-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Jan-2021
କଟକ, (ପ୍ରେରଣା ଖବର) :ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ, କଟକ SCB କୋଭିଡ୍ ହସ୍ପିଟାଲରେ ପରଲୋକ; ଆଜି ଅପରାହ୍ନ ୪ଟା ୧୫ ମିନିଟ୍ରେ ପରଲୋକ ହୋଇଛି, କରୋନାରେ ଆକ୍ରାନ୍ତ ହୋଇ ୨୦ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ.