-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଜୟ ଶ୍ରୀରାମ ଧ୍ଵନିରେ ରାମମୟ ଭାଲୁପତ୍ରା.. ଶ୍ରଦ୍ଧାଳୁ ଙ୍କ ବିଶାଳ ସମାଗମ ରେ ପ୍ରତିଷ୍ଠା ସମ୍ପନ୍ନ

02-Feb-2025



ଅତାବିରl(ଆକାଶ ମିଶ୍ର ) ଅତାବିରା ବ୍ଲକ ଜାଙ୍ଗେଡ ପଞ୍ଚାୟତ ଅଧିନରେ ଥିବା ଭାଲୁପତ୍ରା ଗ୍ରାମରେ ସୁନ୍ଦର କାରୁକାର୍ଯ୍ୟରେ ନିର୍ମାଣ ହୋଇଥିବା ରାମ ମନ୍ଦିରର ପ୍ରତିଷ୍ଠା ମହା ସମାରୋହ ରେ ସମ୍ପନ୍ନ ହୋଇଯାଇଛି । ଏହି ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଦୀର୍ଘ ୪ ଦିନ ଧରି ଚାଲିଥିଲା। ପ୍ରଥମ ଦିବସରେ ଏକ ଭବ୍ୟ କଳସ ଶୋଭାଯାତ୍ରା ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବାବେବୀରା ର ଦୁଲୁଦୁଲି ବାଜା, ରାୟଗଡ଼ା ର ଦାଣ୍ଡିଆ ନୃତ୍ୟ ଓ ରେଶମ ର ଘଣ୍ଟବାଦ୍ୟ , ସହିତ ବିଶାଳ ସମାବେଶ ରେ ବାହାରି ଜାଙ୍ଗେଡ଼ ମହାଦେବ ମନ୍ଦିର ପୋଖରୀ ପର୍ଯ୍ୟନ୍ତ ପହଞ୍ଚିଥିଲା । ପଣ୍ଡିତ ରୂପେ ବରଣ ହୋଇ ଆସିଥିବା ଆନ୍ଧ୍ରପ୍ରଦେଶ ର ରାଜମଣ୍ଡ୍ରି ର ମୁଖ୍ୟ ପଣ୍ଡିତ ରାଏଗଡି ମିଲ୍ଲି ରାମଦେବ ଶର୍ମା ଓ ତାଙ୍କ ୧୨ ଜଣ ସାଥି ମନ୍ତ୍ର ପାଠ କରିଥିଲେ। ଭଣ୍ଡାଭିଲ୍ଲି ସତ୍ୟନାରାୟଣ, ବଡ୍ଡୁ ସୁବା ରାଓ, ୟେଳେଟି ରାଜା, ଗୁନମ ରାମବାବୁ, ଭଳୁରି ନାଗବାବୁ, ମୁତ୍ୟାଲା ଶ୍ରୀନିବାସ, ମଡ୍ଡି ପଟ୍ଟି ପାପା ରାଓ,ଓ ମଡ୍ଡି ପାଟାଲା ରାଜବେନ୍ଦ୍ର ପ୍ରମୁଖ ଆଠାଯୋଡ଼ି ସପତ୍ନୀକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ । ମନ୍ଦିର ଶୁଦ୍ଧି, ବିଗ୍ରହ ପ୍ରତିଷ୍ଠା, ଗର୍ତନ୍ୟାସ,  ରତ୍ନବ୍ୟାସ , ଜନ୍ର ପ୍ରତିଷ୍ଠା,ଶ୍ରୀ ଗଣେଶ, ଭେଙ୍କେଟେଶ୍ୱର୍ ଧ୍ଵଜା ସ୍ତମ୍ଭ ସହିତ ହନୁମାନ ଲକ୍ଷ୍ମଣ ,ସିତାରାମ, କୋଦଣ୍ଡା ରାମଚନ୍ଦ୍ର ସ୍ବାମୀ ବିଗ୍ରହ ମାନଙ୍କପ୍ରାଣ ପ୍ରତିଷ୍ଠା,ପୂର୍ଣ୍ଣାହୁତି  କରାଯାଇ   ଦିବ୍ୟ ଦର୍ଶନ ଏବଂ ପଣ୍ଡିତ  ମାନଙ୍କର ଆଶୀର୍ବାଦ ଭିକ୍ଷା ଆଦି କାର୍ଯ୍ୟକ୍ରମ ଆଜି ରହିଥିଲା ।  ସନ୍ଧ୍ୟାରେ ରୂପାଲି ପାଣ୍ଡେ, ଭାନୁମତୀ ସେଠ୍ , ସୈରେନ୍ଦ୍ରୀ ଜାଲ, ଆଶାବତୀ ମଲ୍ଲିକ, ଜୟ ଶ୍ରୀରାମ କୃଷ୍ଣଗୁରୁର ମହିଳା କୀର୍ତ୍ତନ ଓ ବିଶ୍ୱ ଦୁଲୁଦୁଲି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଆଜି ଶେଷ ଦିବସର ସନ୍ଧ୍ୟା ରେ ଜୟ ଶ୍ରୀରାମ କୃଷ୍ଣଗୁରୁ  ଓ କୁସନ ପୁରି  କୃଷ୍ଣ ଗୁରୁ 

ଓ ରାତିରେ ରୁକୁ ସୁନା ଅର୍କେଷ୍ଟ୍ରା ଡି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।
ଆଖ ପାଖଅଞ୍ଚଳରୁ ଶ୍ରଦ୍ଧାଳୁ ଭକ୍ତ ତଥା ଦର୍ଶକ ମାନଙ୍କର ସୁଅ ଛୁଟିଥିଲା । ଆଜି  ବିଗ୍ରହ ମାନଙ୍କୁ  ଗମ୍ଭୀର ଭିତରକୁ ପ୍ରବେଶ କରାଯାଇଥିଲା । ଏହି ପ୍ରତିଷ୍ଠା ଉତ୍ସବ  ରେ ସାମିଲ ହୋଇ  ଆଖ ପାଖ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ଙ୍କ" ଜୟ ଶ୍ରୀରାମ "  ଧ୍ଵନି ରେ ଅଞ୍ଚଳ  ରାମ ମୟ  ହୋଇ  ଉଠିଥିଲା  ।ପ୍ରତି ଘରେ ସ୍ଥାୟୀ ଝୋଟି ସହ ପୂର୍ଣ୍ଣ କଳସ ବସା ଯାଇ ପ୍ରଭୁ  ଶ୍ରୀ ରାମଙ୍କୁ ସ୍ଵାଗତ କରାଯାଇଥିଲା । ମୀନା ବଜାର, ଦୋକାନ ବଜାର ସହ ରଙ୍ଗୀନ ଆଲୋକମାଳାରେ ପୂଜା ମଣ୍ଡପ ଅତ୍ୟନ୍ତ ଆକର୍ଷଣୀୟ ହୋଇଉଠିଛି । ପ୍ରତ୍ୟହ ଅନ୍ନପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା ।ଶ୍ରଦ୍ଧାଳୁ ମାନେ ଯେପରି ସୁରକ୍ଷିତ ଓ ସୁବିଧା ରେ ମହୋତ୍ସବ କୁ ଉପଭୋଗ କରିପାରିବେ, ସେଥି ପାଇଁ ଭିଡ଼ କୁ ନିୟନ୍ତ୍ରଣ ପାଇଁ ସ୍ବେଚ୍ଛାସେବୀ ମାନେ ସ୍ବତନ୍ତ୍ର ଭାବରେ ସେବା ଯୋଗାଇଥିଲେ । ଏହି ପ୍ରତିଷ୍ଠାକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ ପୂଜା କମିଟିର ସଭାପତି ଗୁନମ୍ ସତ୍ୟନାରାୟଣ, ଗୁନମ ହରିବାବୁ, ଏମଲ୍ଲା ଭେନୁ ଗୋପାଳ କ୍ରିଷ୍ଣା ଓ ମଦି ପାଟଲା ତ୍ରୀମୁତ୍ତଳୁ ପ୍ରମୁଖଙ୍କ ସମେତ କମିଟି କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like