-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
01-Mar-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)ଡାବୁଗାଁ ସମ୍ମନିତ ଶିଶୁଵିକାଶ ପ୍ରକଳ୍ପ ରେ କାର୍ଯ୍ୟରତ ବରିଷ୍ଠ କିରାଣୀ ସନ୍ତୋଷ କୁମାରୀ ମିଶ୍ରଙ୍କୁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଲେ। ଡାବୁଗାଁ ସିଡିପିଓ ମିନତୀ ଦାସ, ସମସ୍ତ ସୁପରଭାଇଜର ଓ କର୍ମଚାରୀ ବରିଷ୍ଠ କିରାଣୀ ସନ୍ତୋଷ କୁମାରୀଙ୍କୁ ପୁଷ୍ପ ଗୁଚ୍ଛ ଦେବା ସହ, ମୁଦି, ସୋଲ ଆଦି ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ବିଭାଗ୍ୟୟ କର୍ମଚାରୀ ।