-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

*ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ଅତିରିକ୍ତ ଜିଲ୍ଲାପାଳ ଙ୍କ ନାଁ ଜାଣିନି*- *କାଣା ହେଇଗଲା ସଜନୀ*.......

03-Apr-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ବିଭାଗ ରେ ନୂତନ ଭାବେ ଯୋଗ ଦେଇ ଥିବା ଶ୍ରୀମତୀ ମୀନା ରାଣୀ ମଙ୍ଗଲ ଦାୟିତ୍ବ ନେବା ପରେ ପ୍ରଥମେ ପ୍ରଥମେ ଖାଲି ସଂ ସଂ ଫଁ ଫଁ ହୋଈ ଜିଲ୍ଲା ସାରା ବୁଲିଲେ କାହାର ଦରମା ବନ୍ଦ ତ କାହାକୁ ତାଗିଦ୍ ଏଭଳି ଡ୍ରାମା ଦେଖାଇଲେ ଯେ, ଜିଲ୍ଲା ସାରା ବିଭାଗୀୟ କର୍ମଚାରୀ , ଶିକ୍ଷକ ଶିକ୍ଷୟତ୍ରୀ ଭୟ ଭୀତ ହୋଇ ଯାଇ ଥିଲେ l ଏବେ କିନ୍ତୁ ଆଉ ସେ ଭୟ ନାହିଁ l କାରଣ ଗରଜିଲା ମେଘ ବରଷେ ନାହିଁ ଆଉ ସେ ରାଗ ତମ୍ ତମ୍ ବ୍ଲଡ ପ୍ରେସର୍ ର କଣ ସବୁ ଔଷଧ  ଏ ବିଷୟ  ରେ ଉଣl ଅଧିକେ ସମସ୍ତେ ଜାଣି ଗଲେଣି l ଏ ଜଟିଳ ଗଣିତ କୁ  ସରଳ କରିବା  ପାଇଁ ପୁଣି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠି  ମଧ୍ୟ ମାଡମ୍ ସମ୍ବଲପୁର ରୁ ଆସିବା ପୂର୍ବରୁ  ଅଭ୍ୟାସ କରି ସାରିଛନ୍ତି l  ଆଉ ମାଡମ କେତେ ଶିକ୍ଷିତା ଆଉ ତାଙ୍କ ଦକ୍ଷତା ଅଛି  ଯେ  ନିଜ କର୍ମ କ୍ଷେତ୍ର ରେ ଦୁଇ ମାସ କାର୍ଯ୍ଯ କଲା ପରେ ବି ସେଠିକାର ଅତିରିକ୍ତ ଜିଲ୍ଲାପାଳ ଙ୍କ ନାଁ ଜଣା ନ ଥିବା ତାରି ପ୍ରମାଣ ଅଟେ l ଓଡ଼ିଶା ସରକାରଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗତ କାଲି ସମଗ୍ର  ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ଆୟୋଜନ କରା ଯାଇଥିଲା l  ଏହି ଉତ୍ସବ ପାଳନ ପାଇଁ ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ଶିକ୍ଷା ଧିକାରୀଙ୍କ ପକ୍ଷରୁ ଦିଆଯାଇବା ପତ୍ରରେ ଖୋଦ ଅତିରିକ୍ତ ଜିଲ୍ଲାପାଳଙ୍କ ନାଁରେ ଗୁରୁତର ତ୍ରୁଟି ରହିବାରୁ ଏହାକୁ ନେଇ ଜିଲ୍ଲା ର ବୁଦ୍ଧିଜୀବୀ ଓ ସଚେତନ ମହଲରେ ଚର୍ଚ୍ଚା ପାଲଟିଛି l ଏପରିକି ଶିକ୍ଷା ଭଳି ଏକ ଗୁରୁତ୍ଵ ପୁର୍ଣ୍ଣ ବିଭାଗ ର  ଜିଲ୍ଲା ଅଧିକାରୀଙ୍କୁ ନିଜ ଜିଲ୍ଲା ର ଖୋଦ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଙ୍କ  ନାଁ ଜଣା ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ କରିଛନ୍ତି ।
ପ୍ରକାଶ ଯେ,  ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ର ଉଦଘାଟନ ପାଇଁ  ବିଭିନ୍ନ ବିଦ୍ୟାଳୟରେ ଭିନ୍ନ ଭିନ୍ନ ଜିଲାସ୍ତରୀୟ ଅଧିକାରୀଙ୍କୁ
କାର୍ଯ୍ୟକ୍ରମର ଉଦଘାଟନ ପାଇଁ ସମଗ୍ର ଶିକ୍ଷା ବିଭାଗର ପତ୍ର ସଂଖ୍ୟା ୮୦୭/୩୧.୩.୨୫ ଅନୁସାରେ ଅନୁରୋଧ କରାଯାଇଥିଲା ।
ସୋନପୁର ବ୍ଲକ ଖଲିଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀଙ୍କୁ ଯୋଗ ଦାନ ପାଇଁ ଅନୁରୋଧ କରାଯାଇଥିଲେ ହେଁ ତାଙ୍କ ନାଁ ସରୋଜ ମାଝୀ ଉଲ୍ଲେଖ ରହିଛି । ଆଶ୍ଚର୍ଯ୍ୟ l ଆହୁରି ମଧ୍ୟ ଜିଲ୍ଲା ର ଜଣେ ଟାଣୁଆ  ଅଫିସର ଅଶ୍ବିନୀ ମେହେରଙ୍କ ପଦବୀରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପରିବର୍ତ୍ତେ ନିର୍ବାହୀ ଅଧିକାରୀ ଡିଆର୍‌ଡିଏ ଉଲ୍ଲେଖ ରହିଛି । ଶିକ୍ଷା ବିଭାଗର ଜଣେ ଶିକ୍ଷିତା ଓ ଦାୟିତ୍ବବାନ ଅଧିକାରୀ ଖୋଦ ଅତିରିକ୍ତ ଜିଲ୍ଲାପାଳଙ୍କ ନାଁ ସମ୍ପୁର୍ଣ ଭୁଲ୍ ଲେଖିବା ସହ ଅନ୍ୟ ଜଣେ ଅଧିକାରୀଙ୍କ ପଦବୀ ଭୁଲ କିପରି ଲେଖିଲେ ତାକୁ ନେଇ ବିଭିନ୍ନ ବୁଦ୍ଧିଜୀବୀ ଓ ସଚେତନ ମହଲରେ ଖୁବ ଚର୍ଚ୍ଚା ଆଲୋଚନା ହେଉଛି । ଏତେ ବ୍ୟସ୍ତ ଯେ କୌଣସି ଫାଇଲ କୁ ଚିଠି କୁ ଭଲ ରେ ଅନୁଧ୍ୟାନ ନ କରି  ଆଖି ବୁଜି ମାଡମ ଦସ୍ତଖତ କରୁଛନ୍ତି  ବୋଧେ l ଏହି ତ୍ରୁଟିପୂର୍ଣ ପତ୍ର ଏବେ ବିଭିନ୍ନ ମୋବାଇଲରୁ ମୋବାଇଲକୁ  ଘୁରି ବୁଲୁଛି ଓ ହାଟ ରେ ପଡ଼ି ଦାଣ୍ଡ ରେ ଗଡୁଛି l ଆଉ ଜିଲ୍ଲା ର ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କେତେ ଉଜ୍ଜ୍ୱଳ l ଓ ଏ ଭଳି ଅଧିକାରୀ ଜିଲ୍ଲା ରେ ରହିଲେ ଆଗକୁ ଜିଲ୍ଲା ପାଇଁ ମଙ୍ଗଳ ନା ଅମଙ୍ଗଳ ତାହା ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି l ଆଉ ଏ ମାଡମ୍ ଙ୍କ ପୁରୁଣା ଷ୍ଟେସନ ସମ୍ବଲପୁର  କାର୍ଯ୍ଯ କ୍ଷେତ୍ର ରେ ଦେଖେଇ ଥିବା ପାରଦର୍ଶିତା ଓ  ରେକର୍ଡ ସବୁ ର ଶୀଘ୍ର ଲୋକ ଲୋଚନ କୁ ଆଣିବାକୁ  ଦାବୀ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like