାରୀ, ଜନସାଧାରଣ

03-Apr-2025



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ)
ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶ କ୍ରମେ  ରାଜ୍ୟରେ ଅପ୍ରେଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ହେଇଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାରେ ଗୁରୁବାର ଆମ ପୋଷକ ଆମ ପରିଚୟ ଦିବସ ଭାବେ ପାଳନ କରାଯାଇଥିଲା l ଜିଲ୍ଲାସ୍ତରୀୟ ଓ  ବ୍ଲକସ୍ତରୀୟ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀ, କର୍ମଚାରୀଙ୍କ ସହ ଜନସାଧାରଣ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରିଥିଲେ l ୧୪ ଦିନ ଧରି ଚାଲିବାକୁ ଥିବା ଓଡିଆ ଅସ୍ମିତାର ଉତ୍ସଵ ଓଡ଼ିଆ ପକ୍ଷ ୨୦୨୫ ପାଳନ ଅବସରରେ ଆମ ପୋଷାକ ଆମ ପରିଚୟରେ ସମସ୍ତ ଅଧିକାରୀ କର୍ମଚାରୀ ତଥା ଜନସାଧାରଣ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ ଏହି ଉତ୍ସବରେ ଯୋଡି ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଙ୍କ ସମେତ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାର ପ୍ରସାର ଏଵଂ ଓଡ଼ିଶାର ବରପୁତ୍ରମାନଙ୍କ ଅବଦାନକୁ ସମ୍ମାନ ଜଣାଇ କାର୍ଯ୍ୟକ୍ରମରେ ଭାଗ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*କିଡନୀ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କଲେ ଏମ୍ସ ର ଉଚ୍ଚ ସ୍ତରୀୟ ଡ଼ାକ୍ତରୀ ଦଳ*- *କାରଣ ଓ ନିରାକରଣ ଉପରେ ମତ ରଖିଲେ*-   23-Jul-2026
ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ   23-Jul-2026
  ଜିଲ୍ଲା  
କୁନାସିଲା-ମହିବିଲା ରାସ୍ତା ଶୋଚନୀୟ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବୀ।   23-Jul-2026
  ଜିଲ୍ଲା  
ତିଖାଳି କେନାଲରୁ ଜାମଖୁଣ୍ଟା ପର୍ଯ୍ୟନ୍ତ ଜଳଯୋଗାଣ ଦାବି କଲେ ଅଜିତ ଯୋଶୀ♦️  ୩୦ଟି ଗ୍ରାମର ଚାଷୀ ଉପକୃତ ହେବାର ଆଶା   23-Jul-2026
  ଜିଲ୍ଲା  
ଖବର ଆଜିର, ତାରିଖ:୨୩/୦୭/୨୬, ଗୁରୁବାର    23-Jul-2026
  ଜିଲ୍ଲା  
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଆନ୍ଦୋଳନରତ ଶିକ୍ଷାର୍ଥୀଙ୍କ ଉପରେ  ପୋଲିସର ଅମାନୁଷିକ ଆକ୍ରମଣ ଘଟଣାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନିନ୍ଦା   23-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ*   23-Jul-2026
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ପଦ୍ମ ମୁଖ ବେଶ ଦର୍ଶନ ଓ ମଲ୍ହାର ସଙ୍ଗୀତ ମୂର୍ଚ୍ଛନା ସନ୍ତୋଷ କର ଭୁବନେଶ୍ୱର କଳାକାର ଙ୍କ ସଙ୍ଗୀତ ରେ ଝୁମିଲେ ଦର୍ଶକ* - *ଶ୍ରୋତା ଭାବେ ପରିବାର ସହ ପହଞ୍ଚି ସଙ୍ଗୀତ ଉପଭୋଗ କଲେ ଜିଲ୍ଲାପାଳ*-   23-Jul-2026
  ଜିଲ୍ଲା  
ସମାଜସେବୀ ସାଗରମଲ କେଡିଆଙ୍କ ପରଲୋକ, ଅଞ୍ଚଳରେ ଶୋକ ଛାୟା   23-Jul-2026
  ଜିଲ୍ଲା  
ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା   22-Jul-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ   22-Jul-2026
  ଖେଳ  
ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଷ୍ଟଡିୟମର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହ♦️ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ   22-Jul-2026

You Might Also Like