-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
02-Feb-2025
କଟକ(ପ୍ରେରଣା ଖବର): ଦେଶର ୭୬ ତମ ଗଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ରାଷ୍ଟ୍ରୀୟ କବି ସଙ୍ଗମ ପକ୍ଷରୁ କଟକ ଜିଲ୍ଲା ସଂଯୋଜିକl ସ୍ଥମ୍ଭକlର ମୀରା ବେଉରା ଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ର ଉଦ୍ଧେଶ୍ୟରେ ଏକ ବହୁ ଭାସୀୟ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ବିଶିଷ୍ଟ କବି ମହିଜା ଦଳବେହେରା ଯୋଗଦେଇ ପ୍ରଥମେ କବିତା ପାଠ କରି କବିତା ପାଠ ଉତ୍ସବକୁ ଉଦ୍ଘାଟନ କରିଥିଲେ। କବି ସୁନି ଦାସ୍, କବି ତଥା ସମାଜସେବୀ ଶର୍ମିଷ୍ଠା ନାଥ, କବି ଗୀତାଞ୍ଜଳି ପୃଷ୍ଟି, ରୀତା ଝା, ମଧୁସ୍ମିତା ମିଶ୍ର, ଗୀତାଞ୍ଜଳୀ ସାହୁ ପ୍ରମୁଖ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ଏହି କବିତା ପାଠ ଉତ୍ସବକୁ ଜିଲ୍ଲା ସହ ସଂଯୋଜିକl ରିମଝିମ୍ ଝା ସଂଯୋଜନl କରି ଥିଲେ