-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Jan-2021
ସୁନ୍ଦରଗଡ଼,(ପ୍ରେରଣା ଖବର) :ସୁନ୍ଦରଗଡ଼ ଜିଲ୍ଲା ଡୁମେରଜୋର ଏସବିଆଇ ବ୍ୟାଙ୍କରେ ଡକାୟତି। ବନ୍ଧୁକ ଓ ଖଣ୍ଡା ଦେଖାଇ 5 ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ।ବିରମିତ୍ରପୁର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ। ଡକାୟତଙ୍କ ଆକ୍ରମଣରରେ ବ୍ରାଞ୍ଚ ମ୍ୟାନେଜର ଆହତ। ଦୁଇଟି ବାଇକ ରେ 5 ଜଣ ମୁଖା ପିନ୍ଧା ଡକାୟତ ଟଙ୍କା ଲୁଟି ନେଇଥିବା ଅଭିଯୋଗ।