-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
02-Feb-2025
ତୁଷୁରା(ପଞ୍ଚାନନ ନାଏକ) ସଇଁତଳାଠାରେ ଥିବା ଜେଏମଏଫସି କୋର୍ଟ ପରିସରରେ ବିଦ୍ୟାଦାତ୍ରୀ ମାଁ ସରସ୍ୱତୀଙ୍କ ପୁଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ପୂଜକ ସୁରେନ୍ଦ୍ରନାଥ ମିଶ୍ର ପୂଜାକାର୍ଯ୍ୟ ତୁଲାଇଥିବାବେଳେ ସଭାପତି ସୁବୋଧ ମିଶ୍ର କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ପୂଜାରେ ଓକିଲ୍ ସଂଘର ସମ୍ପାଦକ ଫିରୋଜ ବଗର୍ତ୍ତୀ, ବରିଷ୍ଠ ଓକିଲ ରାଧେଶ୍ୟାମ ସାହୁ, ହିଜକ୍ଷ୍ୟ ତାଣ୍ଡି, ମାନଭଞ୍ଜନ ପାଣିଗ୍ରାହୀ, ସତ୍ୟନାରାୟଣ ସାହୁ, ହିମାଂଶୁ ଶେଖର ଦାଶ, ମନୋଜ ପୃଷେଠ, ଯୁବରାଜ ରଣା, ପ୍ରଦୀପ ମାଝୀ, ପ୍ରଶାନ୍ତ ପଟେଲ, ଶିବ ପ୍ରସାଦ ବାରିକ, ଦେବାଶିଷ ସେଠ, ତପନ ସାହୁ, ଦେବାଶିଷ ସିଂ ଭୋଇ, ପ୍ରଭାତ ସିଂ ଭୋଇ, ବିଜୟ ରଥ, ଛନ୍ଦା ଚରଣ ବେହେରା, ରଜତ ପଟ୍ଟନାୟକ, ବିନୋଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।